March 1, 2024

Odia Express

News For Public

ଏହି ରାଶିର ଝିଅଙ୍କର ହୋଇଥାନ୍ତି ସବୁଠାରୁ ସ୍ପେଶାଲ୍ ବାହାଘର, ବହୁତ ପ୍ରଭାବ ଶାଳୀ ହୋଇଥାଏ ସବୁ ଆୟୋଜନ

1 min read

ଆମର ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟଶାସ୍ତ୍ରରେ ବହୁତ ମହତ୍ତ୍ୱ ଦିଆଯାଇଛି , ଏହାର ଆଧାରରେ ଆମେ କେଉଁ ବ୍ୟକ୍ତିର ଚରିତ୍ର ବିଷୟରେ ପତ୍ତା ଲଗାଇପାରିବା । ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ବହୁତ ସାରା କଥା କୁହାଯାଏ , ଜ୍ୟୋତିଷ୍ୟ ଶାସ୍ତ୍ର ମାଧ୍ୟମରେ ଆମେ ଆମ କୁଣ୍ତଳୀରେ ରାଶି ଅନୁସାରେ ସବୁ ବ୍ୟକ୍ତିର ସ୍ୱଭାବ , ଚରିତ, ପସନ୍ଦ ନାପସନ୍ଦ ବିଷୟରେ ଆମେ ଜାଣିପାରିବା , ଏତିକି ନୁହେଁ ଆପଣ ନିଜ ଭବିଷ୍ୟ ବିଷୟରେ ଜାଣିପାରିବା , ଯାହାକି ଆଗକୁ କଣ ହେବ , ଆପଣଙ୍କ ଜୀବନରେ କଣ ମିଳିବାର ଅଛି ।

ଆମ ଜ୍ୟୋତିଷ୍ୟ ଶାସ୍ତ୍ର ହିସାବରେ ନିଜ ଜୀବନରେ କେଉଁ ବି ବିଷୟରେ ବହୁତ କିଛି ଜାଣିପାରିବା , ଆପଣଙ୍କ ଲାଇଫ୍ ପାର୍ଟନର୍ କେମିତି ହେବ , କେମିତି ସାଙ୍ଗ ମିଳିବେ , ଓ କିଏ ସଂମ୍ପର୍କରେ ଭଲ ରହିବେ , ଓ କାହା ସହ ଖରାପ୍ ହେବ , ଏହି ମାଧ୍ୟମରୁ ଆମେ ଜାଣିପାରିବା,  କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ରାଶିର ଅନୁସାରେ ଆପଣ କାହାର କନ୍ୟା ହେବେ , କିମ୍ବା ଆପଣଙ୍କ ବିବାହ କାହା ସହ ହେବ ଏହା ଜାଣିପାରିବେ , ଓ ଏହା ଆରେଞ୍ଜ ମ୍ୟାରେଜ୍ ହେବ କି ଲଭ୍ ମ୍ୟାରେଜ୍ , ତେବେ ଆସନ୍ତୁ କହିବୁ ଆପଣଙ୍କ ରାଶି ଅନୁସାରେ କିପରି ହେବ ବାହାଘର ।

ମେଷ ରାଶି ବାଲା ଝିଅ- ମେଷ ରାଶିର ଝିଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଓ ବହୁତ ଚାଲାକ୍ ହୋଇଥାନ୍ତି , ଏମାନଙ୍କ ଆଗରେ ଜଲଦି କିଏ ଆଗକୁ ଆସିପାରିବନି , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ , ଏହି ରାଶିର ଝିଅ ନିଜ ଜିନିଷକୁ ବ୍ୟବସ୍ଥିତ ତରିକାରେ ରଖନ୍ତି ନାହିଁ , ସବୁବେଳେ ଗଡବଡ କରିଦିଅନ୍ତି , ଏମାନଙ୍କ ସବୁ କାମ ଜଲଦି ଜଲଦିରେ ହୋଇଥାଏ,  ଓ ଶେଷ ସମୟରେ ଏହା କୁହାଯାଏ କି ଏମାନେ ବିଳମ୍ବତା କରନ୍ତି ।

ବୃଷ ରାଶି ବାଲା ଝିଅ- ଏହି ରାଶିର ଝିଅ ବହୁତ ବ୍ୟବସ୍ଥିତ ହୋଇଥାନ୍ତି , ଏମାନଙ୍କ କୌଣସି କମି ହୋଇନଥାଏ,  ଏମାନଙ୍କ ବିବାହରେ ସମସ୍ତେ ସେ ବନ୍ଧୁ ହେଉ କିମ୍ବା ସଂମ୍ପର୍କୀୟ ଖାଇବା ପିଇବାର ଆରେଞ୍ଜମେଣ୍ଟର ପ୍ରଶଂସା କରନ୍ତି , ଏଥିରେ କେଉଁ କମି ହୋଇନଥାଏ, ଏମାନଙ୍କ ଆଖପାଖରେ କିଏ ଖୁସି ମନାଇଥାଏ , ଶାନ୍ତିପୁର୍ଣ୍ଣ ମାହୋଲ୍ ହୋଇଥାଏ , ଓ ସବୁ କାମ ଭଲରେ ହୋଇଥାଏ ।

ମିଥୁନ ରାଶି ବାଲା ଝିଅ- ଏହି ରାଶିରଝିଅ ନିଜ ବିବାହପାଇଁ ବହୁତ ଦିନରୁ ପ୍ଲାନ୍ କରନ୍ତି , ଓ ସେଇ ସମୟରୁ ପୁରା କରିବାର ବହୁତ ଚେଷ୍ଟା କରନ୍ତି , କିନ୍ତୁ କିଛି ସମସ୍ୟା ଆସିଯାଏ , ତାଙ୍କର ପ୍ଲାନ୍ ହେଇଗଲେ ବି ଏମାନଙ୍କ କିଛି ସମୟ ହୋଇନଥାଏ , ଯେବେ ଏମାନଙ୍କ ଶେଷ ସମୟ ଆସିଯାଏ , ତେବେ ଏକନୁଆ ପ୍ଲାନ୍ ହୋଇଯାଏ , ଏହାକୁ ପୁରା କରିବାପାଈଁ ଚେଷ୍ଟାରେ ଲାଗିପଡନ୍ତି , ଏମାଅଙ୍କ ସବୁ ବ୍ୟବସ୍ଥା ସଠିକ୍ ତରିକାରେ ହୋଇଥାଏ ।

କର୍କଟ ରାଶି ବାଲା ଝିଅ- ଏହି ରାଶିର ଝିଅ ନିଜେ କାମକରିଥାନ୍ତି , କିନ୍ତୁ ଏମାନଙ୍କ ବିବାହ ସବୁ ଯୋଜନା ସଠିକ୍ ତରିକାରେ ହୋଇଥାଏ ,ଯେପରି ଏକ ବିବାହ ହେବା ଦରକାର, ସେମିତି ଯେମିତି ବିବାହ ହୋଇଥାଏ , ସମସ୍ତେ ଖୁସିରେ ମଜାମସ୍ତି କରିବେ କିନ୍ତୁ ନିଜେ ମଜାମସ୍ତି କରିବା ପରିବର୍ତ୍ତେ ଇମୋସନାଲ୍ ହୋଇଯାଆନ୍ତି , ଓ ସବୁ କଥାରେ ଗଂମ୍ଭୀର ହୋଇଯାଆନ୍ତି ।

ସିଂହ ରାଶି ବାଲା ଝିଅ- ଏହି ରାଶିର ଝିଅଙ୍କ କଥା କହିଲେ ଏମାନେ କେଉଁଠି ବିବାହ କରିବେ କିପରି କପଡା ପିନ୍ଧିବେ , କିଏ କିଏ ଆସିବେ , ଓ କେମିତି ବିବାହ ଏକ ଅଲଗା ପ୍ରକାରର ହେବ , ଏହା ସବୁ ଥାଏ , ଏମାନଙ୍କ ଦିମାଗ ବହୁତ ତେଜ୍ ହୋଇଥାଏ , ଏମାନଙ୍କ ବିବାହ କେଉଁ ସାଧାରଣ ଫଙ୍କସନ୍ ନୁହେଁ , ଏଥିରେ ଅଲଗା କରିବାର୍ ଯଥା ସଂମ୍ଭବ ଚେଷ୍ଟା କରନ୍ତି ।

କନ୍ୟା ରାଶି ବାଲା ଝିଅ- ଏବେ କଥା ହେବା କନ୍ୟା ରାଶିର ତେବେ ଏହି ରାଶିର ଝିଅ ବହୁତ ଦାୟିତ୍ୱବାନ ହୋଇଥାନ୍ତି ,  ଓ କନ୍ୟା ନିଜ ବିବାହର ସବୁ ଆୟୋଜନରେ ଭାଗ ନେଇଥାଏ , ସବୁ ଦାୟିତ୍ୱକୁ ଭଲରେ ନିଭାଏ , ଶେଷରେ ସବୁଆଡୁ ପ୍ରଶଂସା ଶୁଣିଲେ ଏହା ପାଇଁ ବି ଚିନ୍ତିତ ରହିବେ ।

ତୁଳା ରାଶି- ତୁଳା ରାଶିର ଝିଅ ନିଜ ସବୁ କାମ ଭଲରେ କରନ୍ତି , ଓ ନିଜ ଲାଇଫ୍ ରେ ଯେଉଁ କୌଣସି ଫଙ୍କସନକୁ ନିୟନ୍ତ୍ରିତ ରୁପରେ କରନ୍ତି , ଟିକିଏ ହସିବା କାନ୍ଧିବା, ମଜା ମସ୍ତି କରିବା କିଛି ଅଲଗା କରିବା ହୋଇଥାଏ ଏମାନଙ୍କ ବାହାଘରରେ ।

ବିଛା ରାଶି- ଏମାନଙ୍କ ବିବାହରେ କିଏ ଆସିବ କିଏ ନାଇଁ , ଫୁଡ୍ ମେନ୍ୟୁ କେମିତି ହେବ,  ସବୁ ପ୍ଲାନିଙ୍ଗ୍ କରନ୍ତି , ଏମାନେ ନିଜ ବାହାଘର ପୁରା ରିତିନିତିରେ କରିଥାନ୍ତି ।

ଧନୁ ରାଶି- ଏମାନେ ବିଲକୁଲ୍ ପରଫେକ୍ଟ ହୋଇଥାନ୍ତି , ଏମାନେ ଟିକିଏ ଟ୍ରାଡିସନାଲ୍ ମର୍ଡର୍ଣ୍ଣ ଟଚ୍ ରେ ରୁହନ୍ତି , ଏମାନେ କପଡାକୁ ନେଇକରି ନାନାପ୍ରକାର୍ର ସାଜସଜ୍ଜା କରିଥାନ୍ତି ।

ମକର ରାଶି- ଏମାନଙ୍କ ନିଜ ବିବାହକୁ ନେଇ କିଛି ପ୍ଲାନିଙ୍ଗ୍ ହୋଇନଥା,ଏ ଖାଲି ଏମାନେ ନିଜ କାମ କରନ୍ତି , ଏମାନେ ବିବାହରେ ସମସ୍ତେ ଖୁସି ରୁହନ୍ତୁ , ଓ ଖୁସି ମନାନ୍ତୁ , ଏମାନଙ୍କ ଏହା ହିଁ ଚେଷ୍ଟା ରହିଥାଏ ।

କୁମ୍ଭ ରାଶି – କୁମ୍ଭ ରାଶିର ଝିଅ ନିଜ ବିବାହକୁ ନେଇ ବହୁତ ଖୁସି ରୁହନ୍ତି , ଏମାନଙ୍କ ଇଚ୍ଛାନୁସାରେ ବିବାହର ପରମ୍ପରା ରିତିନିତି ଆଦି ହୋଇଥାଏ,  କିନ୍ତୁଯଦି ପାର୍ଟନର ଖୁସିରେ ମଡର୍ଣ୍ଣ ବିବାହ ନ ହେଉ ତେବେ କିଛି ଅସୁବିଧା ହୋଇନଥାଏ ।

ମୀନ ରାଶି- ଏମାନେ ବିବାହରେ କାମ ଭଲରେ ହେବା ଦରକାର , କିନ୍ତୁ ଯଦି ପରିବାର ସହ ବୁଝାମଣା କରିବାକୁ ଥାଏ ତେବେ ସେମାନେ ନିଜ ପରିବାରକୁ ଏହିବିଷୟରେ ରାଜି କରିଦିଅନ୍ତି , ଓ ସବୁବେଳେ ଖୁସିରେ ରୁହନ୍ତି

Leave a Reply

Your email address will not be published. Required fields are marked *