February 20, 2024

Odia Express

News For Public

ରୋଜଗାର୍ ମାମଲାରେ ବବିଙ୍କ ଠାରୁ ଆଗରେ ଅଛନ୍ତି ତାଙ୍କ ସ୍ତ୍ରୀ ,ଓ ସୁନ୍ଦରତା ମାମଲାରେ କେଉଁ ଅପସରାରୁ କମ୍ ନୁହନ୍ତି ସେ..

ବବି ଦେତଲ ଏକ ଜମାନାରେ ବଲିଉଡ୍ ର ଜଣେ ସଫଳ ଅଭିନେତା ରୁପରେ ଥିଲେ,  କିନ୍ତୁ ସମୟର ସାଥିରେ ବଲିଉଡ୍ ରେ ତାଙ୍କ ଡିମାଣ୍ତ ଆସ୍ତେ ଆସ୍ତେ କମ୍ ହେବାକୁ ଲାଗିଲା,  ଓ ତାଙ୍କ ପାଖରେ ବହୁତ କମ୍ ଅଫର୍ ଆସିବାକୁ ଲାଗିଲା,  ଆଜି ଆମେ କଥା ହେବାକୁ ଯାଉଛୁ,ବବି ଦେଓଲଙ୍କର ଧର୍ମପତ୍ନୀ ବିଷୟରେ ଯିଏ ରୋଜଗାର ମାମଲାରେ ବବିରୁ ଆଗରେ ଅଛନ୍ତି , ଓ ଦେଖିବାକୁ କେଉଁ ଅପସରାରୁ କମ୍ ନୁହେଁ ।ଆପଣଙ୍କୁ ଜଣେଇଦେବୁ କି ବବିଦେଓଲ ଏବେ ଏକ ଫିଲ୍ମ କରିଥିଲେ,  ଯାହାର୍ ନାଁ ଥିଲା ପୋଷ୍ଟର ବୟଜ୍, ଏଇ ଫିଲ୍ମରେ ତାଙ୍କ ସହ ତାଙ୍କ ବଡ ଭାଇ ସନିଦେଓଲ ଓ ଫିଲ୍ମରେ ଶ୍ରେୟସ୍ ତଲପଡେ ବି ଥିଲେ,  ଏହି ଫିଲ୍ମ ବଡ ପର୍ଦାରେ ଭଲ କାମ କଲେ,  ଓ ଆଉଥରେ ବବିଙ୍କ ପାଇଁ ବଲିଉଡ୍ ରାସ୍ତା ଖୋଲିଦେଲା ,  ଆଶ୍ରମ ରେ ୱେବ ସିରିଜ ରେ କାମ କରି ଖୁବ ପ୍ରଶଂସା ସାଉଣ୍ଟିଛନ୍ତି

ବବି ଦେଓଲ ବିବାହ ୧୯୯୬ ରେ ତାନିଆ ଆହୁଜାଙ୍କୁ ବିବାହ କରିଥିଲେ , ତାନିଆ ବବିଙ୍କୁ ପ୍ରଥମଥର୍ ଏକ ରେଷ୍ଟୁରାଣ୍ଟରେ ଦେଖିଥିଲେ, ପ୍ରଥମ ନଜରରେ ବବିଙ୍କ ସହ ତାଙ୍କ ପ୍ରେମ ହୋଇଗଲା , ଏହାପରେ ଦୁହେଁଙ୍କ ପରିବାର ସହ ବୁଝାମଣାରେ ବିବାହ କରିଦିଆଗଲା,  ତାନିଆଙ୍କ ବାପା ଦେବେନ୍ଦ୍ର ଆହୁଜା ଏକ ଫାଇନାସିଆଲ୍ କମ୍ପାନୀ ମ୍ୟାନେଜର୍ ଡାଇରେକ୍ଟର ଅଟନ୍ତି, ତାନିଆ ଆଜିର ତାରିଖରେ ଦି ଗୁଡ୍ ଅର୍ଥ ନାମକ ଇଞ୍ଜିନିୟରିଙ୍ଗ୍ ଡିଜାଇନିଙ୍ଗ୍ ଜିନିଷ ଶୋରୁମ୍ ଚଲାଉଛନ୍ତି , ଓ ମାସକୁ ଲକ୍ଷାଧିକ୍ ଟଙ୍କା କମାଇଛନ୍ତି , ବବି ଦେଓଲଙ୍କ କ୍ୟାରିୟରର ଡାଉନ୍ ଫଲ ସମୟରେ ତାନିଆ ପରିବାର ଓ ବିଜନେସ୍ ନିଜ ବୁଝାମଣାରେ ସଂମ୍ଭାଳିଲେ,  ଓ ସ୍ୱାମୀଙ୍କ ପୁରା ସାଥ୍ ଦେଲେ ।

ତାନିଆଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଇଣ୍ଟେରିଅର୍ ଡିଜାଇନିଙ୍ଗ୍ ଜିନିଷ ଆପଣଙ୍କୁ ଟ୍ୱିଙ୍କିଲ୍ ଖାନ୍ନାର ଷ୍ଟୋରରେ ଦେଖିବାକୁ ମିଳିପାରେ,  ତାନିଆଙ୍କ ସୁନ୍ଦରତା କହିଲେ ତେବେ ସେ କେଉଁ ବଲିଉଡ୍ ହିରୋଇନରୁ କମ୍ ଲାଗନ୍ତି ନାହିଁ , ଓ ଏହି କାରଣରୁ ଆଜି ବବି ଦେଓଲଙ୍କ ନାଁ ଇଣ୍ତଷ୍ଟ୍ରିରେ କାହା ସହ ଯୋଡାଯାଇନାହିଁ , ବିଜନେସ୍ କଥା କହିଲେ ତାନିଆ ଓ ବବି ମିଶିକରି ବହୁତ ସାରା ରେଷ୍ଟୁରାଣ୍ଟଓ ବ୍ୟାଙ୍କେଟ୍ ହଲ୍ ଖୋଲିଛନ୍ତି , ତାନିଆ ନିଜ ସ୍ୱାମୀଙ୍କ ସହ ତେବେ ସାଥ୍ ଦେଲେ ତେବେ ବହୁତ ଲୋକ ସାଥି ଛାଡିକରି ଚାଲିଜାଈଥିଲେ,  ଏହି କଥା ବହୁତ ପ୍ରଶଂସନିୟ ଯୋଗ୍ୟଅଟେ, ବବି ଓ ତାନିଆଙ୍କ ଦୁଇ ପୁଅ ଅଛନ୍ତି ଯିଏକି ଏବେ ବହୁତ ଛୋଟ ଅଛନ୍ତି

Leave a Reply

Your email address will not be published. Required fields are marked *