March 1, 2024

Odia Express

News For Public

ମଜାଦାର ପ୍ରଶ୍ନ ଉତ୍ତର – ଏମିତି କେଉଁ କାମ ଅଛି ଯାହା କୁଆଁରୀ ଝିଅ କରିପାରିବେ ନାହିଁ , ୯୯% ପ୍ରତିଶତ ଲୋକ ଜବାବ୍ ଦେବାରେ ହୋଇଯାଆନ୍ତି ଫେଲ୍..

1 min read

ସମସ୍ତେ ଚାହଁନ୍ତି କି ତାଙ୍କ ଦିମାଗ ଅଧିକା କ୍ଷିପ୍ର ହେଉ , ଓ ସେ ଏକ ବୁଦ୍ଧିମାନ ବ୍ୟକ୍ତି ଭାବେ ଜଣାଯାଆନ୍ତୁ, କିନ୍ତୁ ସମସ୍ତେ ବୁଦ୍ଧିମାନ ଜନ୍ମ ହେବାମାତ୍ରେ ପାଇନଥାନ୍ତି , ତାଙ୍କୁ ଏଥିପାଇଁ ତେଜ୍ ହେବାକୁ ପଡିଥାଏ , ନିଜ ବୁଦ୍ଧିକୁ ବିକାଶ କରିବାପାଇଁ ଆପଣଙ୍କୁ ଲଗାତାର୍ ଜିନିଷକୁ ପଢିବା ଓ ଶିଖିବା ହୋଇଥାଏ,  ଆପଣଙ୍କ ଆଖପାଖ ଓ ଦେଶ ବିଦେଶର ଜାନକାରୀ ରଖିବାକୁ ପଡିଥାଏ,  ଆପଣଙ୍କ ଜେନେରାଲ୍ ନଲେଜ୍ ସୁଧାରିବାକୁ ପଡିଥାଏ,  ତେବେ ଯାଇକରି ଆପଣଙ୍କ ଦିମାଗ୍ ତେଜ୍ ହୋଇଥାଏ , ଏକ ତେଜ୍ ଦିମାଗ ହେବାରେ ଫାଇଦା ବହୁତ ପ୍ରତିଯୋଗିତାରେ ବି ଦେଖିବାକୁ ମିଳିଯାଏ , ଏହି ପ୍ରତିଯୋଗିତାରେ ବହୁତ ପ୍ରଶ୍ନ ଓ ପହେଲିଗୁଡିକ ପଚାରାଯାଏ , ଯାହା ଆପଣଙ୍କ ଦିମାଗକୁ ଟେଷ୍ଟ୍ କରାଯାଏ , ଏହାର ଜରିଆରେ ଦେଖାଯାଏ କି ସାମ୍ନା ବାଲା ବ୍ୟକ୍ତି କେତେ ଚତୁର ବା ବୁଦ୍ଧିମାନ ଅଛି,ଓ ସେ କାମକୁ କେତେ ଭଲ ଭାବେ ନିଭାଇପାରୁଛି । ଯଦି ଆପଣ ନିଜ ବୁଦ୍ଧି ଟେଷ୍ଟ କରିବାକୁ ଚାହୁଁଛନ୍ତି ଓ ନିଜ ସାଧାରଣ ଜ୍ଞାନ ବଢାଇବାକୁ ଚାହୁଁଛନ୍ତି ତେବେ ଆମର ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ , ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ପଢିବା ପୁର୍ବରୁ ଦେଇଦିଅନ୍ତି ତେବେ ଆପଣ ବହୁତ କ୍ଷିପ୍ର ବା ବୁଦ୍ଧିମାନ ଅଛନ୍ତି , କିନ୍ତୁ ଯଦି ଆପଣ ଏମିତି କରନ୍ତି ନାହିଁ ତେବେ ଏହାର ମତଲବ୍ ଆପଣଙ୍କୁ ବହୁତ କିଛି ସିଖିବାର ଅଛି, ତେବେ ଆସନ୍ତୁ ବିନା କୌଣସି ଡେରିକରି ଏହି ପ୍ରଶ୍ନର ଜବାବ୍ ଜାଣିବାକୁ ଆରମ୍ଭ କରିବା ।

୧)ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ଝିଅମାନେ ବର୍ଷକରେ କେବଳ ଗୋଟିଏ ଥର କିଣିଥାନ୍ତି ?

ଉତ୍ତର –ରାକ୍ଷୀ, ଯେପରି ଆପଣ ଜାଣିଛନ୍ତି ଝିଅମାନଙ୍କୁ ସପିଙ୍ଗ୍ କରିବାର ବହୁତ ସଉକ ହୋଇଥାଏ , ଓ ସେମାନେ ଜିନିଷ ବର୍ଷକୁ ବହୁତଥର କିଣିଥାନ୍ତି , କିନ୍ତୁ ରାକ୍ଷୀ ଏମିତି ଏକଜିନିଷ୍ ଅଟେ ଯାହା ସେ ଢେର ସାରା ପଇସା ହେବାପରେ ବି ବର୍ଷକୁ ଥରେ ହିଁ କିଣିଥାନ୍ତି ।

୨)ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ମାସକୁ ୧ଥରେ ଆସେ କିନ୍ତୁ ୨୪ ଘଣ୍ଟା ପରେ ଚାଲିଯାଏ ?

ଉତ୍ତର – ତାରିଖ, ଏହା ଏକ ସାଧାରଣ ଜ୍ଞାନର ପ୍ରଶ୍ନ ଥିଲା , ସବୁ ମାସର ୧ ତାରିଖରୁ ନେଇକରି ୩୧ ତାରିଖ ଯାଏଁ ହୋଇଥାଏ  ଓ ସବୁ ତାରିଖ ସବୁ ମାସରେ ଥରେ ହିଁ ଆସିପାରିବ,  ଓ ସେ ବି କେବଳ ୨୪ ଘଣ୍ଟାପାଇଁ ।

୩) ପ୍ରଶ୍ନ-ସେ କେଉଁ ଜିନିଷ ଅଟେ ଯାହା ଛୁଆରୁ ନେଇକରି ଜବାନ୍ ଓ ଜବାନ୍ ରୁ ନେଇକରି ବୁଢା କରିଦେଇଥାଏ ?

ଉତ୍ତର- ବୟସ, ଏଇ ଦୁନିଆଁରେ କେଉଁ ବି ବ୍ୟକ୍ତି ବୟସକୁ ମାତ୍ ଦେଇପାରିନାହିଁ , ଏହା ଏକ ଛୁଆକୁ ଜବାନୀ ଓ ଏକ ଜବାନ୍ କୁ ବୁଢାପା ଆଡକୁ ଠେଲିଦେଇଥାଏ ।

୪) ପ୍ରଶ୍ନ- ଏମିତିକେଉଁ ଜିନିଷ ଅଛି ଯାହା ମହିଳାମାନେ ସବୁବେଳେ ଓ ପୁରୁଷ କେବଳ ଗୋଟିଏ ଥର କରିଥାଏ ?

ଉତ୍ତର- ମଥାରେ ସିନ୍ଦୁର ଭରିବା, ଯେପରି କି ଆପଣ ଜାଣିଛନ୍ତି କି ଭାରତୀୟ ମହିଳା ସବୁଦିନ ମଥାରେ ସିନ୍ଦୁର ଭରିଥାନ୍ତି କିନ୍ତୁ ଯେବେ କି ପୁରୁଷ କେବଳ ବିବାହ ବାଲା ଦିନ ହିଁ ସ୍ତ୍ରୀର ମଥାରେ ସିନ୍ଦୁର ଭରିଥାଏ ।

୫) ପ୍ରଶ୍ନ- କୁଆଁରି ଝିଅ ଏମିତି କେଉଁ କାମ ଅଛି ଯାହା କରିପାରିବେ ନାହିଁ ଓ ଯଦି ସେ କରନ୍ତି ତେବେ ତାଙ୍କୁ ଭଲ ଜଣାଯାଏ ନାହିଁ ?

ଉତ୍ତର- ଯଜ୍ଞରେ ଆହୁତି ଦେବା, ହିନ୍ଦୁ ମାନ୍ୟତା ଅନୁସାରେ କେଉଁ କୁଆଁରି ଝିଅ ଯଜ୍ଞ କୁଣ୍ତରେ ଆହୁତି ଦେଇପାରିବେ ନାହିଁ ।କୌଣସି କୁଅଁର ପୁଅ ମଧ୍ୟ ଏହା କରି ପାରିବେ ନାହିଁ ଯାହାକି ଆମ ଧର୍ମ ସଂସ୍କୃତି ରେ ଲେଖା ହେଇଚି

Leave a Reply

Your email address will not be published. Required fields are marked *