February 28, 2024

Odia Express

News For Public

ଜୀବନରେ ଆତ୍ମବିଶ୍ୱାସ ଓ ସଫଳତା ଦେବାପାଇଁ ସାହାଯ୍ୟ କରିବ ଏହି ୪୦ ଟି ମୋଟିଭେସନାଲ୍ କୋଟେସନ୍ , ପିଲାଠାରୁ ବୁଢା ଯାଏ ସମସ୍ତେ ଥରେ ନିଶ୍ଚିତ ପଢିନିୟନ୍ତୁ

ଜୀବନରେ ସମସ୍ତେ ସଫଳତା ପାଇବାକୁ ଇଚ୍ଛା କରନ୍ତି , କାହାକୁ କମ୍ ବୟସରେ ସଫଳତା ମିଳିଯାଏ , ତେବେ କାହାକୁ ଲମ୍ବାସମୟରୁ ସଫଳତା ମିଳିପାରେ ନାହିଁ , ଏତିକି ନୁହେଁ କାହାକୁ ତ ସଫଳତା ପାଇବାକୁ ହେଲେ ପୁରା ଜୀବନ ଅତିବାହିତ କରିଦେବାକୁ ପଡେ,  ଏହି ଲୋକକଥା ତ ଶୁଣିଥିବେ କି ପରିଶ୍ରମ କରୁଥିବା ଲୋକଙ୍କୁ ବିଳମ୍ବରେ ହେଲେ ବି ସଫଳତା ମିଳିଥାଏ,  କିନ୍ତୁ ଅସଫଳ ହେବାର ଡର ଆମେ ଆଶା ତ ହରାଇପାରିବାନାହିଁ , ସବୁ ସଫଳ ବ୍ୟକ୍ତି ପଛରେ ଅସଫଳତାର କିଛି ନା କିଛି କାହାଣୀ ନିଶ୍ଚିତ ଥାଏ,  ସେମିତି ସଫଳତାର ରାସ୍ତା ଟିକିଏ କଠିନ ହୋଇଥିବ , କିନ୍ତୁ ତାର ଗନ୍ତବ୍ୟ ସ୍ଥଳ ସେତେ ମିଠା ହୋଇଥାଏ , ଏମିତିରେ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଏମିତି ୪୦ ଟି ମୋଟିଭେସନାଲ୍ କୋଟ୍ସ ନେଇକରି ଆସିଛୁ, ଯାହାକି ଆପଣଙ୍କୁ ଆତ୍ମବିଶ୍ୱାସ ଭରା ହୋଇଯିବ , ଏହି କୋଟ୍ସକୁ ପଢିକରି ଆପଣ ଜୀବନରେ ଆଗକୁ ବଢିବାରେ ପ୍ରେରଣା ପାଇପାରିବେ ।

ଜୀବନରେ ସଫଳତା ପାଇବା ପାଇଁ ମୋଟିଭେସନାଲ୍ କୋଟ୍ସ –

୧) ସଫଳତା ଗୋଟେ ଦିନରେ ମିଳେ ନାହିଁ କିନ୍ତୁ ଯଦି ଦୃଢ ନିଶ୍ଚିତ କରିନେବେ ଦିନେ ନା ଦିନେ ନିଶ୍ଚିତ ମିଳିଥାଏ ।

୨) ଯେଉଁ ଜିନିଷକୁ ଆପଣ ଚାହୁଁଛନ୍ତି , ସେଥିରେ ଅସଫଳ ହେବା , ଯେଉଁ ଜିନିଷ ଆପଣ ଚାହୁଁନାହାନ୍ତି ସେଥିରେ ସଫଳ ହେବା ଅଧିକା ଭଲ ଅଟେ ।

୩) ସଫଳତା ପାଇଁ କରାଯାଇଥିବା ସଂକଳ୍ପ କେଉଁ ଅନ୍ୟ ସଂକଳ୍ପରୁ ଅଧିକା ମହତ୍ତ୍ୱ ରଖିଥାଏ ,

୪) ଏକ ସଫଳ ବ୍ୟକ୍ତି ସେ ହୋଇଥାଏ , ଯିଏ ଅନ୍ୟଙ୍କ ଦ୍ୱାରା ନିଜ ଉପରେ ପକାଇଯାଇଥିବା ଆରୋପରୁ ନିଜକୁ ଆହୁରି ମଜବୁତ୍ କରିପାରିବ ।

୫) ସଫଳତା ଏକ ଫର୍ମୁଲା ଯାହାକି ସହଜ ହୋଇଥାଏ, ଯାହା ନିଜ ପାଇଁ ସର୍ବୋତ୍ତମ କରିବାକୁ ଚେଷ୍ଟା କରନ୍ତୁ ।

୬) ଯଦି ଆପଣ ସଫଳତା ଚାହୁଁଛନ୍ତି ତେବେ ଏହାକୁ ଆପଣ ନିଜର ଲକ୍ଷ୍ୟ ବନାନ୍ତୁ, କେବଳ ତାହା ହିଁ କରନ୍ତୁ ଯାହା ଆପଣଙ୍କୁ ଭଲ ଲାଗୁଛି, ଓ ଯେଉଁଥିରେ ଆପଣଙ୍କ ବିଶ୍ୱାସ ଅଛି , ସଫଳତା ନିଜେ ଆପଣଙ୍କ ପାଖକୁ ଚାଲି ଆସିବ ।

୭) ମୋତେ ସଫଳତାର ମନ୍ତ୍ର ଜଣାନାହିଁ , କିନ୍ତୁ ସମସ୍ତଙ୍କୁ ଖୁସ୍ କରିବା ପ୍ରୟାସ କରିବା ହିଁ ଅସଫଳତାର ମନ୍ତ୍ର ଅଟେ ।

୮) ସଫଳ ହେବାପାଇଁ ସଫଳତାର ଇଚ୍ଛା, ଅସଫଳତାର ଭୟରୁ ଅଧିକା ହେବା ଦରକାର ।

୯) ଜୀବନରେ ବାରମ୍ବାର ଅସଫଳ ହେବା ବଡ ସଫଳତାର ଚିହ୍ନ ହୋଇଥାଏ ।

୧୦) ସଫଳତା ପୁର୍ବରୁ କରାଯାଇଥିବା ପ୍ରସ୍ତୁତି ଉପରେ ନିର୍ଭର ହୋଇଥାଏ, ବିନା ପ୍ରସ୍ତୁତିରେ ଅସଫଳତା ନିଶ୍ଚିତ ମିଳିଥାଏ

୧୧) ଆପଣ ସଫଳତାର ସିଢି ଅସଫଳତାର କପଡା ପିନ୍ଧିକରି ଚଢିପାରିବେ ନାହିଁ ।

୧୨) ଅଧିକାଂଶ ମହାନ୍ ଲୋକ ନିଜ ସବୁଠାରୁ ବଡ ସଫଳତା ନିଜ ସବୁଠାରୁ ବିଫଲତା ରୁ ଏକ ପାଦ ଆଗକୁ ହାସିଲ୍ କରିଛନ୍ତି ।

୧୩) ଅସଫଳତାର ମୁଳ ମତଲବ ନୁହେଁ କି ଆପଣ ଅସଫଳ ହୋଇଛନ୍ତି , ଏହାର ମତଲବ କି ଆପଣ ଏବେ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି ।

୧୪) କେଉଁ କାମରୁ ତୁରନ୍ତ ସଫଳତା ମିଳିବାର ଖାଲି ଗୋଟେ ସମସ୍ୟା ଅଛି, ସେ ଅସଫଳତା କୁ କିପରି ନିପଟାଇପାରିବେ ସିଖାଇନଥାଏ ।

୧୫) ଏକ ମିନିଟ୍ ର ସଫଳତା ବର୍ଷର ଅସଫଳତାର ଦାମ୍ ଦେଖାଇଦେଇଥାଏ ।

ଛାତ୍ରଙ୍କ ପାଇଁ ମୋଟିଭେସନାଲ୍ କୋଟ୍ସ –

୧) ଅଧିକା ସଫଳତା, ଅସଫଳତାର ରାସ୍ତାରୁ ହିଁ ହୋଇଥାଏ ।

୨) ସଫଳ ହେବାର ମତଲବ ଆମର ପାଖରେ ଯାହା ଅଛି , ସେଥିରେ ଆମେ ଯାହା ବେଷ୍ଟ କରିପାରିବା ତାହା ହିଁ କରିବା ଉଚିତ୍ ।

୩) ସଫଳତା ଖୁସିର ଚାବିକାଠି ନୁହେଁ , ଖୁସିରେ ସଫଳତା ଚାବିକାଠି ହୋଇଥାଏ , ଯଦି ଆପଣ ଯାହା କରୁଛନ୍ତି , ସେଥିରେ ଅଧିକା ଭଲ ପାଇବା ଅଛି , ତେବେ ନିଶ୍ଚିତ ସଫଳ ହେବେ ।

୪) ଯିଏ ଅପେକ୍ଷା କରିଥାନ୍ତି , ତାଙ୍କ ପାଖକୁ ଯେ କୌଣସି ଜିନିଷ ପହଞ୍ଚାଯାଇପାରିବ,  କିନ୍ତୁ ସେହି ଜିନିଷ ଯିଏ ସଂଘର୍ଷ କରିବା ବାଲା ଛାଡିଦିଅନ୍ତି ।

୫) ଯେତେ କଠିନ ସଂଘର୍ଷ ହେବ , ସଫଳତା ସେତିକି ଶାନଦାର୍ ରହିବ ।

୬) ଯେବେ ଆକାଂକ୍ଷ୍ୟା ବନାଇନେଇଛନ୍ତି ଉଚ୍ଚ ଭାବନାକୁ , ତେବେ ଉଚ୍ଚତା ଦେଖିବା ବେକାର୍ ଅଟେ, ଆକାଶର ।

୭) ଯାହା ବିଶ୍ୱାସ ରଖିଥାନ୍ତି ନିଜ ଦମରେ କରିଦେଖାଇବାର , ସେମାନେ ହିଁ ପହଞ୍ଚିପାରନ୍ତି ନିଜ ଲକ୍ଷ୍ୟ ସ୍ଥଳକୁ ।

୮) ସଫଳତା ଯେତେ ଆବାଜ୍ କରୁ , ପରିଶ୍ରମକୁ ଚୁପ୍ ଚାପ୍ କରିବା ଉଚିତ୍ ।

୯) ଚିହ୍ନା ପରିଚିତଙ୍କ ଠାରୁ କାମ ପାଇବା ସହଜ ହୋଇଥାଏ,  କିନ୍ତୁ ସଫଳାତା ନିଜ ପରିଶ୍ରମରୁ ହାସିଲ୍ କରିବାକୁ ପଡେ ,

୧୦) ଯାହା ସହଜରେ ମିଳିଯାଇଥାଏ,  ତାହା ସବୁବେଳେ ରହେନାହିଁ , ଓ ଯିଏ ସବୁଦିନ ପାଇଁ ରହିଥାଏ , ତାହା ସହଜରେ ମିଳେ ନାହିଁ ।

୧୧) ଜିତିବାର ମଜା ତେବେ ଆସିଥାଏ , ଯେବେ ଲୋକ ନିଜ ହାରିବାର୍ ଅପେକ୍ଷା କରିଥାନ୍ତି ।

୧୨) ଯେଉଁ ପ୍ରକାରର ଅସଫଳତା ସବୁବେଲେ ମିଳେନାହିଁ , ସେହି ପ୍ରକାର ସଫଳତା ବି ସବୁଦିନ ପାଇଁ ମିଳେ ନାହିଁ,  ଏଥିପାଇଁ ସଫଳତା ଉପରେ ଗର୍ବ କରିବା ଉଚିତ୍ ନୁହେଁ

୧୩) ଏକ ସଫଳ ବ୍ୟକ୍ତି ସେ ହୋଇଥାଏ , ଯିଏ ଭାଙ୍ଗିଯାଇଥିବା ଜିନିଷକୁ ଗଢିବା, ଓ ରୁଷିଯାଇଥିବା ବ୍ୟକ୍ତିକୁ ମନାଇବାର ଦମ୍  ରଖିଥିବ ।

୧୪) ଜୀବନରେ ସଫଳତାର ରହସ୍ୟ ଆସୁଥିବା ସମୟ ପାଇଁ ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ ।

୧୫) ଯେଉଁ ମଣିଷର ସଫଳତା ପାଇବାର ଆଶା ଓ ଆତ୍ମବିଶ୍ୱାସ ହୋଇଥାଏ, ସେ ଉଚ୍ଚ ଶିଖରରେ ପହଞ୍ଚିପାରିଥାଏ ।

ବିଜନେସ୍ ପାଇଁ ମୋଟିଭେସନାଲ୍ କୋଟ୍ସ –

୧) ଆପଣଙ୍କୁ ଜୀବନରେ ତାହା ମିଳିଥାଏ , ଯେଉଁଥିରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ , ତେବେ ଧ୍ୟାନ ସେଠାରେ ଲଗାଓ ଯାହା ଆପଣଙ୍କୁ ଦରକାର ହେବ ।

୨) ଜୀବନରେ ବାଜି ମାରିବାପାଇଁ ମଉକାର ଅପେକ୍ଷା କରନ୍ତୁ , ନିଜେ ମଉକା ବନାନ୍ତୁ ଓ ସେଥିରେ ବାଜି ମାରନ୍ତୁ ।

୩) ଯାହାଙ୍କର ନିଜ କାମ ଉପରେ ଭରସା ହୋଇଥାଏ, ସେ ଚାକିରି କରନ୍ତି , ଓ ଯାହାଙ୍କୁ ନିଜ ଉପରେ ଭରସା ଥାନ୍ତି , ସେ ବେପାର କରନ୍ତି ।

୪) ଯଦି ଲୋକେ ଆପଣଙ୍କ ଆଇଡିଆକୁ ଭୁଲ୍ କହୁଛନ୍ତି , ତେବେ ଏହା ଆପଣଙ୍କ ଦାୟିତ୍ୱ କି ଆପଣ ତାହାକୁ ସଠିକ୍ ବୋଲି ପ୍ରମାଣିତ କରନ୍ତୁ ।

୫) ପରିଚୟରୁ ମିଳିଥିବା କାମ ଟିକିଏ ସମୟ ପାଇଁ ରହିଥାଏ , କିନ୍ତୁ କାମରୁ ମିଳିଥିବା ସଫାଳତା ଜୀବନସାରା ଭରି ରହିଥାଏ ।

୬) ସବୁବେଳେ ଏତେ ଛୋଟ ହୁଅନ୍ତୁ, ସବୁ ବ୍ୟକ୍ତି ଆପଣଙ୍କ ସହ ବସିପାରିବେ, ଓ ଏତେ ବଡ ହୁଅନ୍ତୁ , ଯେବେ ଆପଣ ଉଠିବେ ତ କେହି ବସିନଥିବେ ।

୭) ସଫଳତାର କାହାଣୀ ପଢନାହିଁ, ସେଥିରୁ ଏକ ସନ୍ଦେଶ ମିଳିବ, ଅସଫଳତାର କାହାଣୀ ପଢ, ସେଥିରୁ ସଫଳ ହେବାପାଇଁ କିଛି ଆଇଡିଆ ମିଳିପାରିବ ।

୮) ନିଜ ପ୍ରଥମ ସଫଳତା ପରେ ଆରାମରେ ବସନାହିଁ , କାରଣ ତାହା ପରେ ଆଗାମୀ ଥର ଯଦି ଅସଫଳ ହେଲେ ତେବେ ଲୋକେ କହିବେ, ପ୍ରଥମ ସଫଳତାକୁ ଛାଡିଦେଇଥିଲ । ୯) ଜୀବନରେ ଯାହା ଚାହୁଁଛ ହାସିଲ୍ କର, ଖାଲି ଏତିକି ଧ୍ୟାନ ରଖିବ , ଆପଣଙ୍କ ସଫଳତାର ରାସ୍ତା କେବେ ଅନ୍ୟଙ୍କ ହୃଦୟକୁ ଭାଙ୍ଗିକରି ଆଗକୁ ନ ଯାଉ ।

୧୦) ସଫଳତା ପାଇବାର ନଜରିଆ ସେତେ ଜରୁରୀ ହୋଇଥାଏ, ଯେତେ ଆପଣଙ୍କ ଦକ୍ଷତା ଅଛି ।

Leave a Reply

Your email address will not be published. Required fields are marked *