March 1, 2024

Odia Express

News For Public

ଓଡ଼ିଆ ମଜାଦାର୍ ଜୋକ୍ସ : ସ୍ୱାମୀଠାରୁ ନାରାଜ୍ ହୋଇ ସ୍ତ୍ରୀ ବିବାହର ପର ଦିନ କହିଲା ତୁମେ କଣ ପାଇଁ କହିଲ ନାହିଁ ତୁମର ଆଉଆ ଜଣେ ସ୍ତ୍ରୀ ଅଛି ତେବେ ସ୍ୱାମୀ ଯାହା କହିଲେ ସ୍ତ୍ରୀ ବେହୋସ..

1 min read

ଆଜିର ସମୟରେ ସୋସିଆଲ୍ ମିଡିଆରେ ବହୁତ୍ ସାରା ଜିନିଷ ଭାଇରାଲ୍ ହେଉଛି, ଯାହା ବହୁତ ଲୋକଙ୍କର ମନୋରଞ୍ଜନ କରୁଛି, ଆଜିର ସମୟରେ ସମସ୍ତଙ୍କୁ ମନୋରଞ୍ଜନ ଆବଶ୍ୟକତା ହୋଇଥାଏ, କାରଣ କେହି ନା କେହି ଚିନ୍ତାରେ ରହିଥାଏ,  ଓ ଏମିତିରେ ହସିବା ବହୁତ ଜରୁରୀ ହୋଇଥାଏ ,ଯାହାଦ୍ୱାରା ସେ ମାନସିକ ଓ ଶାରରୀକ ରୁପେ ସୁସ୍ଥ୍ୟ ରହିପାରିବ, ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାଃଆ ବହୁତ୍ ମଜାଳିଆ ଅଟେ , ତେବେ ଆସନ୍ତୁ ପଢିବା ସେହି ମଜାଦାର୍ ଜୋକ୍ସ ଗୁଡିକ ।

୧) ଶିକ୍ଷକ- ଏହା କୁହ କି ଚାରିଜଣ ବ୍ୟକ୍ତି ଗୋଟେ ଦିନରେ ଧାନ ବୁଣନ୍ତି , ତେବେ ତିନିଜଣ ବ୍ୟକ୍ତି ସେହି କ୍ଷେତରେ କେତେ ଦିନରେ ଧାନ ବୁଣିବେ । କପିଳା- ସାର୍ ସେ ତିନିଜଣ ବ୍ୟକ୍ତି କ୍ଷେତକୁ ଯିବେ ନାହିଂ , ଶିକ୍ଷକ- କଣ ପାଇଁ ? କପିଲ୍ ସାର୍ ସେ ଦୁଃଖି ହେବେ କି ଚତୁର୍ଥ ବ୍ୟକ୍ତିର କାମ ତାକୁ ହିଁ କରିବାକୁ ହେବ ।

୨) ସ୍ତ୍ରୀ- ହେଇଟି ଶୁଣୁଛ, କିଏ ମୋର ମୋବାଇଲ ରେ ଆଇ ଲଭ୍ ୟୁ ମେସେଜ୍ ପଠାଇଛି, ସ୍ୱାମୀ- ତୋତେ ଏମିତି ମେସେଜ୍ ରିସିଭ୍ କରିବା କଥା ନୁହେଁ ଗୋଟେ କାମ କର ସେହି ମେସେଜ୍ ତାକୁ ପଠା ଶିଘ୍ର ।

୩) କଂଗ୍ରେସ ସରକାର ଆସୁଛି ବେରୋଜଗାର୍ ନାଗରିକ ଏକେଲା ବାହାରକୁ ବାହାରନ୍ତୁ ନାହିଁ , ସେ ଗିରଫ କରି ଜବରଦସ୍ତି ସରକାରୀ ଚାକିରି ଦିଆଯାଉଛି, ରାଜସ୍ଥାନ ଓ ଛତିଶଗଡ ଯୁବାଙ୍କୁ ବେରୋଜଗାରୀ ଆଜି ଶେଷ ରାତି ଅଟେ, କାଲି ସକାଳ ସବକଲେକ୍ଟର୍ ହୋଇବାହାରିବେ ।

୪) ବାପା- କେତେ ଥର କହିଛି ତୁମକୁ କି କ୍ରିକେଟ୍ ଖେଳନି, କିନ୍ତୁ ତୁମେ ତୁ ମୋର କଥା ଶୁଣୁନୁ  ପୁଅ- କଣ ପାଇଁ ମାନିବି ଯଦି କ୍ରିକେଟ୍ ଖେଳିବାପାଇଁ ଅନୁଷ୍କା ପରି ସ୍ତ୍ରୀ ମିଳିଯାଏ , ତେବେ କ୍ରିକେଟ୍ ନିଶ୍ଚିତ ଖେଳିବି ।

ବାପା- ଆରେସେ ଭାରତର ଅଧିନାୟକ ଅଟେ,  ଇଣ୍ଟରନ୍ୟାଶାନାଲ୍ ଗେମ୍ ଖେଲିଥାଏ,  ଓ ତୁ ଗଳିରେ ଖେଲିକରି ଅନୁସ୍କାର ସ୍ୱପ୍ନ ଦେଖୁଛୁ, ପୁଅ- ଆରେ ଅନୁଷ୍କା ନହେଲେ କମ୍ ସେ କମ୍ ବିଦ୍ୟା ବାଳନ ପରି ସ୍ତ୍ରୀ ନିଶ୍ଚିତ ମିଳିବ,  ଏହାପରେ ବାପ ପୁଅକୁ ବ୍ୟାଟ ଭାଙ୍ଗିବାପର୍ଯ୍ୟନ୍ତ ପିଟିଚାଳିଲା ।

୫) ସ୍ୱାମୀ ସ୍ତ୍ରୀ ମଧ୍ୟରେ ଲଢେଇ ହେଲା,  ତେବେ ସ୍ୱାମୀ ଘରରୁ ଚାଳିଗଲା,  ସ୍ୱାମୀ ରାତିକୁ ଫୋନରେ ଖାଇବାରେ କଣ ହୋଇଛି , ସ୍ତ୍ରୀ-ବିଷ, ସ୍ୱାମୀ- ଠିକ୍ ଅଛି ମୁଁ ଲେଟରେ ଆସିବି, ତୁମେ ଖାଇକରି ଶୋଇଯିବ, ସ୍ତ୍ରୀ –ବେହୋସ୍ ।

୬) ଏଟିଏମ୍ ବାହାରେ ଲମ୍ବା ଲାଇନ୍ ଲାଗିଥିଲା ତେବେ ସେଠାରେ ଏକ ସୁନ୍ଦର ଝିଅ ଆସିଲା, ଯାହାର ନାଁ ସବନମ୍ ଥିଲା, ଓ ଲାଇନ୍ ରେ ଆଗକୁ ଯାଇ ପୁଅଙ୍କ ସହ କଥାବାର୍ତ୍ତା ହେବାକୁ ଲାଗିଲା,  ଶବନମ୍ ସେହି ପୁଅଙ୍କ ସହ ହସିହସି କରି ମଜାକ୍ ରେ କଥାବାର୍ତ୍ତା କରୁଥିଲେ, ଯେବେ ପୁଅ ନମ୍ବର ଆସିଲା ତେବେ ପୁଅ ଏଟିଏମ୍ ରୁମ୍ କୁ ଯିବାକୁ ଲାଗିଲା,  ପଛରେ ଶବନମ୍ ତାଙ୍କ ସହ୍ ଚାଲିଗଲା,  ତେବେ ପୁଅ ଅଟକାଇ କହିଲା କି- ତୁମେ ବି ପଇସା ଉଠାଇବ ନା କଣ ? ଶବନମ୍ ହଁ ପୁଅ- ତେବେ ପଛ ଲାଇନ୍ ରେ ଠିଆ ହୋଇଯାଅ ।

୭) ସ୍ୱାମୀ ଠାରୁ ନାରାଜ୍ ସ୍ତ୍ରୀ ବିବାହର ଆଗାମୀ ଦିନ କହିଲା ତୁମେ ବାହା ହେବାପୁର୍ବରୁ କଣ ପାଇଁ କହିଲ ନାହିଁ କି ତୁମର ରାଣୀ ନାଁରେ ଆଉ ଜଣେ ସ୍ତ୍ରୀ ଅଛି ବୋଲି , ସ୍ୱାମୀ କହିଲା- କହିଥିଲି ତ କି ତୁମକୁ ରାଣି ପରି ରଖିବି ।

୮) କାମ ବାଲି ବାଇ କମୋ ସଂନ୍ଧ୍ୟାକୁ ନିଜ୍ ମାଲିକାଣୀ ଘରକୁ ଗଲା , ସେ ମାଲିକାଣୀ କମୋକୁ କହିଲା କି ମୋର ଛୁଆଙ୍କୁ ଟିକିଏ ଦେଖୁଥା ମୁଁ ପ୍ରସ୍ତୁତ ହୋଇଆଉଛି, ତେବେ କମୋ ସେ ଛୁଆଙ୍କ ଗାଳକୁ ଚୁମା ଦେଲା , ଓ ସେହି ଛୁଆଙ୍କ ଗାଲରେ ଲିପିଷ୍ଟିକ୍ ଲାଗିଗଲା,  ଛୁଆ- ଆରେ କଣ କରୁଛ, ଦେଖ ଗାଲରେ ଏହି ଲିପିଷ୍ଟିକ୍ ଦାଗ୍ ଲାଗିଗଲାମାଲିକାଣୀ ଓ କମୋ ହସିବାକୁ ଲାଗିଲେ ମାଲିକାଣୀ କହିଲା , ଆଜିକାଲି ଛୁଆ ଟିଭି ଦେଖିକରି ଜାଣିପାରୁନାହାନ୍ତି କଣ କହି ଯାଆନ୍ତି,  ତେବେ ଛୁଆ କହିଲା- ମା ଏମିତି ତ ବାପା କମୋ କୁ କହନ୍ତି  ଓ ଏହା ବି କହନ୍ତି କି ସେରାକ୍ଷାସୁଣି ଦେଖିଦେଲା ତ ମୋର ଜୀବନ ନେଇଯିବ,  ମା ଏହି ରାକ୍ଷାଶୁଣୀ କିଏ ଏବେ ଚାରିପଟେ ଚୁପ୍ ଚାପ୍

Leave a Reply

Your email address will not be published. Required fields are marked *