June 21, 2024

Odia Express

Here, There and Everywhere

ଏହି ରାଶିର ଲୋକ ହୋଇଥାନ୍ତି ଦୟାଳୁ, ସାହାଯ୍ୟ କରିବାର ଭାବନା ଥାଏ ଏମାନଙ୍କ ରକ୍ତରେ..

1 min read

ଆଜିର ଜମାନା କଥା ଦେଖିବାକୁ ଗଲେ ଅଧିକାଂଶ ଲୋକ ସ୍ୱାର୍ଥୀ ହୋଇଥାନ୍ତି, ସମସ୍ତେ ନିଜ ବିଷୟରେ ହିଁ ଭାବିଥାନ୍ତି , ବିନା ମତଲବରେ ଓ ଫାଇଦାରେ କିଏ କାହାକୁ ବି ସାହାଯ୍ୟ କରେ ନାହିଁ , ସବୁ ଲୋକ ସେମିତି ଏକା ସମାନ ହୋଇନଥାନ୍ତି ଆଜିର ଜମାନାରେ କିଛି ଲୋକ ଅଛନ୍ତି ଯାହାଙ୍କ ହୃଦୟ ବଡ ହୋଇଥାଏ , ଓ ଯିଏ ଦାନ ଧର୍ମରେ ବିଶ୍ୱାସ ରଖନ୍ତି , ଯେବେ ଦାନ ଧର୍ମର କଥା ଆସେ ତେବେ ସେ ମନ୍ଦିର ହେଉ କିମ୍ବା କେଉଁଠି ଦାନ କରିବାକୁ ହେଉ ହଜାର ସଂଖ୍ୟକ ଲୋକ ଦେଖିବାକୁ ମିଳିଯିବେ , କିନ୍ତୁ ସମସ୍ତେ ଦାନ ତ କରନ୍ତି ଭଗବାନଙ୍କୁ କିନ୍ତୁ ତା ବଦଳରେ କିଛି ମନୋକାମନା ମାଗିଥାନ୍ତି , କିନ୍ତୁ ଏକ ଅସଲ ବଡ ହୃଦୟବାଲା ଲୋକ ସେ ହୋଇଥାଏ ଯିଏ ବିନା ସ୍ୱାର୍ଥରେ ଅନ୍ୟଙ୍କ ସାହାଯ୍ୟ କରିଥାଏ । ସେମିତି ଦୟା ଧର୍ମ ଭାବନା କିଛି ଲୋକଙ୍କ ମଧ୍ୟରେ ଜନ୍ମରୁ ଦେଖାଯାଏ , ଏହାର କାରଣ ହେଲା ସେହି ଖାସ୍ ଲୋକଙ୍କର ଜନ୍ମର ସମୟରେ ଗ୍ରହ ନକ୍ଷତ୍ରର ସ୍ଥିତି ଓ ତାଙ୍କର ରାଶିକୁ ନେଇ ଭିତରେ ଦୟା ଓ ଭାବନା ଅଧିକା ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ରାଶିଗୁଡିକ ବିଷୟରେ କହିବାକୁ ଯାଉଛୁ, ଯିଏ ସବୁଠାରୁ ଦୟାଳୁ ହୋଇଥାନ୍ତି , ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ।

୧) ମେଷ ରାଶି- ଏହି ରାଶିର ଲୋକେ ଅନ୍ୟଙ୍କୁ ଦେଖିଲେ ଦୟାଭାବ ପ୍ରକଟ୍ କରନ୍ତି , ଏହି ଲୋକ ଭାବୁକ ପର୍ସନାଲିଟିର ହୋଇଥାନ୍ତି , ଏହି କାରଣରୁ ଯେବେ କେଉଁ ଦୁଃଖ ହୋଇଥାଏ ତେବେ ସେମାନେ ଅନୁଭବ କରିପାରନ୍ତି , ଏମାନେ ଅନ୍ୟ ବ୍ୟକ୍ତିଙ୍କ ଦୁଃଖ ଦେଖାଯାଏ ନାହିଁ , ଏଥିପାଇଁ ନିଜକୁ ଅନ୍ୟଙ୍କ ସାହାଯ୍ୟ କରିବାରେ ରୋକିପାରନ୍ତି ନାହିଁ , ଏମାନଙ୍କ ଏହି ଖାସିୟତ କାରଣରୁ ଏମାନେ କେବଳ ନିଜ ପରିଚିତ ଲୋକଙ୍କ ସହ ନୁହେଁ ବରଂ ଅଜଣା ଲୋକଙ୍କ ପ୍ରତି ଦୟା ପ୍ରେମ ଭାବ ରଖନ୍ତି ।

୨) କନ୍ୟା ରାଶି- ଏହି ରାଶିର ଲୋକେ ହୃଦୟରୁ ବହୁତ ଭଲ ହୋଇଥାନ୍ତି , ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ , ଏମାନଙ୍କୁ କିଏ ଯଦି ସାହାଯ୍ୟ ମାଗେ ତେବେ ଏମାନେ ନା କହିପାରନ୍ତି ନାହିଁ, ଏହି ଲୋକଙ୍କୁ ସାହାଯ୍ୟ କରିବାରେ ସବୁବେଳେ ପ୍ରସ୍ତୁତ୍ ରୁହନ୍ତି , ଏହି କାରଣରୁ ଏମାନଙ୍କ ଲାଇଫ୍ ରେ ବହୁତ ଆଶିର୍ବାଦ ମିଳିଥାଏ , ଓ ଏହି ରାଶିର ଲୋକ ଙ୍କୁ ସାଙ୍ଗ ବନାଇଲେ ବହୁତ ଫାଇଦା ହୋଇଥାଏ ।

୩) ତୁଳା ରାଶି- ଏହି ରାଶିର ଲୋକେ ଦାନ ଧର୍ମରେ କିଛି ଅଧିକା ବିଶ୍ୱାସ ରଖନ୍ତି , ଯେବେ ଏମାନେ ରାସ୍ତାରେ କେଉଁ ଗରିବ ବେସାହାରା ଲୋକକୁ ଦେଖନ୍ତି ତେବେ ଏମାନଙ୍କ ହୃଦୟ ତରଳିଯାଏ , ଓ ତାଙ୍କର ସାହାଯ୍ୟ କରିବାପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତି ,ଏମାନଙ୍କ ଏକ ଖାସ୍ କଥା ଏହା କି ଏମାନେ କେଉଁ ବ୍ୟକ୍ତିକୁ ଜଲଦି କ୍ଷମା କରନ୍ତି ନାହିଁ , ଏମାନଙ୍କ ହୃଦୟ ବଡ ହୋଇଥାଏ ।

୪) ମୀନ ରାଶି-ଏହି ରାଶିର ଲୋକେ ଦୁନିଆଁର ସମସ୍ତଙ୍କ ଭଲ କଥା ଚିନ୍ତା କରନ୍ତି , ଏମାନେ କାହା ବିଷୟରେ କେବେ ଖରାପ ଚିନ୍ତା କରନ୍ତି ନାହିଁ,  ଏହି କାରଣରୁ ଏମାନେ ଅନ୍ୟଙ୍କୁ ସାହାଯ୍ୟ କରିବାରେ ଆଗୁଆ ହୋଇଥାନ୍ତି , ଏମାନଙ୍କ ଏପରି ସ୍ୱଭାବ ଅନ୍ୟଙ୍କୁ ଖାସ୍ କରିଥାଏ

Leave a Reply

Your email address will not be published. Required fields are marked *