February 26, 2024

Odia Express

News For Public

ବହୁ ବର୍ଷରୁ ଘରେ ପଡିଥିଲା ପୁରୁଣା ଏକ ବକ୍ସ, ସ୍ୱାମୀ-ସ୍ତ୍ରୀ ଖୋଲିଲେ ତ ଉଡିଗଲା ହୋସ୍, ପ୍ରକୃତରେ କଣା ଥିଲା ସେହି ଜିନିଷ – ପଢନ୍ତୁ ପୁରା ଖବର..

1 min read

କିଏ ଜଣେ ଠିକ୍ କହିଥିଲେ କି କେବେ କାହାର ଭାଗ୍ୟ କିପରି ଓଲଟିଯିବ କିଏ ବି ଜାଣିନଥାଏ , କିଏ ଗରିବରୁ ଧନୀ ହୋଇଯାଏ , ଓ କିଏ ଧନୀରୁ ଗରିବ ହୋଇଯାଏ କିଏ ବି ଜାଣିନଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଏକ ସ୍ୱାମୀ-ସ୍ତ୍ରୀ ନିଜ ଘରେ ଏମିତି ଏକ ଜିନିଷ ପିଲେ ଯାହା ତାଙ୍କର ସବୁଦିନ ପାଇଁ ଜୀବନ ପରିବର୍ତ୍ତନ କରିଦେଲା,  ତେବେ ଆସନ୍ତୁ ଜାଣିବା କିଏ ସେହି ଜିନିଷ, ଯାହାଦ୍ୱାରା ତାଙ୍କ ଭାଗ୍ୟ ବଦଳାଇଦେବ ।

ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ଏହି ସ୍ୱାମୀ-ସ୍ତ୍ରୀ ଯୋଡି କିଛି ଦିନପୁର୍ବରୁ ଏକ ଘର କିଣିଥିଲେ,  ଯାହା ପୁର୍ବରୁ କେଉଁ ଅନ୍ୟ ଜଣଙ୍କ ଥିଲା , ଏହି ଘରକୁ ସଫାସଫି କରିବାର ଥିଲା ଓ କିଛି କାମ ବି ବାକିଥିଲା,  ଓ ଏହି ସମୟରେ ତାଙ୍କୁ ବେସମେଣ୍ଟରୁ ଏକ ବକ୍ସ ମିଳିଲା,  ଯାହାକୁ ଦେଖି ତାଙ୍କ ହୋସ୍ ଉଡିଗଲା , ଏବେ ପ୍ରଶ୍ନ ଆସେ କି ସେଇ ବକ୍ସରେ ଏମିତି କଣ ଥିଲା,  ସେହି ବକ୍ସ ବେସମେଣ୍ଟର୍ ସିଲିଙ୍ଗ୍ ରୁ ମିଳିଲା,  ସେଠାରେ ଆହୁରି ବହୁତ ଜିନିଷ ଥିଲା , ସେ ସଫାସଫି କରିବାପାଇଁ ସବୁ ଜିନିଷ ଅଲଗାକରି ସେଠାରେ ରଖିଦେଲେ , ପ୍ରଥମେ ସ୍ୱାମୀ ସ୍ତ୍ରୀକୁ ସେହି ଜିନିଷକୁ ଡଷ୍ଟବିନରେ ପକାଇଦେବାର ଚାହିଁଲେ କିନ୍ତୁ ବକ୍ସ ମଧ୍ୟରେ କଣ ଅଛି ଏହା ଦେଖିବାକୁ ଇଚ୍ଛା ହେବାକୁ ସେ ଖୋଲିଦେଖିଥିଲେ < ଯାହାକି ତାଙ୍କୁ ରାତାରାତି ଲକ୍ଷପତି କରାଇଦେଇଥିଲା ।

ଆପଣଙ୍କୁ କହିଦେବୁ କି ଏହି ଦମ୍ପତିଙ୍କୁ ମିଳିଲା ସେହି ବକ୍ସରୁ କିଛି ପୁରୁଣା କାଗଜ, ଯାହାକୁ ସେ ଖୋଲିଦେଖିଲ ତ ସେମାନେ ଚକିତ୍ ହୋଇଗଲେ,  ଆପଣଙ୍କୁ କହିଦେବୁ କି ସେ କାଗଜର ତଳେ ପ୍ଲାଷ୍ଟିକ୍ ଥଳି ମଧ୍ୟରେ କିଛି ଆମେରିକାନ୍ ଡଲାର୍ ମିଳିଲା ଯାହାକୁ ଦେଖିକରି ତାଙ୍କ ଖୁସିର ଠିକଣା ଆଉ ରହିଲା ନାହିଁ ।

ଏହି ଆମେରିକାନ୍ ଡଲାର୍ ୨ ଛୋଟ ଛୋଟ ପ୍ୟାକେଟରେଥିଲା,  ଯେବେ ଦୁହେଁ ଗଣିବା ଆରମ୍ଭ କରିଦେଲେ , ତେବେ ପ୍ରାୟ ୧୫ ଲକ୍ଷ ଡଲାର୍ ବାହାରିଲା  ଅଚାନକ ଏତେ ଧନରାଶି ଦେଖିକରି ସ୍ୱାମୀ ସ୍ତ୍ରୀ ପ୍ରାୟ ଖୁସିରେ ପାଗଳ ହୋଇଯାଇଥିଲେ  ଏହି ଆମେରିକା ଡଲାର୍ସର ମଧ୍ୟରେ କିଛି ଏପରିଥିଲା< ଯାହା ବହୁତ ପୁରୁଣା ଥିଲା , ଯାହା ଏବେ ଆଉ ପ୍ରଚଳନ ନାହିଁ ।

Leave a Reply

Your email address will not be published. Required fields are marked *