February 26, 2024

Odia Express

News For Public

କେବଳ ୫ ମିନିଟରେ ନିଜ ମୋଟାପଣକୁ ଦୁର କରନ୍ତୁ – ନିଶ୍ଚିତ ଦେଖନ୍ତୁ…

ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି,ବଢୁଥିବା ପେଟକୁ କମ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣମାନଙ୍କ ପାଇଁ ଏକ ସହଜ ପ୍ରତିକାର ବିଷୟରେ କହିବାକୁ ଯାଉଛୁ ଏହା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହି ପ୍ରତିକାରକ ବିଷୟରେ। ଏଥିପାଇଁ ଆପଣଙ୍କୁ ଏକ ଚୂର୍ଣ୍ଣର ଆବଶ୍ୟକ।ପ୍ରଥମେ ଏହି ଚୂର୍ଣ୍ଣ କୁ ବନେଇବା ପାଇଁ ଆପଣଙ୍କୁ ଅଳସୀ ଦରକାର।ଯଦି ଆପଣ ୨ ଚାମଚ ଅଳସୀ ପ୍ରତିଦିନ ଖାଇବେ ତେବେ ଆପଣଙ୍କୁ ଭୋକ ହେବ ନାହିଁ।ପେଟ ଭରପୂର ରହିଥାଏ।ଅଳସୀରେ ଭରପୂର ମାତ୍ରାରେ ଫାଇବାର ରହିଥାଏ।ଯେଉଁଥିପାଇଁ ପେଟ ଭରପୂର ରହିଥାଏ ଏବଂ ଆପଣ ସବୁ ଜିନିଷ କମ ମାତ୍ରାରେ ଖାଇବେ। ଏବଂ ଏଥିରେ ଆପଣଙ୍କ ଓଜନ ନିୟନ୍ତ୍ରଣ ରେ ଆସିଯିବ।ଅଳସୀ ବହୁତ ଜଲ୍ଦି ହଜମ ହୋଇଯାଇଥାଏ।ଅଳସୀରେ ବହୁତ ମାତ୍ରାରେ ଓମେଗା୩ଫ୍ୟାଟି ଏସିଡ ରହିଥାଏ।ଅଳସୀ କୁ ଖାଇବା ଦ୍ୱାରା ଆପଣଙ୍କର ଓଜନ କମ କରିବାକୁ ବହୁତ ସହଜ ହୋଇଯିବ।ଆପଣ ଅଳସୀର ପାଉଡର କରିକି ଖାଇବେ ନହଲେ ଚୋବେଇକି ଖାଇବେ।

ଏହି ଚୂର୍ଣ୍ଣ କୁ ବନେଇବା ପାଇଁ ଅଳସୀକୁ ଭଲରେ ଭାଜିବେ ତାପରେ ଏଥିରେ ଜିରା ପକେଇବେ।ଜିରାକୁ ଖାଇବା ଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ସଫା ରହିଥାଏ।ମେଟାବୋଲିଜିମ କ୍ଷିପ୍ର ରହିଥାଏ।ଜିରା ରେ ଭରପୂର ମାତ୍ରାରେ କ୍ୟାଲସିୟମ ,ମ୍ୟାଗନେସିୟମ, ଫସଫରସ ରହିଥାଏ।ଜିରା ଖାଇବା ଦ୍ୱାରା ଆପଣଙ୍କର ଓଜନ ବଢ଼ିନଥାଏ।ତେବେ ଏହି ଚୁର୍ଣ୍ଣରେ ଆପଣ ୨ଚାମଚ ଜିରା ମିସେଇବେ।ଏବେ ପାନ ମଧୁରୀ ପକେଇବେ।ପାନ ମଧୁରୀ ଶରୀରରେ ଥିବା ବିଷାକ୍ତ ଜିନିଷ କୁ କାଢ଼ିବାରେ ସାହାଯ୍ୟ କରିଥାଏ।ଏବେ ଚୁର୍ଣ୍ଣରେ ୨ ଚାମଚ ପାନ ମଧୁରୀ ମିସେଇବେ।ଏହି ୩ଟି ଜିନିଷକୁଭାଜିବେ କମ ଫ୍ଲେମରେ ।

ଏହି ପାଉଡରକୁ ବହୁତ ଦିନ ଯାଏଁ ରଖିପାରିବେ।ଏହା ଖରାପ ହେବ ନାହିଁ।ଭାଜିବା ପରେ ଏହାକୁ ଗ୍ୟାସରୁ ଓଲେହିଦେବେ।ଏହାକୁ ଥଣ୍ଡା ହେବା ଯାଏଁ ଛାଡ଼ିଦେବେ।ଏହି ଚୁର୍ଣ୍ଣକୁ ଆପଣ ରାତିରେ ଶୋଇବା ସମୟରେ ନେବେ ସକାଳୁ ଖାଲି ପେଟରେ ନେବେ।୧ ସପ୍ତାହ ଖାଇବାଦ୍ୱାରା ଆପଣ ନିଜେ ଜାଣିପାରିବେ।ଏବେ ଆପଣ ଭୃସଙ୍ଗ ପତ୍ର ନେବେ।ଏହା ଚର୍ବିକୁ କମେଇବାରେ ବହୁତ ସାହାଯ୍ୟ କରିଥାଏ।ଏହାକୁ ମିଠା ଲେମ୍ଭୁର ପତ୍ର ମଧ୍ୟ କୁହାଯାଏ।ଏହା ବ୍ଲଡ଼ ସୁଗାରକୁ ଠିକ କରିଥାଏ,ହଜମ କ୍ରିୟାକୁ ଠିକ ରଖିଥାଏ।ଏଠାରେ ଆପଣ ଶୁଖିଲା ପତ୍ରର ବ୍ୟବହାର କରିବେ।ଯେହେତୁ ଏହା ଚୁର୍ଣ୍ଣରେ ମିସେଇବେ।୧ ରୁ ୨ମଧ୍ୟରେ ଏହି ପତ୍ର ଶୁଖିଯିବ।ଏବେ ଗ୍ରାଇଣ୍ଡରରେ ଅଳସୀ,ଜିରା,ଏବଂ ପାନ ମଧୁରୀ ଏହି ୩ଟି ଜିନିଷକୁ ପକେଇବେ ଏବଂ ଏହାର ଏକ ଭଲ ପାଉଡର ପ୍ରସ୍ତୁତ କରିବେ।

ଏଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିବ ଏବଂ ଏହା ସହଜରେ ଘରେ ତିଆରି ହୋଇଯାଇଥାଏ।ସକାଳୁ ଉଠି ଏହି ପାଉଡରକୁ ଗରମ ପାଣି ସହ ଖାଇବେ।ଏହା ପରେ ଏଥିରେ ୧୦ ରୁ ୧୫ ମିଠା ଲେମ୍ବୁର ପତ୍ରକୁ ପକେଇବେ।ଏବେ ଏହାକୁ ଗ୍ରାଇଣ୍ଡର କରିଦେବେ।ଏହାକୁ ଏକ ଜାରରେ ରଖିଦେବେ ଏବଂ ୨ ବେଳା ଏହାକୁ ଖାଇବେ।ଏବେ ଏହି ପାଉଡର ପ୍ରସ୍ତୁତ ହୋଇଗଲା ଯେବେବି ଆପଣ ଓଜନ କମ କରିବାକୁ କିଛିବି ପାଉଡର ଖାଇବେ ତେବେ ଗରମ ପାଣି ଦ୍ୱାରା ହିଁ ନେବେ ।କେବେବି ଥଣ୍ଡା ପାଣି ବ୍ୟବହାର କରିବେ।ଏହି ଚୁର୍ଣ୍ଣ କୁ ଗରମ ପାଣିରେ ପକେଇବେ ରାତିରେ ଶୋଇବା ସମୟରେ ନେବେ ନହଲେ ସକାଳ ଉଠିବା ପରେ ଖାଲି ପେଟରେ ଖାଇବେ।ଏହି ଚୁର୍ଣ୍ଣକୁ ଖାଇବା ଦ୍ୱାରା ଶରୀରରେ ରାତି ସାରା ଜମା ହୋଇଥିବା ଚର୍ବି ବହୁତ ମାତ୍ରାରେ କମି ଯାଇଥାଏ ଏବଂ ଯାହା ବି ଖାଇଥିବା ସେଇଟା ଚର୍ବି ରେ ପରିଣତ ହେବ ନାହିଁ।ସେଇ ଖାଦ୍ୟ କାର୍ଯକାରୀ ଶକ୍ତି ରୂପରେ କାମ କରିବ।

Leave a Reply

Your email address will not be published. Required fields are marked *