March 3, 2024

Odia Express

News For Public

ଯେଉଁ ଘରେ ଲାଗିଥାଏ ଏହି ତିନୋଟି ଗଛ ଭୁଲରେ ବି ଭଟକିପାରେ ନାହିଁ ଅସଫଳତା…

1 min read

ଆମର ପୃଥିବୀରେ ବହୁତ ପ୍ରକାର ଜୀବଜନ୍ତୁ ଓ ଗଛ ଲତା ମିଳିଥାନ୍ତି , ଏହା ସବୁ ପ୍ରକୃତିର ଦାନ ଅଟେ ,ଯାହାଙ୍କ ପାଳନ ଓ ପୋଷଣ ପ୍ରକୃତି ଦ୍ୱାରା ହୋଇଥାଏ,  ପ୍ରକୃତିର ଏମିତି ଏକ ଅନୋଖା ଦେଣ ଗଛ ଲତା ହୋଇଥାଏ , ଯାହା ମନୁଷ୍ୟର ଜୀବନରେ ଏକ ଅଭିନ୍ନ ଅଂଶ ହୋଇଥାଏ । ଏହି ଗଛ ଲତା ମନୁଷ୍ୟ ଜୀବନରେ ବହୁତ ମହତ୍ତ୍ୱ ରଖିଥାନ୍ତି , ସବୁ ଗଛ ଲତା ନିଜର ଅଲଗା ଅଲଗା ଖାସିୟତ୍ ପାଇଁ ଜଣାଯାଆନ୍ତି , ଏହି ଗଛରେ କିଛି ଏମିତି ଗଛ ହୋଇଥାଏ , ଯାହା ଆମର ଜୀବନକୁ ବଦଳାଇବାର କ୍ଷମତା ରଖନ୍ତି , ଏହି ଗଛର ମହତ୍ତ୍ୱ ଆମର ଶାସ୍ତ୍ରରେ ବି କୁହାଯାଇଛି କିନ୍ତୁ ଏହି ଗଛର ଗୁଣ ଆମେ ବହୁତ କମ୍ ଲୋକ ଜାଣିଛନ୍ତି । ଯଦି କେଉଁ ବ୍ୟକ୍ତି ଏହି ଗଛକୁ ନିଜ ଘରେ ଲଗାଇଦେବେ ତେବେ ଶାସ୍ତ୍ରନୁସାରେ ସେହି ବ୍ୟକ୍ତିର ଜୀବନରେ ବହୁତ ପ୍ରକାରର ଦୁଃଖ ଶେଷ ହୋଇଯିବ , ତେବେ ଆପଣଙ୍କୁ ଆସନ୍ତୁ କହିବୁ ସେ କେଉଁ କେଉଁ ଗଛ ଅଛି ଯାହାର ଗଛରୁ ଆମକୁ କି କି ଲାଭ ମିଳିଥାଏ ।

ମନ୍ଦାରର ଗଛ- ମନ୍ଦାର ଗଛ ମଙ୍ଗଳ ଗ୍ରହର ପ୍ରତୀକ ବୋଲି ଜାଣିଥାଉ , ଯଦି କେଉଁ ବ୍ୟକ୍ତିର କୁଣ୍ତଳୀରେ ମଙ୍ଗଳ ଦୋଷ ପ୍ରବଳ ହେଉଛି , ତେବେ ଏହି ଗଛର ଫୁଲ ମଙ୍ଗଳବାର ଦିନ ହନୁମାନଜୀଙ୍କୁ ଚଢାନ୍ତୁ , ଏମିତି କରିଲେ ମଙ୍ଗଲ ଦୋଷ ସମାପ୍ତ ହୋଇଯିବ , ଏହି ଗଛର ଏହି ଗୁଣ କାରଣରୁ ଏହି ଗଛକୁ ନିଜ ଘରେ ଲଗାଇବା ଶୁଭ ହୋଇଥାଏ ।

.

କଦଳୀର ଗଛ- କଦଳୀର ଗଛକୁ ବହୁତ ଶୁଭ ବୋଲି ଜଣାଯାଏ , ଏହି ଗଛ ବହୁତ ଚମତ୍କାରୀ ହୋଇଥାଏ, ଯଦି କେଉଁ ବ୍ୟକ୍ତି ଯାହାର ବିବାହ ହେଉନଥିବ ତେବେ ବହୁତ ସମୟରୁ ବିଳମ୍ବ ହେଉଥିବ , ତେବେ କଦଳୀର ଗଛଲଗାଇଲେ ବିବାହ ଅତି ଶିଘ୍ର ହୋଇଯାଏ , ଯଦି କଦଳୀର ଗଛକୁ ପୁଜା ପ୍ରତିଦିନ କରାଯାଏ , ତେବେ ମନୋବାଞ୍ଚିତ ଫଲ ନିଶ୍ଚିତ ମିଳିଥାଏ ।

ତୁଳସୀର ଗଛ- ଆମର ଶାସ୍ତ୍ରରେ ତୁଳସୀର ଗଛ ବହୁତ ମହତ୍ତ୍ୱ ରଖିଥାଏ , ଏହି ଗଛ ଏତେ ଗୁଣକାରୀ ହୋଇଥାଏ , ଯାହା ଏହି ଗଛକୁ ନିଜ ଘରରେ ଲଗାଇଲେ ସେହି ଘରେ ସବୁ ନକରାତ୍ମକ ଉର୍ଜାର ନାଶ ହୋଇଯାଏ , ଏହା ଏକ ଔଷଧୀ ପରି କାର୍ଯ୍ୟ କରେଯଦି ପ୍ରତିଦିନ ତୁଳସୀର ଗଛ ପାଖରେ ଦୀପ ଲଗାଇବେ , ତେବେ ସେହି ବ୍ୟକ୍ତିର ଶୁକ୍ରଗ୍ରହରୁ କୃପା ମିଳିପାରିବ ।

Leave a Reply

Your email address will not be published. Required fields are marked *