March 3, 2024

Odia Express

News For Public

ଆଜିର ସବୁଠୁ ମସ୍ତ ଜୋକ୍ସ : ନିଜ ମଦୁଆ ସ୍ୱାମୀକୁ ସୁଧାରିବାପାଇଁ ସ୍ତ୍ରୀ ରାତିକୁ କଳାକପଡା ପିନ୍ଧିକରି ଠିଆ ହୋଇଥିଲା, ଓ ତାପରେ ସ୍ୱାମୀ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ଆଜିକାଲି କର୍ମବ୍ୟସ୍ତତା ଜୀବନରେ ମଣିଷର ମୁଣ୍ତ କାମ କରିବା ବନ୍ଦ କରିଦେଇଛି, ଏମିତିରେ ଟିକିଏ ରିଲାକ୍ସ କରିବାପାଇଁ ହସିବାପାଇଁ ଜରୁରୀ ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ଜୋକ୍ସ ନେଇକରି ଆସିଛୁ , ଏହି ଜୋକ୍ସ ନା କେବଳ ଆପଣଙ୍କ ମସ୍ତିଷ୍କର ଥକାପଣକୁ ଦୁର କରିବ , ବରଂ ଆପଣଙ୍କୁ ପୁରା ରିଲାକ୍ସ କରିଦେବ , ଏହାକୁ ପଢିବାପରେ ଆପଣଙ୍କ ମନ ପୁରା ଫ୍ରେସ୍ ହୋଇଯିବ , ତେବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସଗୁଡିକ ବିଷୟରେ ।

୧) ସନ୍ତା- ଡାକ୍ତର ଚଷମା ଲଗାଇବାପରେ ମୁଁ ପଢିପାରିବି ନା ? ଡାକ୍ତର୍- ହଁ ପଢିପାରିବ, ସାନ୍ତା- ଠିକ୍ ଅଛି ଡାକ୍ତର୍ ସାର୍ ନହେଲେ ତ ଅଶିକ୍ଷିତ ଲୋକ ଜୀବନରେ କିଛି ଜୀବନ ଅଛି କି ?

୨) ଥରେ ସ୍ୱାମୀ ସ୍ତ୍ରୀ ବୁଲୁଥିଲେ । ରାସ୍ତାରେ ଗଧ ମିଳିଲା । ସ୍ତ୍ରୀକୁ ମଜାକ୍ ଲାଗିଲା , ସ୍ତ୍ରୀ-ତୁମର ସଂମ୍ପର୍କୀୟ ଅଛନ୍ତି ନମସ୍କାର କର । ସ୍ୱାମି ବହୁତ କମିନା ଥିଲା , କହିଲା ଶଶୁରଜୀ ନମସ୍ତେ ।

୩) ଶିକ୍ଷକ- ଆରେ ମୁର୍ଖ କେବେ ତ ପଢିନେ , କେବେ କେଉଁ ବହି ଖୋଲିକି ଦେଖିଛୁ ? ସଞ୍ଜୁ- ହଁ ମୁଁ ସବୁଦିନ ଖୋଲେ ଗୋଟେ ବହି । ଶିକ୍ଷକ-କେଉଁ ବହି ? ସଞ୍ଜୁ- ଫେସବୁକ୍ ।

୪) ସ୍ୱାମୀ ସ୍ତ୍ରୀ ପରିବା ମାର୍କେଟ୍ ଗଲେ , ସ୍ତ୍ରୀ- ଶୁଣ ହୋ ଚାରିକିଲୋ ମଟର ନେଇଯିବି କି ? ସ୍ୱାମୀ –ହଁ ନେଇଯା । ସ୍ତ୍ରୀ- ମୁଁ ନେବାକୁ କହୁନଥିଲି, ତୁମେ ଏତେ ମଟରରୁ ଚୋପା ବାହାର କରିପାରିବ ତ ? ଏହା ପଚାରୁଛି।

୫) ପପୁ ଜିଲାପି ବିକ୍ରି କରୁଥିଲା,  କିନ୍ତୁ କହୁଥିଲା,  ଆଳୁ ନେଇଯା, ଆଳୁ ନେଇଯା, ରାସ୍ତାରେ ବାଟୋଇ- କିନ୍ତୁ ଏଇଟା ତ ଜିଲାପି, ପପୁ-ଚୁପ୍ ହେଇଯା , ନହେଲେ ମାଛି ଆସିଯିବେ ।

୬) ଏକ ମହାକଞ୍ଜୁସ୍ ସ୍ୱାମୀ ନିଜ ସ୍ତ୍ରୀ ସହ କେଉଁ ଆଡେ ବୁଲିବାକୁ ଯାଇଥିଲା , ସ୍ତ୍ରୀ-ଶୁଣ ହୋ ମୋତେ ଶୋଷ ଲାଗୁଛି, ପାଣି ବୋତଲଟେ ଆଣିଦିଅନ୍ତି ନି , ସ୍ୱାମୀ-ଦହି କଚୋରୀ ଖାଇବ କି ? ସ୍ତ୍ରୀ- ଆରେ ଏମିତି କୁହନି ମ ମୋର ମୁହଁରୁ ଲାଳ ଆସିଯିବ , ସ୍ୱାମୀ- ଠିକ୍ ଅଛି ସେଥିରୁ ପାଣି ପିଇଦେ , ବୋତଲରେ କଣ ବୁଡିକି ମରିବାର ଅଛି ।

୭) ଏକ ପୁରୁଣା କାର୍ ନିଲାମୀ ହେଉଥିଲା , ବୋଲି ଲାଗିଲା- ୧୫ ଲକ୍ଷ , ୨୦ ଲକ୍ଷ , ୪୦ ଲକ୍ଷ, ପପୁ- ପାଖରେ ଥାଇ- ଏହି ଖଟାରା ଗାଡିକୁ କିଏ ଏତେ ନିଲାମୀ ଡାକୁଛି, ପାଖରେ ଥିବା ବ୍ୟକ୍ତି- ଏହି କାର୍ ର ୨୩ ଟି ଆକ୍ସିଡେଣ୍ଟ ହେଇଛି, ସବୁ ଥର କେବଲ ସ୍ତ୍ରୀ ମରିଥାଏ,  ପପୁ- ଆରେ ବାଃ, ମୋର ନିଲାମୀ ଟଙ୍କା ଏକ କୋଟି ଦେଇଦିଅ ମୋତେ ।

୮) ଜଣେ ବ୍ୟକ୍ତି ପ୍ଲେନରୁ ଓହ୍ଲାଇଲା , ତେବେ କବାଟରେ ଏୟାର୍ ହୋଷ୍ଟେସ୍ କହିଲା, ଆଶା କରୁଛୁ ଫ୍ଲାଇଟ୍ ରେ ଆପଣଙ୍କୁ ଘର ପରି ମାହୋଲ୍ ମିଳିଥିବ । ବ୍ୟକ୍ତି କହିଲା- ବିଲକୁଲ୍ ନୁହଁ , ଘରେ ତ ମୋର କେହି ଶୁଣୁନାହାନ୍ତି , କିନ୍ତୁ ଏଠି ବଟନ୍ ଦବାଇଲେ ଦୁଇ ଚାରି ଜଣ ଆସିଯାଉଛନ୍ତି ।

୯) ସ୍ତ୍ରୀ- ଏତେ ଲେଟ୍ କେମିତି ହେଲା ଆଜି ? ସ୍ୱାମୀ- ସେ କଣ ହୋଇଯାଇଥିଲା ନା ଏକ ବ୍ୟକ୍ତି ୨୦୦୦ ଟଙ୍କା ହଜିଯାଇଥିଲା,  ସ୍ତ୍ରୀ – ଆଚ୍ଛା, ତେବେ ତୁମେ ଖୋଜିବାରେ ସାହାଯ୍ୟ କରୁଥିଲ ? ସ୍ୱାମୀ-ଆରେ ନା , ମୁଁ ସେଇ ନୋଟ୍ ଉପରେ ଠିଆ ହୋଇଥିଲି ।

୧୦) ଆମେରିକାରେ ଆକ୍ସିଡେଣ୍ଟ ହେଲେ ତେବେ ଲୋକେ କହନ୍ତି କି ଓଃ ମାଇଁ ଗଡ୍, ପାକ୍ ରେ ଆକ୍ସିଡେଣ୍ଟ ହେଲେ କହନ୍ତି ୟା ଅଲ୍ଲାହ, ଭାରତରେ ଆକ୍ସିଡେଣ୍ଟ ହେଲେ କହନ୍ତି ଆସିଲା ମଜା, ଆହୁରି ତେଜ୍ ଚଲା ଗାଡି ।

୧୧) ପ୍ରେମୀ- ମୋତେ ଆଜି ପର୍ଯ୍ୟନ୍ତ ବୁଝାପଡିଲାନି କି ଝିଅମାନେ ଏତେ ଫ୍ୟାସନ୍ କଣପାଇଁ କରନ୍ତି , ପ୍ରେମିକା- କହିଲା- ଆରେ ବୁଦ୍ଧୁ, ଏତେ ବି ଜାଣିନ , ଜାଲ ଯେତେ ଅଧିକା ସୁନ୍ଦର ହୋଇଥାଏ, ପକ୍ଷୀ ସେତେ ଅଧିକା ଫସିଥାନ୍ତି , ପ୍ରେମୀ ବେହୋସ୍ ।

୧୨) ପପୁ- ତୁମେ ଚାହା ପିଇବାପାଇଁ କେଉଁ କାମ କରିପାରିବ , ଗପୁ- ଥରେ ମୁଁ ଗୋଟେ ଝିଅ ଦେଖିବାକୁ ଚାଲିଗଲି,

୧୩) ଜଣେ  ଅଙ୍କଲ୍ ଏକ ଛୁଆକୁ ପଚାରିଲେ – ପାଠପଢା କେମିତି ଚାଳୁଛିରେ ପୁଅ, ଛୁଆ କହିଲା- ଅଙ୍କଲ୍ ସମୁଦ୍ର ଯେତେ ସିଲାବସ୍ ଅଛି, ନଦୀ ପରି ପଢିପାରୁଛି, ବାଲଟି ଭରା ମନେ ରହୁଛି, ଗିଲାସ ଭରା ଲେଖିପାରୁଛି, ଚୁଲ୍ଲୁ ଭରା ନମ୍ବର ଆସୁଛି, ସେଥିରେ ବୁଡିକରି ମରିଯାଉଛୁ ।

୧୪) ସ୍ତ୍ରୀ ନିଜ ମଦୁଆ ସ୍ୱାମୀକୁ ସୁଧାରିବାପାଇଁ ରାତିକୁ କଳା କପଡା ପିନ୍ଧିକଇର୍ ଠିଆ ହୋଇଗଲା,  ସ୍ୱାମୀ-ତୁମେ କିଏ ? ସ୍ତ୍ରୀ-ରାକ୍ଷାଶୁଣୀ, ସ୍ୱାମୀ- ଚାଲ୍ ହଟ୍, ମୁଁ ତୋର ଭଉଣୀର ସ୍ୱାମୀ

Leave a Reply

Your email address will not be published. Required fields are marked *