June 19, 2024

Odia Express

News For Public

ଚାଣକ୍ୟଙ୍କ ଅନୁସାରେ ଏହି ୬ ଟି ସୁତ୍ର କୁ ମାନୁଥିବା ବ୍ୟକ୍ତି କେବେ ହୋଇନଥାଏ ଅସଫଳ – ଆଜି ହିଁ ଜାଣିନିଅନ୍ତୁ

1 min read

ଚାଣକ୍ୟ ନୀତି- ଜୀବନ ସମସ୍ତଙ୍କୁ ମିଳିଥାଏ, କିନ୍ତୁ ସବୁ ବ୍ୟକ୍ତି ସଫଳ ହୋଇପାରେ ନାହିଁ , ସଫଳତା କେଉଁ ପୁର୍ବ ନିର୍ଦ୍ଧାରିତ ନିୟମରୁ ବନ୍ଧା ଯାଇପାରିବନାହିଁ , ସଫଳତା ସବୁବେଳେ ଉଦ୍ଧେଶ୍ୟ ପ୍ରତି ଆମର କାର୍ଯ୍ୟଶୈଳୀ ଓ ରଣନୀତି ଉପରେ ନିର୍ଭର କରିଥାଏ, ତାହା ସହ ସ୍ଥିତି ଓ ପରିସ୍ଥିତି ବି ବହୁତ ପର୍ଯ୍ୟନ୍ତ ସଫଳତାକୁ ପ୍ରଭାବିତ କରିଥାଏ,  ସେମିତି ସଫଳତା ପାଇବାକୁ କେଉଁ ନିର୍ଦ୍ଦାରିତ ନିୟମ ନାହିଁ , କିନ୍ତୁ ପରେ ଏହାର କିଛି ସମୟ୍ ଅଛି ଯାହାର ଅନୁସରଣ୍ କରିକି ଆମେ ସଫଳତା ପ୍ରାପ୍ତି କରିପାରିବା , ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବହୁତ ମହତ୍ତ୍ୱ ଅଛି, ସେଥିରେ ୬ ଟି ସୁତ୍ର ବିଷୟରେ କୁହାଯାଇଛି, ଯାହା ଆମ ସଫଳତା ପାଇଁ ଲାଭକାରୀ ହେବ ।

ଚାଣକ୍ୟ ମନ୍ତ୍ର- କ : କାଳ : କନି ମିତ୍ରାଣି କୋ ଦେଶ : କୋ ବ୍ୟୟଗମୋ , କସ୍ୟାଣ୍ତ, କା ଚମେ ଶକ୍ତିରିତି ଚିନ୍ତଂ ମୁହମୁଁହ : ଅର୍ଥାତ୍- କେଉଁ ବି ବ୍ୟକ୍ତି ସଫଳତା ପାଇବା ପାଇଁ କାଳ, କନି ମିତ୍ର ଓ ଦେଶର ଧ୍ୟାନ ରଖିବା ଆବଶ୍ୟକ ଅଟେ, ମତଲବ ସମୟ କପଟି ବନ୍ଧୁ ଓ ଦେଶର ସୁଚନା ସଫଳତା ପାଇବା ଜରୁରୀ ଅଟେ, ଏହା ଛଡା ବି ୪ ଟି କଥା ଅଛି ।

୧) ଭଲ ସମୟ- ଭଲ ସମୟ ସବୁବେଳେ ସାଥ୍ ଦିଏ ନାହିଁ ଏଥିପାଁ ବ୍ୟକ୍ତିକୁ ସମୟ ଅନୁକୁଳରେ କାମ କରିବା ଉଚିତ୍ , ଯେଉଁ ଲୋକ ସମୟ ଅନୁକୁଳକୁ ନେଇ ଚାଲିଥାନ୍ତି ସଫଳତା ତାଙ୍କ ପାଦରେ ରହିଥାଏ , ଯଦି ସମୟର ସହ ସାଥ୍ ନଥିବ ତେବେ ସବୁ ଜିନିଷ ବିପରିତ ହୋଇଥାଏ ,ଏଥିପାଇଁ ମନୁଷ୍ୟକୁ ସମୟର ଅନୁକୁଳତା ର କାଳରେ ବିଳମ୍ବତା ରଖିବା ଉଚିତ୍ ନୁହେଁ  ଭଲ ସମୟରେ କରାଯାଈଥିବା ଅନିୟମିତତା ଆମର ଅସଫଳତା କାରଣ ହୋଇଯାଏ , ଏଥିପାଇଁ ବ୍ୟକ୍ତି ଭବିଷ୍ୟର ପରିଣାମ ପ୍ରତି ସତର୍କ ରହିବା ଜରୁରୀ, ସମୟର ଅନୁରୁପ ଚାଳୁଥିବା ବ୍ୟକ୍ତି ସଫଳତା ନିଶ୍ଚିତ ମିଳିଥାଏ ।

୨) କପଟି ମିତ୍ର- ମିତ୍ର ଆମର ଜୀବନରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥାନ୍ତି , ଜୀବନରେ ଏମିତି ବହୁତ ମୁହୁର୍ତ୍ତ ହୋଇଥାଏ ଯେବେ ମିତ୍ରଙ୍କର ଆବଶ୍ୟକତା ହୋଇଥାଏ,  ଏମିତିରେ କପଟି ମିତ୍ର ଆମର ଅସଫଳତା ପାଇଁ କାରଣ ହୋଇଥାନ୍ତି , ବ୍ୟକ୍ତି କୁ କପଟି ମିତ୍ର ଓ ବାସ୍ତବିକ ମିତ୍ରର ଚିହ୍ନଟ ହେବା ଜରୁରୀ , ସଠିକ୍ ମିତ୍ର ଆକସ୍ମିକ ପରିସ୍ଥିତିରେ ସାଥ୍ ଦେଇଥାନ୍ତି , ଯେବେ କି କପଟି ମିତ୍ର  ଦେଖେଇହେଉଥିବା ମିତ୍ର ଦରକାର ସମୟରେ କେବେ ସାଥ୍ ଦେଇନଥାନ୍ତି , ଦରକାର ସମୟରେ କପଟି ମିତ୍ରଙ୍କ ଖରାପ ଭାବନା କ୍ଷତି ପହଞ୍ଚାଇଥାଏ ।

୩) ଦେଶ ବିଷୟରେ ସୁଚନା- ଚାଣକ୍ୟଙ୍କ ମାନିବା କଥା କି ସଫଳତା ପାଇଁ ଦେଶର ସୁଚନା ମାନେ ସ୍ଥାନର ବିଷୟରେ ଜଣା ଥିବା ଜରୁରୀ ହୋଇଥାଏ , ଓ ବ୍ୟକ୍ତିକୁ ସ୍ଥାନର ଅନୁରୁପ କାର୍ଯ୍ୟ କରିବା ଉଚିତ୍ , ସ୍ଥାନ ଓ କାଳର ଅନୁରୁପ ନ ଚାଲିଲେ ପରିସ୍ଥିତି ସବୁବେଳେ ବିପରିତ ହୋଇଥାଏ,  ଏମିତିରେ ବ୍ୟକ୍ତି ହଇରାଣ ହୋଇଯାଏ , ଯେଉଁ ବ୍ୟକ୍ତି ପରିସ୍ଥିତିରେ ବାନ୍ଧି ହୋଇଯାଏ , ତାହାକୁ ସଫଳତା ମିଳିପାରେ ନାହିଁ , କାରାଣ ଏମିତି ବ୍ୟକ୍ତି ନିଜ ଦରକାରୀ କାର୍ଯ୍ୟରେ ଧ୍ୟାନ ଦେଇପାରେ ନାହିଁ

୪) ଆୟ ବ୍ୟୟର ସନ୍ତୁଳନ – ଚାଣକ୍ୟ କହନ୍ତି କି ବ୍ୟକ୍ତିର ସଫଳତା ପାଇଁ ତାଙ୍କର ଆୟ ଓ ବ୍ୟୟରେ ସନ୍ତୁଳନ ବନାଇ ରଖିବା ଜରୁରୀ ହୋଇଥା , ଯିଏ ନିଜ ଜୀବନରେ ଆର୍ଥିକ ସନ୍ତୁଳନ ବନାଇପାରେ ନାହିଁ ,ସେ ସେ ସମସ୍ୟାରୁ ଘେରେଇ ହୋଇଥାଏ,  ଓ ସଫଳ ହୋଇପାରେ ନାହିଁ , ଏମିତି ବ୍ୟକ୍ତି ଆର୍ଥିକ ଅସୁବିଧା ଓ ସମସ୍ୟାର କେବେ ପଛକୁ ଛାଡିପାରେ ନାହିଁ , ଏମିତି ବ୍ୟକ୍ତି ସବୁବେଳେ ଦାରିଦ୍ରତା ଓ ଅଭାବରେ ଜୀବନ ବ୍ୟତିତ କରିଥାଏ ।

୫) ଅଧିନତା ଓ ପ୍ରବନ୍ଧନ- ବ୍ୟକ୍ତି ନିଜ ସଂସ୍ଥାନର ନିୟମର ଅଧିନ ରହି କାର୍ଯ୍ୟ କରିବା ଉଚିତ୍ , ଓ ପ୍ରଗତି ପାଇଁ ପ୍ରୟାସକରିବା ଉଚିତ୍ , ତାକୁ ପାଇବାପାଇଁ ଜୀବନ ଓ କାର୍ଯ୍ୟରେ ଉପଯୁକ୍ତ ପ୍ରବନ୍ଧନ କରିବା ଉଚିତ୍ , ଯାହାଦ୍ୱାରା ସେ ନିଜ କାର୍ଯ୍ୟ ଓ ବ୍ୟବହାରରୁ ଖ୍ୟାତି ପାଆନ୍ତି , ଓ ସଫଲତାଆଡକୁ ଅଗ୍ରସର ହେଉ , ବରଂ ଏହାର ବିପରିତ ଲୋକ ନିଜ କାର୍ଯ୍ୟସ୍ଥଳରେ ଫାଲତୁ ବିବାଦରେ ଘେରେଇ ହୋଇରହିଯାଏ , ଓ ସମଗ୍ରତା ରୁ କାମ କରିପାରେ ନାହିଁ ଏହି କାରଣରୁ ତାଙ୍କର ପ୍ରୟାସ , ଶକ୍ତି ଓ କ୍ଷମତା ବ୍ୟର୍ଥ ରେ ନଷ୍ଟ ହୋଇଯାଏ ।

୬) ନିଜ ସାମର୍ଥ୍ୟର ଜ୍ଞାନ- ଚାଣକ୍ୟଙ୍କ ଅନୁସାରେ କେଉଁ ବି ବ୍ୟକ୍ତି ନିଜ ସାମର୍ଥ୍ୟ ଜ୍ଞାନ ହେବା ଦରକାର, ତାକୁ ଏହା ଜାଣିବା ଜରୁରୀ କି ସେ କଣ କରିଥାଏ , କୁହାଯାଏ କି ସେତିକି ପାଦ ଆଗକୁ ବଢାଇବା ଉଚିତ୍ ଯେତେକି ଚାଦର ହୋଇଥିବ, ମାନେ ବ୍ୟକ୍ତି ନିଜ ଶକ୍ତି ସାମ୍ୟର୍ଥ ଓ କ୍ଷମତା ଅନୁରୁପ କାର୍ଯ୍ୟ କରିବା ଦରକାର, ଏଥିରେ ଅଧିକା ଭାବିବା ଓ କରିବାବାଲା ବ୍ୟକ୍ତି ସଫଳ ହୋଇପାରେନାହିଁ , କିନ୍ତୁ ଏହାର୍ ଅର୍ଥ ନୁହେଁ କି ଆପଣ କ୍ଷମତାରୁ ଆଗକୁ କେବେ ବଢିପାରନ୍ତି ନାହିଁ , ସଠିକ୍ ମାଇନା ରୁ ନିଜ ପ୍ରୟାସ ଜରିଆରେ ନିଜ କ୍ଷମତା ଓ ସାମର୍ଥ୍ୟକୁ ବଢାନ୍ତୁ , ଓ ତାହାର ଅନୁରୁପ କାର୍ଯ୍ୟ କରିବାର ସଫଳତା ମିଳିଥାଏ

Leave a Reply

Your email address will not be published. Required fields are marked *