June 20, 2024

Odia Express

Here, There and Everywhere

ଯଦି ଆପଣ କିମ୍ବା ଆପଣଙ୍କ କେହି ବନ୍ଧୁ ଅଛନ୍ତି କନ୍ୟା ରାଶିର, ତେବେ ଜାଣିନିଅନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା

ଆପଣ ଜୀବନରେ ବହୁତ ସାରା ଲୋକ ଦେଖା କରିଥାନ୍ତି , ଏଥିରେ କିଛିଙ୍କୁ ଟିକିଏ ସମୟ ପାଇଁ ମନେ ରଖିଥାନ୍ତି , କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କୁ ଦେଖା କରିବାପରେ ଆମେ ଭୁଲିବା ମୁସକିଲ୍ ହୋଇଯାଏ , ଏହି ଲୋକ ସହଜରେ ମନକୁ ଜିତି ନିଅନ୍ତି, ସହଜ ଶବ୍ଦରେ କହିଲେ ଆମର ଫେବରାଇଟ୍ ହୋଇଯାଆନ୍ତି , ପ୍ରଥମ ସାକ୍ଷାତରେ ସାମ୍ନା ବାଲାର ହୃଦୟରେ ବସିଯିବାର ଗୁଣ ସମସ୍ତଙ୍କ ମଧ୍ୟରେ ହୋଇନଥାଏ,  ଏହି ଗୁଣ କେବଳ କିଛି ଲୋକଙ୍କ ମଧ୍ୟରେ ବିଦ୍ୟମାନ ହୋଇଥାଏ , କନ୍ୟା ରାଶିର ଜାତକ ବି ଏହି ଶ୍ରେଣୀରେ ଆସିଥାଏ,  ଜ୍ୟୋତିଷ୍ୟଶାସ୍ତ୍ରରେ ୧୨ ଟିରାଶି ବିଷୟରେ କୁହାଯାଇଛି, ଏହି ସବୁ ରାଶିରୁ କନ୍ୟା ରାଶିର ବାଲାଙ୍କ ସବୁଠାରୁ ଅଧିକା ମିଳାମିଶା ପ୍ରବୃତିର ଲୋକ ହୋଇଥାନ୍ତି , ଆସନ୍ତୁ ଜାଣିବା କିଛି ଖାସ୍ କଥା ଏହି ରାଶିର ବିଷୟରେ ।

୧) ଯେମିତି ଆମେ କହିଛୁ କି ଏହି ରାଶିର ଲୋକଙ୍କୁ ମିଳାମିଶା ବହୁତ ପସନ୍ଦ ହୋଇଥାଏ , ଏମାନେ ବଡ ବ୍ୟବହାରୀ ଟାଇପ୍ ର ହୋଇଥାନ୍ତି , ଚିହ୍ନାପରିଚିତ ବାଲା ହେଉ କିମ୍ବା କେଉଁ ଅଜଣା ସମସ୍ତଙ୍କ ସହ ଭଲରେ ମିଶନ୍ତି , ଓ ତାଙ୍କୁ ଘଣ୍ଟା ଘଣ୍ଟା ଯାଏଁ କଥାବାର୍ତ୍ତା କରନ୍ତି ,

୨) ଅଧିକା କଥାବାର୍ତ୍ତା ପ୍ରିୟ ହୋଇଥାନ୍ତି , ସେମାନଙ୍କୁ କଥାବାର୍ତ୍ତା କରିବାର ବହୁତ ସଉକ ଥାଏ, ଏହି କାରଣରୁ ସବୁ ଲୋକଙ୍କୁ ଏକ କମ୍ ସମୟ ମଧ୍ୟରେ ସଂମ୍ପର୍କ ସ୍ଥାପନ୍ କରିବସନ୍ତି , ମଜାଦାର୍ କଥା କି ଏହି ଲୋକଙ୍କୁ ତାଙ୍କ କଥା ଶୁଣିବାକୁ ଭଲ ଲାଗେ ।

୩) ଏମାନଙ୍କ ବନ୍ଧୁତା ସଚ୍ଚା ଓ ପକ୍କା ହୋଇଥାଏ , ଏମାନେ ଥରେ ଯାହାଙ୍କୁ ବନ୍ଧୁ କରିଥାନ୍ତି ତାଙ୍କ ସାଥି ଜୀବନସାରା ଛାଡନ୍ତି ନାହିଁ,  ଏମାନେ ସାଙ୍ଗର ସାହାଯ୍ୟ ସବୁ ଦମରେ ପ୍ରସ୍ତୁତ ରୁହନ୍ତି , ସୁଖ ହେଉ କିମ୍ବା ଦୁଃଖ ତାଙ୍କ ସାଥି କେବେ ଛାଡନ୍ତି ନାହିଁ ।

୪) ଏମାନଙ୍କ ମଧ୍ୟରେ ଦୟା ଭାବନା ଭରିରହିଥାଏ,  ଏମାନେ କେଉଁ ବି ବ୍ୟକ୍ତିକୁ ସାହାଯ୍ୟ କରିବାପାଇଁ କହିପାରନ୍ତି ନାହିଁ , ଅନ୍ୟଙ୍କ ଦୁଃଖ ଓ କଷ୍ଟ ଦେଖିଲେ ଭାବୁକ ହୋଇଯାଆନ୍ତି ।

୫) ଭଲ ବ୍ୟବହାର କାରାଣରୁ ଏହି ଲୋକ ନିଜ ଅଫିସ୍ କିମ୍ବା ଷ୍ଟାଫ୍ କିମ୍ବା ଫ୍ରେଣ୍ତସର୍କଲରେ ବହୁତ ଲୋକପ୍ରିୟ ହୋତିହାନ୍ତି , ଯେବେ ବି କେଉଁ ଉତ୍ସବ ହେଉ କେଉଁ ଯାଗାକୁ ଯିବାର ଥିବ କନ୍ୟା ରାଶିର ଲୋକଙ୍କୁ ମନେ କରିଥାନ୍ତି ।

୬) ଏମାନଙ୍କୁ ଇମାନଦାରୀରେ କାମ୍ କରିବା ପସନ୍ଦ ହୋଇଥାଏ, ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ , ବରଂ କିଏ ବେଇମାନ କରିଲେ ତାଙ୍କୁ କହିଦିଅନ୍ତି ।

୭) ଏମାନଙ୍କୁ ରାଗ ବହୁତ ଜଲଦି ଆସିଯାଏ , ଯେବେ ସେମାନେ ନାରାଜ୍ ହୋଇଥାନ୍ତି , ତେବେ ବହୁତ ଜୋର୍ ଜୋର୍ ରେ କଥା କୁହନ୍ତି  ଓ ଚିଲ୍ଲାଇଥାନ୍ତି , କିଛି ସମୟ ପରେ କିନ୍ତୁ ନର୍ମାଲ୍ ହୋଇଯାଆନ୍ତି ।

୮) ଏମାନେ ଅନ୍ୟଙ୍କୁ ସହଜରେ କ୍ଷମା କରିଦିଅନ୍ତି , ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ,  ଏମାନେ ଅନ୍ୟଙ୍କ ସହ ଏବେ ମନ ମୁତାବ ସହ ରହିପାରନ୍ତିନାହିଁ ।

୯) ଏହି ଲୋକ ଭାଗ୍ୟର ଧନୀ ହୋଇଥାନ୍ତି , ଏମାନଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସାଥ୍ ଦେଇଥାଏ,  ଏମାନଙ୍କୁ ବିନାକିଛି ଖାସ୍ ପରିଶ୍ରମ୍ ଅ କରି ସବୁ କିଛି ମିଳିଯାଏ ।

୧୦) ଭଗବାନଙ୍କ ଉପରେ ଏହି ରାଶିର ଲୋକଙ୍କ ଗଭୀର ଆସ୍ଥା ଅଛି, ଏମାନେ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି , କିଛି ଖରାପ ହେଲେ ଭଗବାନଙ୍କୁ ବିଶ୍ୱାସ କରନ୍ତି କି ଭଗବାନ ସବୁ ଠିକ୍ କରିଦେବେ

Leave a Reply

Your email address will not be published. Required fields are marked *