June 19, 2024

Odia Express

News For Public

କେବେ କୋଟିଏ ଲୋକଙ୍କର ହୃଦୟରେ ରାଜ୍ କରୁଥିଲେ ଏହି କଳାକାର, ଆଜି ହୋଇଯାଇଛନ୍ତି ଏମିତି ଅବସ୍ଥା ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ

ବଲିଉଡ୍ ଲାଇଫ୍ ଏମିତି ଅଛି ଯେଉଁଠି କେଉଁ କଳାକାର ଚମକିଗଲେ ତାର ଜୀବନ କିଛି ସମୟ ମଧ୍ୟରେ ବଦଳିଯାଏ , ସେମିତି କିଛି ଏମିତି ଦେଖାଯାଇଛି କି ବଲିଉଡ୍ ସହ ଯୋଡି ହୋଇଥିବା ନାମିଦାମୀ କଳାକାର ଯିଏ ଗୋଟେ ସମୟରେ କୋଟିଏ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିଲେ କିନ୍ତୁ ଆଜି ଦେଖିଲେ ଲାଗୁଛି କି ସେ ଏବେ ଏହି ଇଣ୍ତଷ୍ଟ୍ରିରୁ ବହୁତ ଦୁରକୁ ଚାଲିଯାଇଛନ୍ତି , କାରଣ ସମସ୍ତଙ୍କ ସହ ଅଲଗା ଅଲଗା ହୋଇଛି, ହଁ ଆଜ୍ଞା ଆମେ କଥା ହେଉଛୁ ଏମିତି ଏକ କଳାକାରଙ୍କର ଯିଏକି ଗୋଟେ ସମୟରେ କୋଟିଏ ଲୋକଙ୍କର ହୃଦୟରେ ରାଜ୍ କରୁଥିଲେ,  ସେମିତି ଆପଣଙ୍କୁ କହିଦେବୁ କି ଭିଲେନ୍ ଅଭିନୟ ବି ବହୁତ ବଢିଆ କରିଛନ୍ତି  କିନ୍ତୁ ସେ ଆଜି ଅଚାନକ ବଲିଉଡ୍ ଜଗତରୁ ଉଭାନ୍ ହୋଇଯାଇଛନ୍ତି,  ଗୋଟେ ସମୟ ଥିଲା ଯେବେ ଏହି ହିରୋ ବହୁତ ହିଟ୍ ଫିଲ୍ମ ଦେଇଥିଲେ,

ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ , ସୈଫ୍ ଅଲ୍ଲୀ ଖାନ୍, କରିସ୍ମା କାପୁର୍ ଓ ମାଧୁରୀ ଦୀକ୍ଷିତଙ୍କ ସହ କାମକରିସାରିଛନ୍ତି, କିନ୍ତୁ ଏବେ ତାଙ୍କ ହାଲତ୍ ଏପରି ହୋଇଯାଇଛି କି ତାଙ୍କୁ କିଏ ବି କାମ ଦେବାକୁ ରାଜି ହୋଇନାହାନ୍ତି । ପ୍ରକୃତରେ ଏହି କଥା ଆମେ କହୁନାହୁଁ ନିଜେ ମୋହନିଶ୍ ବେହେଲ୍ ମିଡିଆ ସହ ସାକ୍ଷାତକାରରେ ଏହି କଥା କହିଥିଲେ , ସେ କହିଲେ କି ନା ହିଁ ମୁଁ ନିଜକୁ ପର୍ଦାରୁ ଦୂରରେ ରହିବାକୁ ଚାହିଁଥିଲି, ବରଂ ଉଦ୍ୟୋଗ ମୋତେ ଦୁରେଇଦେଇଛି, ମୋତେ କେହି ଭଲ କାମ ଦେଉନାହାନ୍ତି , ଯେଉଁଠି ମୁଁ କାମକରିପାରିବି ।

ଆଜି ମୋହନିଶ୍ ଙ୍କୁ ଛୋଟ ଛୋଟ ରୋଲ୍ ପାଇଁ ଚିନ୍ତା କରିବାକୁ ପଡୁଛି, ଯଦି ତାଙ୍କ ଫିଲ୍ମ ବିଷୟରେ କହିବା ତେବେ ସେ ବାଗି, ରାଜା ହିନ୍ଦୁସ୍ଥାନୀ, ଅସ୍ତିତ୍ୱ, ଫୋର୍ସ, ଜୟହୋ ପରି ଫିଲ୍ମରେ ଭଲ ଭୁମିକା ନିଭାଇଥିଲେ,  ସେମିତି ଆପଣଙ୍କୁ କହିଦେବୁ କି ମୋହନିଶ୍ ବେହେଲ୍ ପ୍ରସିଦ୍ଧ ଅଭିନେତ୍ରୀ ନୁତନଙ୍କ ପୁଅ ଅଟନ୍ତି , ଏହାପରେ ଆଜି ବଲିଉଡ୍ ରେ ମୋହନିଶ୍ ଙ୍କୁ କିଏ କାମ ଦେବାକୁ ରାଜି ହେଉନାହାନ୍ତି , ସେମିତି ଥରେ ନୁତନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ବଲିଉଡ୍ ରେ ତାଙ୍କ ପୁଅଙ୍କୁ ଅଣଦେଖା କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *