March 2, 2024

Odia Express

News For Public

ରାତାରାତି ବଦଳାଇବାକୁ ଚାହୁଁଛନ୍ତି ନିଜ ଭାଗ୍ୟ , ତେବେ ଆଜି ହିଁ ଆଙ୍ଗୁଠିରେ ପିନ୍ଧନ୍ତୁ ଏହି ଚମତ୍କାରୀ ମୁଦି

ଏହା ସମସ୍ତେ ଜାଣିଛନ୍ତି କି ଆମର ହାତର ରେଖା ଆମର ଭବିଷ୍ୟ ଲୁଚି ରହିଛି, ଓ ଏକ ମନୁଷ୍ୟର ହାତର ରେଖା ଏହା ତୟ କରିଥାଏ କି ଆଗକୁ ଯାଇକରି ତାର ଭାଗ୍ୟ କେଉଁ ଆଡକୁ ବଦଳିବ , ଯଦି ଆଜି ଆମେ ଆପଣଙ୍କୁ କହିବୁ କି ଆମେ ଆପଣଙ୍କ ହାତର ରେଖା ବିଷୟରେ ନୁହେଁ ବରଂ ଆପଣଙ୍କ ଆଙ୍ଗୁଠି ବିଷୟରେ କିଛି ଖାସ୍ କଥା କହିବାକୁ ଚାହୁଁଛୁ ତେବେ ଆପଣ ଭାବିବାକୁ ପଡିଯିବେ , ସେମିତି ଟିକିଏ ଭାବନ୍ତୁ ଆମର ହାତରେ ଆଙ୍ଗୁଠି ନଥିଲେ ତେବେ ଆମ ହାତ କେତେ ଅଧୁରା ଲାଗନ୍ତା, ସେମିତି ଆମ ହାତର ଆଙ୍ଗୁଠି ସବୁଠାରୁ ଅଧିକା ପ୍ରଭାବଶାଳୀ ଆଙ୍ଗୁଠି ହୋଇଥାଏ , ହଁ ଆଜ୍ଞା ଏହି ଏକ ଆଙ୍ଗୁଠି ଜରିଆରେ ଆମେ ନିଜ ପୁରା ଜୀବନ ବଦଳାଇପାରିବା ।

ଏହା ଛଡା ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏମିତି ମାନାଯାଏ କି ଯଦି ଆପଣଙ୍କ ହାତରେ ଆଙ୍ଗୁଠିରେ ଏକ ରୁପାର ଛଲ୍ଲା ପିନ୍ଧିବେ , ତେବେ ଏହା ଆପଣଙ୍କ ପାଇଁ ଗୁଡ୍ ଲକ୍ ହୋଇପାରେ , କିନ୍ତୁ ଏହି ସମୟରେ ଧ୍ୟାନ ରଖିବେ କି ଝିଅଙ୍କୁ ନିଜର ବାମ ହାତରେ ଓ ପୁଅମାନେ ନିଜ ଡାହାଣ ହାତରେ ଏହି ଛଲ୍ଲା ପିନ୍ଧିବେ , କହିଦେବୁ କି ଏଥିରେ ନା କେବଳ ରୋଗରୁ ମୁକ୍ତି ମିଳିଥାଏ, ବରଂ ରାହୁର ଦୁଷ୍ଟପ୍ରଭାବରୁ ମୁକ୍ତି ଦେଇଥାଏ , ଏହା ସହ କହିଦେବୁ କି ଯଦି ଆପଣ ରୁପାରେ ପ୍ଲାଟିନମ୍ ଛଲ୍ଲା ଆଙ୍ଗୁଠିରେ ପିନ୍ଧନ୍ତି ତେବେ ଏହା ସୁର୍ଯ୍ୟଙ୍କ ଠାରୁ ମିଳୁଥିବା ସବୁ ଖରାପ ପ୍ରଭାବକୁ ଶେଷ କରିଦିଏ ।

ଏହା ଛଡା ଏହା ଶୁକ୍ରଙ୍କ ଠାରୁ ମିଳୁଥିବା ନକରାତ୍ମକ ଉର୍ଜାକୁ ଦୁରରେ ରଖିଥାଏ , ଏଥିରେ କୌଣସି ରାୟ ନାହିଁ କି ଗ୍ରହର ଦିଗ ବଦଳାଇଲେ ଧାତୁର ଖାସ୍ ଭୁମିକା ନିଭାଇଥାଏ,  ଏଥିପାଇଁ କୁହାଯାଏ କି ଧାତୁରେ ରୁପାର ଛଲ୍ଲା ଏମିତି ଏକ ଜିନିଷ ହୋଇଥାଏ, ଯାହା ଗ୍ରହକୁ ଶାନ୍ତ କରିବାରେ ସହାୟକ ହୋଇଥାଏ , ବୋଧେ ଏହି କାରଣରୁ ଜ୍ୟୋତିଷ୍ୟରେ ସବୁବେଳେ ରୁପାର କଡା କିମ୍ବା ରୁପାର ଚେନ୍ ପିନ୍ଧିବାକୁ ଉପଦେଶ ଦିଆଯାଏ

Leave a Reply

Your email address will not be published. Required fields are marked *