March 3, 2024

Odia Express

News For Public

ଏହି ନାଁ ବାଲି ଝିଅମାନଙ୍କୁ ମିଳିଥାଏ ଧନୀ ଘରର ପୁଅ, ଜାଣନ୍ତୁ ଆପଣଙ୍କ ନାଁ ସାମିଲ୍ ନାହିଁ ତ ଏଥିରେ

1 min read

ବାହା ହେବା ସବୁ ଝିଅମାନଙ୍କର ଏକ ସ୍ୱପ୍ନ ହୋଇଥାଏ , ଓ ଝିଅମାନେ ନିଜ ପାଈଁ ପାର୍ଟନର ଖୋଜିଥାନ୍ତି , ପ୍ରଥମେ ସେମାନେ ଏକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରିନିଅନ୍ତି , କି ସେମାନଙ୍କର ସ୍ୱପ୍ନର ରାଜକୁମାର କିପରି ହେବ , ଏହି ଲିଷ୍ଟରେ ପ୍ରଥମ ଇଚ୍ଛା ହୋଇଥାଏ କି ସେ ତାଙ୍କ ପାର୍ଟନର ପଇସା ବାଲା ହୋଇଥିବ , ବହୁତ ବର୍ଷରୁ ଝିଅମାନଙ୍କ ବିଷୟରେ ଏହା କୁହାଯାଊଛି କି ଧନୀଘରର ପୁଅଙ୍କୁ ବିବାହ କରିବା ସେ ଅଧିକା ପସନ୍ଦ କରନ୍ତି , ଓ ଏହି କାରଣରୁ ସେ ବହୁତଥର ନିଜ ବୟଫ୍ରେଣ୍ତଙ୍କ ସହ ବ୍ରେକ୍ ଅଫ୍ ବି କରିନିଅନ୍ତି , ସବୁ ଝିଅଙ୍କର ଗୋଟେ ଇଚ୍ଛା ଥାଏ କି ସେ ଏକ ଏମିତି ଜୀବନସାଥୀ ବାଛିବେ ଯିଏ ତାଙ୍କ ସବୁ ସ୍ୱପ୍ନକୁ ସାକାର କରିପାରିବ, ଏଥିପାଇଁ ସେ ସବୁବେଳେ ଏମିତି ପାର୍ଟନର ଚାହିଁଥାନ୍ତି ଯାହାଙ୍କ ପାଖରେ ନିଜ ସଂମ୍ପତ୍ତି ବି କିଛି ଥିବ । ଯାହା ପାଖରେ ପଇସା ଥିବ ସେ ଏକ ଅଲଗା ଷ୍ଟାଇଲର ଜୀବନଶୈଳୀରେ ବଞ୍ଚିଥାଏ,  ଝିଅମାନେ ନିଜ ଭବିଷ୍ୟ ବିଷୟରେ ଅଧିକା ଭାବିଥାନ୍ତି  ଏହି ଭବିଷ୍ୟକୁ ସୁରକ୍ଷିତ ରଖିବାପାଇଁ ସେ ଧନୀ ଘରର୍ ପୁଅଙ୍କୁ ପସନ୍ଦ କରନ୍ତି , ମାନେ ସିଧା ଶବ୍ଦରେ କହିଲେ ଏକ ଭଲ ଧନୀ ଓ ପ୍ରେମ କରୁଥିବା ସ୍ୱାମୀ ପାଇବା ସବୁ ଝିଅଙ୍କର ସ୍ୱପ୍ନ ହୋଇଥାଏ,  ଆଜି ଆମେ ଆପଣଙ୍କୁ ସେହି ତିନିଜଣ ଝିଅଙ୍କର ବିଷୟରେ କହିବୁ ଯାହାଙ୍କୁ ଧନୀ ପୁଅ ମିଳିଥାନ୍ତି , ଆସନ୍ତୁ ଜାଣିବା ।

A ଅକ୍ଷର ବାଲି ଝିଅମାନେ – ଜ୍ୟୋତିଷ୍ୟଙ୍କ ଅନୁସାରେ ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ,  ଓ ସେମାନେ ଧନୀଘରର ପୁଅ ପାଇଥାନ୍ତି , ଯିଏ ନିଜ ସ୍ତ୍ରୀର ସବୁ ଛୋଟରୁ ଛୋଟ ଇଚ୍ଛାକୁ ପୁରା କରିପାରେ, ଓ ସବୁବେଳେ ଖୁସିରେ ରଖିପାରେ , ତାହା ସହ ତାଙ୍କ ସ୍ୱାମୀ ସ୍ମାର୍ଟଲୁକ୍, କହିବାର ଆକର୍ଷକ ଅନ୍ଦାଜ ଓ ସକରାତ୍ମକ ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ , ଓ ସବୁଠାରୁ ଭଲ କଥା ଏହା କି ସେ ତାଙ୍କର ଏହି ଅନ୍ଦାଜ ଜୀବନସାରା ଏମିତି ହିଁ ରହିଥାଏ , ଏହା କାହାପାଇଁ କେବେ ବଦଳେ ନାହିଁ ।

R ଅକ୍ଷର ବାଲି ଝିଅମାନେ- ଜ୍ୟୋତିଷ୍ୟ ଙ୍କ ଅନୁସାରେ ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେମାନେ ଧନୀ ହେବା ସହ ସଜଗ ସ୍ୱଭାବର୍ ସ୍ୱାମୀ ମିଳିଥାଏ , ଯିଏ ନିଜ ସ୍ତ୍ରୀକୁ ସବୁବେଳେ ରାଣି ବନାଇକରି ରଖିଥାଏ , ଓ କେବେ ଚେହେରାରେ ଦୁଃଖ ଆଣିବାକୁ ଦିଏ ନାହିଁ , ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ,  ତାଙ୍କ ଭାଗ୍ୟ କାହା ପଛରେ ରୁହେ ନାହିଁ , ଓ ତାଙ୍କ ସ୍ୱାମୀଙ୍କ ଠାରୁ ସେ ଖୁସି ମିଳିଥାଏ, ଯାହାର ସ୍ୱପ୍ନ ସବୁ ଝିଅ ଦେଖନ୍ତି ।

S ଅକ୍ଷରର ଝିଅମାନେ- ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ତାଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ, ଓ ତାଙ୍କୁ ସବୁଠାରୁ ଧନୀ ସ୍ୱାମୀ ମିଳିଥାଏ , ଯିଏ ନିଜ ସ୍ତ୍ରୀକୁ ବହୁତ ପ୍ରେମ କରିଥା,ଏ ଓ ତାକୁ ଖୁସିରେ ରଖିଥାଏ,  କହିଦେବୁ କି ଏହା ନା କେବଳ ଧନୀ ସ୍ୱାମୀ ମିଳିଥାଏ, ବରଂ ବହୁତ ପ୍ରେମ କରୁଥିବା ସ୍ୱାମୀ ମିଳିଥାଏ, ଯାହା ତାଙ୍କର ସବୁ ଛୋଟ ଇଚ୍ଛାକୁ ପୁରା କରିପାରେ , ଓ କୁହାଯାଇଥାଏ , ଯେବେ ମଣିଷର ପାଖରେ ପଇସା ଥିବ ତେବେ ସେ କାହାକୁ ବି ଖୁସିରେ ରଖିପାରିବ

Leave a Reply

Your email address will not be published. Required fields are marked *