March 3, 2024

Odia Express

News For Public

୧୫୦ ବର୍ଷ ପରେ ହେଲା ଏମିତି ମହାସଂଯୋଗ, ଏହି ୨ ଟି ରାଶିବାଲାଙ୍କ ଉପରେ ହେବ ମା ଲକ୍ଷ୍ମୀ ଓ ହନୁମାନଜୀଙ୍କ ଅସୀମ କୃପା

1 min read

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଜୀବନରେ ଯେତେ ବି ଭଲ କିମ୍ବା ଖରାପ ପରିବର୍ତ୍ତନ ଆସିଥାଏ , ସେଥିରେ ତାର ଗ୍ରହର ସଂବନ୍ଧ ରହିଥାଏ । ଗ୍ରହର ଚାଲି ଚଳଣି ସକାଶେ ବ୍ୟକ୍ତିର ଜୀବନରେ ବଡ ପରିବର୍ତ୍ତନ ଆସିଯାଏ , ମାନେ ସିଧା ଶବ୍ଦରେ କହିଲେ । ଦୁନିଆଁରେ ଏମିତି କେଉଁ ଲୋକ ଥିବ ଯିଏ ଗ୍ରହର ଖରାପ ଦଶାରୁ ରକ୍ଷା ପାଇଥିବ, ଯାହାର ଜୀବନରେ ମୁସକିଲର ସାମ୍ନା ନ କରିବାକୁ ପଡେ , ଏବେ ଏଥିରେ କୌଣସି ସନ୍ଦେହନାହିଁ କି ବ୍ୟକ୍ତିର ଜୀବନରେ ଉତଥାନପତନ ସିଲସିଲା ଲଗାତାର ଚାଲିଥାଏ , ଯଦି କେଉଁ ବ୍ୟକ୍ତି ଶାସ୍ତ୍ର ଅନୁସାରେ ଚାଲିଲା ତେବେ ତାର ଜୀବନରେ କମ୍ ମୁସକିଲ୍ ର ସାମ୍ନା କରିବାକୁ ପଡିଥାଏ । ସେମିତି ଆପଣଙ୍କୁ କହିଦେବୁ କି ଗ୍ରହର ଆଉଥରେ ନିଜ ଚାଲିଚଳଣ ବଦଳୁଛି, ହଁ ଆଜ୍ଞା ଏହି ଗ୍ରହ ପରିବର୍ତ୍ତନରୁ ଦୁଇଟି ରାଶିର ଭାଗ୍ୟ ଖୋଲିବାର ଅଛି , ଏହିଥର ମହାସଂଯୋଗ ପୁରା ୧୫୦ ବର୍ଷ ପରେ ହେଉଛି, ବୋଧେ ଏହି କାରାଣରୁ ଏହିଥର ଏହି ଗ୍ରହ ପରିବର୍ତ୍ତନ ବହୁତ ହିଁ ଖାସ୍ ହେବାକୁ ଯାଉଛି , ଏହି ଖାସ୍ ଗ୍ରହ ପରିବର୍ତ୍ତନରୁ ହନୁମାନ ଜୀ ଓ ଲକ୍ଷ୍ମୀଙ୍କର କୃପା ଏହି ଦୁଇଟି ରାଶିର ଉପରେ ପଡିବ,  ତେବେ ଆପଣ ଆସନ୍ତୁ ଜାଣିବା କେଉଁ ସେହି ଭାଗ୍ୟଶାଳୀ ରାଶିଗୁଡିକ ।

୧) ତୁଳା ରାଶି – ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ଆସିଥାଏ , ତୁଳା ରାଶିର , କହିଦେବୁ କି ଏହି ରାଶିର ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ , କହିଦେବୁ କି ଏହି ସମୟରେ ସବୁ କାର୍ଯ୍ୟରେ ସଫଳତା ମିଳିବ , ଆପଣଙ୍କୁ ଭଲ କ୍ୟାରିୟର ବନାଇବାରେ ବି ମଉକା ମିଳିବ , ଓ ଯେଉଁ ଲୋକ ଚାକିରି କରୁଛନ୍ତି , ତାଙ୍କୁ ଚାକିରି କରିବାର ପୁରା ସଂଯୋଗ ଅଛି, ଏହା ଛଡା ଯେଉଁ ଲୋକ ବେପାର ସହ ଯୋଡି ହୋଇଛନ୍ତି , ତାଙ୍କୁ ଧନ ଲାଭ ହେବାର ପୁରା ଆସାର ଅଛି , ଏହା ସହ ଆପଣଙ୍କ ସମୟରୁ ଅଟକିଥିବା କାମ ସଂପନ୍ନ ହେବ , ଓ ଆପଣ ଖୁସି ହେବେ , ମାନେ ସିଧା ଶବ୍ଦରେ କହିଲେ ଆସୁଥିବା ସମୟ ଆପଣଙ୍କ ସହ ଭଲରେ କଟିବ ।

୨) କୁମ୍ଭ ରାଶି- ଏହାପରେ ଆମେ କୁମ୍ଭ ରାଶିର କଥା କହିବା , କହିଦେବୁ କି କୁମ୍ଭ ରାଶି ବାଲାଙ୍କ ପାଇଁ ଆସୁଥିବା ସମୟ ବହୁତ ଶୁଭ ରହିବାର ଅଛି, ଆପଣଙ୍କୁ ଜାଣିଲେ ଖୁସି ଲାଗିବ କି ଆସୁଥିବା ସମୟରେ ଆପଣଙ୍କ ବହୁତ ଲାଭ ହେବ , ଏହା ଛଡା ଆପଣଙ୍କସ୍ୱାସ୍ଥ୍ୟ ବି ଭଲ ରହିବ , ଓ ବେପାରରେ ବୃଦ୍ଧି ହେବାର ପୁରା ଆସାର ଅଛି, କହିଦେବୁ କି ଯେଉଁ ଲୋକ ଚାକିରି ଖୋଜାରେ ଅଛନ୍ତି , ତାଙ୍କୁ ଚାକିରି ନିଶ୍ଚିତ ମିଳିବ,  ଏହା ସହ ଯେଉଁ ଲୋକ ଇମାନଦାରୀରୁ କରିଥାନ୍ତି , ତାଙ୍କୁ ଆସୁଥିବା ସମୟରେ ଶୁଭ ଖବର ମିଳିବ , ମାନେ ଆମେ କହିଲେ ଆସୁଥିବା ସମୟ୍ ଆପଣଙ୍କ ପାଇଁ ଉତ୍ତମ ରହିବାର ଅଛି ।

ଏମିତି ମା ଲକ୍ଷ୍ମୀ ଓ ହନୁମାନ ନିଜ ସମସ୍ତ ଭକ୍ତଙ୍କୁ କୃପା କରିଥାନ୍ତି , କିନ୍ତୁ ଏହିଥର ଏହି ଦୁଇଟି ରାଶି ବାଲା ମା ଲକ୍ଷ୍ମୀ ଓ ହନୁମାନଜୀ ବହୁତ ପ୍ରସନ୍ନ ହେବେ  ଆମେ ଆଶା କରୁଛୁ ମା ଲକ୍ଷ୍ମୀ ଓ ହନୁମାନଜୀଙ୍କ କୃପା ସମସ୍ତଙ୍କ୍ ଉପରେ ରହୁ ।

Leave a Reply

Your email address will not be published. Required fields are marked *