March 3, 2024

Odia Express

News For Public

ଏହି କାରଣରୁ ମା ଲକ୍ଷ୍ମୀଜୀ ବିଷ୍ଣୁଙ୍କ ପାଦ ଦବାଇଥାନ୍ତି – ଜାଣନ୍ତୁ ଏହାର୍ କାରଣ…

ଏହି ଦୁନିଆଁରେ ସବୁ ବ୍ୟକ୍ତି ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହଁନ୍ତି, ମା ଲକ୍ଷ୍ମୀଜୀଙ୍କ ପୁଜା କେବଳ ମନ୍ଦିରରେ କରାଯାଏ ନାହିଁ ବରଂ ମାତା ଲକ୍ଷ୍ମୀଙ୍କର ପୁଜା ସବୁ ଘରେ ହୋଇଥାଏ,  ଏମିତି ମାନାଯାଏ କି ମାତା ଲକ୍ଷ୍ମୀଙ୍କର ପୁଜା କଲେ ତାଙ୍କର ଆଶିର୍ବାଦ ମିଳିଥାଏ , ଓ ଘର୍ ପରିବାରର ସୁଖ ସମୃଦ୍ଦି ହୋଇଥାଏ , ଏଥିପାଇଁ ସବୁ ଭକ୍ତ ମା ଲକ୍ଷ୍ମୀ ଜୀଙ୍କୁ ପ୍ରସନ୍ନ କରିବାପାଇଁ ଲାଗିଥାନ୍ତି , ତାଙ୍କର ପୁଜା ଆରାଧନା କରିଥାନ୍ତି , ଯେବେ ଦୀପାବଳଈ ସମୟ ଆସିଥାଏ ,ତେବେ ମା ଲକ୍ଷ୍ମୀଙ୍କୁ ଖାସ୍ ପୁଜା କରାଯାଏ । ଆପଣ ସବୁ ଲୋକ ମା ଲକ୍ଷ୍ମୀଜୀ ପୁଜା ଅବଶ୍ୟ କରୁଥିବେ , ଓ ନିଜ ଘର ପରିବାର  ସୁଖ ସମୃଦ୍ଧି କାମନା ଅବଶ୍ୟ କରନ୍ତି କିନ୍ତୁ ନିଜ ଏହି କଥାରେ ନଜର ପକାଇଥିବେ କି ମା ଲକ୍ଷ୍ମୀଜୀ ଏତେ ପୁଜନୀୟଙ୍କ ଅଟେ ତାଙ୍କ ସମ୍ମାନ ଦିଆଯାଏ ମା ଲକ୍ଷ୍ମୀଙ୍କ ଫଟୋରେ ଦେଖିଲେ ତାଙ୍କ ମଧ୍ୟରେ  ଏହି ଭଗବାନ ବିଷ୍ଣୁ ଙ୍କ ସହ ରୁହନ୍ତି, ଓ ସବୁବେଳେ ତାଙ୍କ ପାଦ ପାଖରେ ବସନ୍ତି

କେବେ ଆପଣ ଏଇକଥାକୁ ବିଚାର୍ କରିଛନ୍ତି ସେ କଣ କାରାଣ ହୋଇପାରେ ,କିମ୍ବା ସ୍ତ୍ରୀ ଧର୍ମଯୋଗୁଁ ସେ ସ୍ୱାମୀଙ୍କ ପାଦ ଦବାଇଥାନ୍ତି ,ଏଥିପାଇଁ ଆପଣ ନଜର କରିନଥିବେ , କିନ୍ତୁ କହିଦେବୁ କି ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣରେ ଏମିତି ବସିନାହାନ୍ତି , ଏହାର୍ ପଛରେ ଏକ କାରାଣ ଅଛି, ଏହା ସହ ଯୋଡି ହୋଇଥିବା ଏକ କଥା ଅଛି, ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଏହି କଥା ମା ଲକ୍ଷ୍ମୀ ନାରଦମୁନୀଙ୍କୁ ଶୁଣାଇଥିଲେ , ନାରଦମୁନି ସବୁ କଥା ଜାଣିବାପାଇଁ ବହୁତ ଉତ୍ସୁକ ଥିଲେ , ଏହି କଥାର ସୁଚନା ଆପଣ ସମସ୍ତେ ଜାଣିଥିବେ କି ତାଙ୍କ ଏଇ ଉତ୍ସୁକ କାରାଣରୁ ସେ ମା ଲକ୍ଷ୍ମିଙ୍କୁ ପଚାରିଲେ କି ଭଗବାନ ବିଷ୍ଣୁଙ୍କ ଚରଣକୁ କଣପାଇଁ ଦବାଇଥାନ୍ତି , ନାରଦମୁନିଙ୍କ ଏହି ପ୍ରଶ୍ନ ଶୁଣି ମା ଲକ୍ଷ୍ମୀ ସହଜତାରେ ନାରଦମୁନିକୁ କହିଲେ କି ମନୁଷ୍ୟରୁ ନେଇକରି ଦେବ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରହ ଭଲ ଓ ଖରାପ ପ୍ରକାରରେ ପ୍ରବାହିତକରିଥାଏ,  ତାଙ୍କ ଶ୍ରୀହରୀଙ୍କ ପାଦ ଦବାଇଲେ ଏହି ଗ୍ରହର ଖରାପ ପ୍ରଭାବ ସମାପ୍ତ ହୋଇଯାଏ , ଏଥିପାଇଁ ସେ ସବୁବେଳେ ନିଜ ଶ୍ରୀହରୀଙ୍କ ଚରଣରେ ବସିଥାନ୍ତି , ଓତାଙ୍କ ପାଦ ଦବାଇଥାନ୍ତି । ଏକ ସ୍ତ୍ରୀ ହାତରେ ଦେବତାଙ୍କ ପରମ ଗୁରୁ ବୃହସ୍ପତି ନିବାସ୍ କରିଥାନ୍ତି , ସେହି ପୁରୁଷଙ୍କ ପାଦରେ ଦୈତ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ବାସ ହୋଇଥାଏ, ଏମିତିରେ ଯଦି ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଦ ଦବାନ୍ତି , ତେବେ ଗ୍ରହର ଦୁପ୍ରଭାବରୁ ବଞ୍ଚିବାପାଇଁ ଧନର ଯୋଗ ହୋଇଥାଏ

Leave a Reply

Your email address will not be published. Required fields are marked *