February 23, 2024

Odia Express

News For Public

୯୦୦ ବର୍ଷ ପରେ ହେଉଛି ଏହି ବଡ ସଂଯୋଗ , ବୁଧ ଗ୍ରହ ଓ ଗଣେଷଜୀ ମିଶିକରି ଚମକାଇବେ ଏହି ରାଶିଗୁଡିକର ଭାଗ୍ୟ

ହିନ୍ଦୁ ଧର୍ମରେ ବହୁତଥର୍ ଜ୍ୟୋତିଷ୍ୟ ଶାସ୍ତ୍ରର ବଡ ଖାସ୍ ମହତ୍ତ୍ୱ ଦିଆଯାଏ , ଏହି ଜ୍ୟୋତିଷ୍ୟ ବିଦ୍ୟାରେ ଆମେ କେଉଁ ବ୍ୟକ୍ତିର ଭୁତ , ବର୍ତ୍ତମାନ , ଓ ଭବିଷ୍ୟ ବିଷୟରେ କହିପାରିବେ , ଏମିତି କୁହାଯାଉଛି କି ଜ୍ୟୋତିଷ୍ୟ ଶାସ୍ତ୍ରରେ ବର୍ଣ୍ଣିତ ପ୍ରାୟ ୧୨ ଟି ରାଶିର୍ ସଂବନ୍ଧ ଆକାଶଗଙ୍ଗାରେ ମହଜୁଦ୍ କେଉଁ ନା କେଉଁ ଗ୍ରହ ନକ୍ଷତ୍ର ସହ ହୋଇଥାଏ , ଯେବେ ଗ୍ରହ ନିଜ ସ୍ଥିତି ପରିବର୍ତ୍ତନ କରିଥାଏ, ତେବେ ଏହାର ଭଲ କିମ୍ବା ଖରାପ ପ୍ରଭାବ ଏହି ରାଶିଗୁଡିକ ଉପରେ ପଡିଥାଏ, ଏମିତିରେ ୯୦୦ ବର୍ଷ ପରେ ବୁଧ ଗ୍ରହ ଏକ ଖାସ୍ ପୋଜିସନରେ ଆସୁଛନ୍ତି,  ଏମିତିରେ ୫ ନଭେମ୍ବରରୁ କିଛି ବିଶେଷ ରାଶିର ଜାତକରେ ଭାଗ୍ୟ ପୁରା ଭାବେ ପଲଟି ଯିବ , ବୁଧ ଗ୍ରହରେ ଗଣେଷଙ୍କ କଣ୍ଟ୍ରୋଲ୍ ହୋଇଥାଏ , ଏଥିପାଇଁ ଯେଉଁ ରାଶିର ଫାଈଦା ମିଳିବ , ତାଙ୍କୁ ଗଣେଷଙ୍କ ଅସୀମ କୃପା ମିଳିପାରିବ , ଏମିତିରେ ଆପଣମାନଙ୍କୁ ଡବଲ୍ ଫାଈଦା ମିଳିପାରିବ , ତେବେ ଆସନ୍ତୁ ବିନା କେଉଁ ଡେରିକରି ଜଣାଇବୁ କେଉଁ କେଉଁ ରାଶିଙ୍କୁ ଫାଈଦା ମିଳିବ ।

୯୦୦ ବର୍ଷ ପରେ ହେଉଥିବା ଏହି ସଂଯୋଗରୁ ଆପଣଙ୍କ ଭାଗ୍ୟର ସହ ବହୁତ ଫାଇଦା ପ୍ରାପ୍ତି ହେବ , ଆପଣ ଯେତେ ବି ପୁରୁଣା କାର୍ଯ୍ୟ ଅଟକି ପଡିଛି, ତେବେ ତାହା ୫ ନଭେମ୍ବରରୁ ଫଟାଫଟ ହେବାକୁ ଲାଗିବ , ଏତିକି ନୁହେଁ ଯଦି ଆପଣଙ୍କୁ କେଉଁ ନୁଆ କାମ ଓ ମହତ୍ତ୍ୱପୁର୍ଣ୍ଣ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ତାହାକୁ ୫ ନଭେମ୍ବରରୁ ଆରମ୍ଭ କରିଦିଅନ୍ତୁ , ଏହା ଆପଣଙ୍କୁ ବିନା କେଉଁ ଚିନ୍ତାରେ ସହଜରେ ହୋଇଯିବ, ଏହା ସହ ଧନର କ୍ଷେତ୍ରରେ ଲାଭ ହେବାର ଆସାର ଅଛି, ଯଦି ଆପଣ କେଉଁଠି ଧନ ନିବେଶ କରୁଛନ୍ତି , ତେବେ ସମୟ ଭଲ ଅଛି, ତାହା ସହ ଧନରଅଭାବ ଦୁର ହୋଇଯିବ । ଚାକିରି ସଂବନ୍ଧରେ କଥା କହିଲେ କିଛି ବଛାବଛା ରାଶି ଜାତକରେ ଜଲଦି ହିଁ ଭଲ ଚାକିରି ମିଳିଯିବ , ସେମିତି ଯେଉଁ ଲୋକ ପୁର୍ବରୁ ଚାକିରି କରୁଛନ୍ତି , ତାଙ୍କୁ ବଡ କମ୍ପାନୀରେ ଯିବାକୁ ହେଲେ ୫ ନଭେମ୍ବରକୁ ମିଳିଯିବ,  ବିଜନେସ୍ ଆରମ୍ଭ କରୁଥିବା ଇଚ୍ଛୁକ ଲୋକଙ୍କ ପାଇଁଂ ସମୟ ଭଲ ରହିବ , କେଉଁ ନୁଆ ବିଜନେସ୍ ଆରମ୍ଭ କରିବାକୁ ହେଲେ ଭାବନ୍ତୁ ନାହିଁଂ , ଯଦି ଆପଣଙ୍କ କେଉଁ ବେପାର ଅଛି ,,ତେବେ ତାକୁ ଆହୁରି ବଢାଇଦିଅନ୍ତୁ , ଏହି ପ୍ରକାରର ଆପଣଙ୍କୁ ଏହାର ଲାଭ ମିଳିଯିବ ।

ଚାଲନ୍ତୁ ଏବେ ଆପଣଙ୍କୁ କହିବୁ ୯୦୦ ବର୍ଷ ପରେ ଏଇ ସଂଯୋଗରୁ କେଉଁ କେଉଁ ରାଶି ଲାଭାନ୍ୱିତ ହେବେ , ସେହି ରାଶିଗୁଡିକ ହେଲା ମେଷ,ସିଂହ, ମକର, ବିଛା, କୁମ୍ଭ , ଏଇ ପାଞ୍ଚଟି ରାଶିରେ ବୁଧ ଗ୍ରହର୍ ପରିବର୍ତ୍ତନ ହେତୁ ଅଧିକା ଲାଭବାନ ହେବେ , ଯଦି ଆପଣ ଏହି ରାଶିର ଜାତକ ଅଟନ୍ତି , ତେବେ ଉପରେ ଦିଆଯାଇଥିବା ଟିପ୍ସ ର ଲାଭ ଉଠାନ୍ତୁ , ତାହା ସହ ଗଣେଷଙ୍କ ଭକ୍ତିରେ କୌଣସି କମି ଆଣିବାକୁ ଦିଅନ୍ତୁ ନାହିଁ ,ବୁଧବାଅ ଦିନ ଗଣେଷଙ୍କ ମନ୍ଦିର ଯାଆନ୍ତୁ, ଓ ପ୍ରସାଦ ଚଢାନ୍ତୁ , ଯଦି ହୋଇପାରିବ ଗଣପତି ବାପ୍ପାଙ୍କ ନାଁରେ ବ୍ରତ ବି ରଖନ୍ତୁ ।

Leave a Reply

Your email address will not be published. Required fields are marked *