March 3, 2024

Odia Express

News For Public

ଏବେ କେବଳ ୨ ଟଙ୍କାରେ ବାହାର କରନ୍ତୁ ଦାନ୍ତରୁ ପୋକ, ଜାଣନ୍ତୁ କିପରି ବାହାର୍ କରିବେ..

ବହୁତଥର ଛୁଆ ହୁଅନ୍ତୁ କି ବୟସ୍କ ବ୍ୟକ୍ତି ବହୁତଥର ଦାନ୍ତର ଅସୁବିଧା ଦେଖାଦେଇଥାଏ,  ଦାନ୍ତରେ ହେଉଥିବା ପୀଡା ଏତେ ଅସହ୍ୟ ହୋଇଥାଏ କି ତାକୁ ସହିପାରିବା ଅସଂମ୍ଭବ ପରି ଲାଗେ , ଏମିତିରେ ଲୋକେ ତରବରିଆ ଭାବେ ଡାକ୍ତରଙ୍କ ପାଖକୁ ଯାଆନ୍ତି , ଆଜି ଆମେ ଆପଣଙ୍କୁ ଦାନ୍ତର ପୀଡାରୁ ବଞ୍ଚିବାପାଇଁ କିଛି ଏମିତି ଅଚୁକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇଲେ ଦାନ୍ତରେ ହେଉଥିବା ଅସହ୍ୟ ପୀଡାକୁ ଘରେ ବସି ଠିକ୍ କରିପାରିବେ , ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ଯାହାକୁ ଆପଣାଇ ଆପଣ ଦାନ୍ତର ଅସହନୀୟ ପୀଡାରୁ ମୁକ୍ତିପାଇପାରିବେ ।

ଦାନ୍ତ ସମସ୍ତଙ୍କ ପାଇଁ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , କାରଣ ବିନା ଦାନ୍ତରେ କୌଣସି ଜିନିଷକୁ ଚୋବାଇବା ସଂମ୍ଭବ ହୋଇନଥା,ଏ ଦାନ୍ତ ଯଦି ସୁସ୍ଥ୍ୟ ରହିବ ତେବେ ମଣିଷ ସୁସ୍ଥ୍ୟ ରହିଥାଏ, ଦାନ୍ତରେ ପୀଡାର ସମସ୍ୟା ସାଧାରଣ ରୁପରେ ପୋକର କାରଣରୁ ହୋଇଥାଏ ,ଯଦି ଦାନ୍ତରେ କିଟାଣୁ ଲାଗିଯାଏ , ତେବେ ବହୁତପ୍ରକାର ଖାଇବା ପିଇବା ଜିନିଷରୁ ଦୁରେଇ ରହିବାକୁ ପଡେ, ଏହି ପୋକ ଦାନ୍ତର ଜଡକୁ ଯାଇ ତାକୁ ନଷ୍ଟ କରିଦିଅନ୍ତି , ଯାହାର କାରଣରୁ ଦାନ୍ତରେ ଅସହନୀୟ ପୀଡା ହେବାକୁ ଲାଗେ, ଏମିତି ସ୍ଥିତିରେ ଦନ୍ତ ବିଶେଷଜ୍ଞାଙ୍କ ପାଖରେ ଯାଇ ଦାନ୍ତକୁ ଓପାଡିବା ଛଡା ଆଉ କିଛି ଚାରା ନଥାଏ, ଦାନ୍ତକୁ ବାହାର କରିବା ବହୁତ କଷ୍ଟଦାୟୀ ହୋଇଥାଏ , ଯାହାକୁ ସହ୍ୟ କରିପାରିବା ସମସ୍ତଙ୍କ ପକ୍ଷରେ ସହଜ ହୋଇନଥାଏ ।

ଯଦି ଆପଣଙ୍କ ଦାନ୍ତକୁ ପୋକ ଖାଇବା ଦ୍ୱାରା ଅସହନୀୟ ପୀଡା ହେଉଛି ତେବେ ଏହି ପ୍ରକିୟାକୁ ଆପଣାଇ ନିଜ ଦାନ୍ତକୁ ଅସହନୀୟ ପୀଡାରୁ ମୁକ୍ତିପାଇପାରିବେ , ଏକ ଗିନାରେ ଲେମ୍ବୁର ରସ ବାହାର କରିଦିଅନ୍ତୁ, ଓ ସେଥିରେ ଟିକିଏ ଫିଟିକିରି ପକାନ୍ତୁ , ଏହିଦୁହେଁ ଜିନିଷକୁ ମିଶାଇ ଏକ ମିଶ୍ରଣ ବନାଇଦିଅନ୍ତୁ , ଓ ଯେଉଁ ଦାନ୍ତରେ ପୋକ ଖାଉଛିସେଠାରେ ଲଗାଇଦିଅନ୍ତୁ, ଟିକିଏ ସମୟ ପାଇଁ ମୁହଁକୁ ଖୋଲା ଛାଡିଦିଅନ୍ତୁ , ଓ ଲାଳକୁ ବାହାରକୁ ବାହାର କରିବାକୁ ଦିଅନ୍ତୁ , ଲାଳ ସହ ପୋକ ବି ବାହାରକୁ ବାହାରିଯାଆନ୍ତି , ଏହାଦ୍ୱାରା ଆପଣଙ୍କ ଦାନ୍ତରୁ ପୋକ ସବୁ ବାହାରି ଆସିବେ , ଏହି ପ୍ରକିୟାପାଇଁ ଆପଣଙ୍କୁ କେବଳ ଲେମ୍ବୁ ଓ ଫିଟିକିରି ହିଁ ଦରକାର ପଡୀବ, ଏହି ପ୍ରକିୟାକୁ ନିୟମିତ ରୁପରେ କିଛି ଦିନ ପର୍ଯ୍ୟନ୍ତ କରିଲେ ଦାନ୍ତର ଅସହନୀୟ ପୀଡାରୁ ମୁକ୍ତି ମିଳିପାରିବ

Leave a Reply

Your email address will not be published. Required fields are marked *