March 3, 2024

Odia Express

News For Public

ଏହି ଫଟୋରେ ଖୋଜିକରି କୁହନ୍ତୁ କିଏ ଅଛି ମହିଳାଙ୍କ ଅସଲି ହତ୍ୟାକାରୀ ? ୯୯ ପ୍ରତିଶତ ଲୋକ ଏହାର ଜବାବ୍ ଦେବାରେ ଫେଲ୍ ହୋଇସାରିଛନ୍ତି..

ସୋସିଆଲ୍ ମିଡିଆରେ ଆସିବା ଦିନରୁ ବହୁତ ସାରା ଫଟୋ ସାମ୍ନାକୁ ଆସିଥାଏ , ଯାହା ଏକ ପହେଲି ପରି ହୋଇଥାଏ,  ଏହାକୁ ବୁଝିବା ବହୁତ ମୁସକିଲ୍ ଭରା ହୋଇଥାଏ , ସେମିତି କିଛି ଲୋକଙ୍କ ଦିମାଗଏ ଏହି ମାମଲାରେ ବହୁତ ତେଜ୍ ହୋଇଥାଏ , ସେ ଯେତେ ବଡ ପହେଲି ହେଇଥାଉ କି ନାହିଁ , ସେ ତୁରନ୍ତ ତାହାକୁ ବୁଝାଇଦିଅନ୍ତି । ଓ ଏମିତିରେ ଲୋକ ପହେଲିକୁ ସମାଧାନ କରିବାରେ ରୁଚି ରଖନ୍ତି । ଯଦି ଆପଣ ଛୁଆବେଳର କଥା ମନେ ପକାଇବେ ତେବେ ଆପଣଙ୍କୁ ମନେ ଥିବ କି ସେହି ସମୟରେ ବହୁତ ସାରା ପଜଲ ଆପଣ ସମାଧାନ କରିଥିବେ , କିନ୍ତୁ ଆଜି ଯେଉଁ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାହା ଏକ ଅସଜଡା ପହେଲି ଅଟେ, ଏହି ଫଟୋରେ ଏକ ମହିଳାଙ୍କ ହତ୍ୟାର ରହସ୍ୟ ଲୁଚି ରହିଛି, ଯାହାକୁ ସମାଧାନ କରିବାର ଚ୍ୟାଲେଞ୍ଜ ଦିଆଯାଉଛି ।

ଏହି ଲୋକ ଲଗାତାର ଲାଇକ୍ ଓ ସେୟର୍ କରୁଛନ୍ତି , କିନ୍ତୁ ବହୁତ ଲୋକ ଏବେଏହାର ଉତ୍ତର ପାଇନାହାନ୍ତି  ଏହି ଫଟୋରେ ଯେଉଁ ଚ୍ୟାଲେଞ୍ଜ ଦିଆଯାଇଛି ତାହା ବୁଦ୍ଧିର ପରିକ୍ଷା କରିବ , ଆଜି ଏହି ଫଟୋ ଆମେ ଆପଣଙ୍କ ପାଇଁ ଆଣିଛୁ , ଯାହା ଦେଖିକରି ଆପଣଙ୍କୁ ଏହାର ଉତ୍ତର କହିବାକୁ ହେବ , ସେମିତି ସବୁ ବ୍ୟକ୍ତିଙ୍କ ପାଖରେ ତାହାର ତର୍କ ଓ ବିବେକ ଶକ୍ତି ହୋଇଥାଏ,  ଯାହାର ପ୍ରୟୋଗ ସେ ରହସ୍ୟକୁ ବୁଝାଇବାକୁ ହୋଇପାରେ । କିନ୍ତୁ ଏହା କେତେ କାମରେ ଆସିପାରିବ , ତାହାର ଉତ୍ତର ପରେ ଜଣା ପଡିବ । ତେବେ ଆସନ୍ତୁ ଏହି ମର୍ଡର ମିଷ୍ଟ୍ରିକୁ ସମାଧାଣ କରିବାରେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ, ସବୁଠାରୁ ପ୍ରଥମେ ଫଟୋକୁ ଧ୍ୟାନରେ ଦେଖନ୍ତୁ , ଯେଉଁଥିରେ ଆପଣଙ୍କୁ ପ୍ରଥମ ଭାଗରେ ଲୋକେ ଟେବୁଲ୍ ରେ ବସି ଖାଇବା ଖାଉଥିବାର ନଜର ଆସୁଥିବ, ଓ ଏକ ୱେଟର ଖାଇବା ପରଷିବା ନଜର ଆସୁଥିବ

ସାମାନ୍ୟ ହିସାବରେ ଏହି ଫଟୋ ଦେଖିଲେ ଲାଗିବ ସାମାନ୍ୟ ଦୃଶ୍ୟ ଅଟେ,  କିନ୍ତୁ ଯେପରି ଫଟୋକୁ ବାମ ଆଡକୁ ନଜର ପକାଇବେ ତେବେ ଦେଖିବେ କି ବାଥରୁମ୍ ର ଚଟାଣରେ ଏକ ମହିଳାଙ୍କ ମୃତ ଶରୀର ପଡିଛି , କିନ୍ତୁ ଯଦି ଆପଣ ଏହି ଫଟୋକୁ ଧ୍ୟାନରେ ଦେଖିବେ କି ମହିଳା ରକ୍ତ ଜୁଡୁବୁଡୁ ହୋଇ ପଡିଛନ୍ତି , ଓ ଏହାର ମତଲବ ଏହା ଏକ ହତ୍ୟାକାଣ୍ତ ଅଟ୍,ଏ ନଜର କଲେ ଜାଣିବେ କି ଏହି ମହିଳାଙ୍କ ଯେଉଁଠି ବଡି ପଡିଛି, ତେବେ ତାହାର ବଡିର ମୁଣ୍ତ ପାଖରେ ଏକ ଛୁରୀ ଅଛି, ଯାହାର ପ୍ରୟୋଗ ଭୋଜନ ଖାଇବାରେ କରାଯାଏ । ଏବେ ଆପଣ ଆଉଥରେ ଏହି ଫଟୋର ଡାହାଣ ପଟକୁ ଆସନ୍ତୁ,

ଏଥିରେ ଆପଣ ଦେଖିବେ କି ଏଠାରେ ଚାରୋଟି ଟେବୁଲରେ ଚାରୋଟି ଲୋକ ବସିଥିବାର ନଜର ଆସୁଛନ୍ତି , ଏଥିରେ କେଉଁ ଏକ ବ୍ୟକ୍ତି ଯିଏ କି ଏହି ମହିଳାଙ୍କ ହତ୍ୟା କରିଛି, ଆପଣଙ୍କୁ ସେଇ ବ୍ୟକ୍ତିକୁ ଖୋଜିବାର ଅଛି , ପ୍ରଥମ ତଥ୍ୟ ଟୟଲେଟ୍ ରେ ମହିଳା ହିଁ ଯାଇପାରିବେ , ହୋଇ ପାରେ କି ମହିଳାଙ୍କୁ ସେହି ମହିଳା ହିଁ ମାରିଥିବେ ,ଦ୍ୱିତୀୟ ତଥ୍ୟ ଅନୁସାରେ ବ୍ୟକ୍ତିର ଟେବୁଲରେ ଛୁରୀ ନାହିଁ କାରଣ ସେହି ଛୁରୀ ମୃତ ମହିଳାଙ୍କ ପାଖରେ ଦେଖାଯାଉଛି,

ତେବେ ଆମେ ଆପଣଙ୍କୁ ହିଣ୍ଟ୍ ଦେଇଦେଲୁ ଏବେ ଆପଣ ଅସଲି ହତ୍ୟାକାରୀଙ୍କୁ ଖୋଜିପାରୁଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *