March 3, 2024

Odia Express

News For Public

ମଙ୍ଗଳସୁତ୍ର ପିନ୍ଧିବାର ଏହି ଫାଈଦା ବିଷୟରେ ନିଜେ ମହିଳାଙ୍କୁ ବି ଜଣା ନଥାଏ , ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

ଆମେ ସମସ୍ତେ ଜାଣିଛେ କି ଆମର ଶାସ୍ତ୍ରରେ ବହୁତ ସାରା କଥା ଏମିତି କୁହାଯାଇଛି ଯାହା ଆପଣଙ୍କ ସବୁଦିନର ଜୀବନରେ ସହାୟତା କରିଥାଏ, କିନ୍ତୁ ବହୁତ ଏମିତି ତଥ୍ୟ ବିଷୟରେ ଚର୍ଚ୍ଚା କରାଯାଇଛି ଯାହା ଆପଣ ଜାଣିନଥିବେ । ଆମ ଏହା ଜାଣିଛେ କି ଆମର ହିନ୍ଦୁ ଧର୍ମରେ ଏମିତି ବହୁତ ରୀତିନୀତି ହୋଇଥାଏ ଯାହାର ପଛରେ କିଛି ନା କିଛି କାରଣ ନିଶ୍ଚିତ ଲୁଚି ରହିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ରୀତିନୀତି ବିଷୟରେ କହିବାକୁ ଯାଉଛୁ , ଓ ତାପଛରେ ଲୁଚି ରହିଥିବା କାରାଣ ବିଷୟରେ ।ହିନ୍ଦୁ ଧର୍ମରେ ବିବାହ ପରେ ମଙ୍ଗଳସୁତ୍ର ପିନ୍ଧିବା ବହୁତ ମହତ୍ତ୍ୱପୁର୍ଣ୍ଣ ମାନାଯାଏ , ମଙ୍ଗଳସୁତ୍ର ବିବାହର ପ୍ରତିକ ଚିହ୍ନ ଓ ବିବାହିତ ହେବାର ଚିହ୍ନ ହୋଇଥାଏ , ଏଥିପାଇଁ ବିବାହ ପରେ ବିବାହିତ ସ୍ତ୍ରୀ ଏହାକୁ ଗଳାରେ ଧାରଣ କରନ୍ତି , ମଙ୍ଗଳସୁତ୍ର ପିନ୍ଧିବାର ନିୟମ ବହୁତ୍ ଯୁଗରୁ ଚାଲି ଆସୁଛି

ଭାରତୀୟ ମହିଳା ମାନେ ନିଜ ଗଳାରେ କଳା ମୋତି ଓ ସୁନାର ପେଣ୍ତେଣ୍ଟ ବନାଇକରି ଏକ ଗହଣା ପିନ୍ଧନ୍ତି , ଯାହାକୁ ଆମେ ମଙ୍ଗଳସୁତ୍ର କହିଥାଉ , ଏହି ଭାରତୀୟ ସମାଜରେ ବିବାହିତ ହେବାର ପ୍ରତିକ ବୋଲି ଜଣାଯାଏ , ଆସନ୍ତୁ ଜାଣିବା ମଙ୍ଗଳସୁତ୍ର ପିନ୍ଧିବାର କିଛି ମାନ୍ୟତାଗୁଡିକ ।କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ କୁହାଯାଇଛି କି ସୁନାର ଗୁରୁ ପ୍ରଭାବ ହୋଇଥାଏ, ଏହି କାରଣରୁ ଗୁରୁ ଗ୍ରହ ବୈବାହିକ ଜୀବନରେ ସୁଖମୟ ଓ ସଂମ୍ପତ୍ତି ଓ ଜ୍ଞାନ କାରକ ମାନାଯାଏ , ଏହା ସହ ଏହା ବି କୁହାଯାଏ କି କଳା ରଙ୍ଗ ଶନିଙ୍କ ପ୍ରତିକ ବୋଲି ଜଣାଯାଏ , ଶନି ସ୍ଥାୟିତ୍ୱ ଏବଂ ନିଷ୍ଠାର କାରକ ଗ୍ରହ ହୋଇଥାନ୍ତି , ଗୁରୁ ଓ ଶନିଙ୍କ ମଧ୍ୟରେ ସମ ସଂବନ୍ଧ ହେବା କାରଣରୁ ମଙ୍ଗଳସୁତ୍ର ବୈବାହିକ ଜୀବନରେ ସୁଖ ଏବଂ ସ୍ଥାୟିତ୍ୱ ଆଣିଥାଏ

ସେମିତି ଆପଣଙ୍କୁ କହିଦେବୁ କି ଶାସ୍ତ୍ର ଅନୁସାରେ କୁହାଯାଏ କି ବିବାହ ସମୟରେ କନ୍ୟା ଉପରେ ସମସ୍ତଙ୍କ ନଜର ରହିଥାଏ,  ଏଥିରେ କନ୍ୟା କୁ ଖରାପ ନଜର ଲାଗିବାର ଭୟ ରହିଥାଏ,  ମଙ୍ଗଳସୁତ୍ରରେ ଗୁନ୍ଥା ଯାଇଥିବା ମୋତି ଅଶୁଭ ଶକ୍ତିକୁ ଦୁର କରିଥାଏ , ମଙ୍ଗଳସୁତ୍ର ଖରାପ ନଜରରୁ ରକ୍ଷା କରିଥାଏ , ମଙ୍ଗଳସୁତ୍ର ବିଷୟରେ ମାନ୍ୟତା ଅଛି କି ଏହା ସ୍ୱାମୀ ଉପରେ ଆସୁଥିବା ବିପତ୍ତିକୁ ଦୁର କରିଥାଏ ।

କୁହାଯାଏ କି ମଙ୍ଗଳସୁତ୍ର କିମ୍ବା ଏହାର ମୋତିରେଥିବା ବାୟୁ ଆମର ଖାସ୍ କରି ଧାରଣ କରୁଥିବା ମହିଳାଙ୍କ ଇମ୍ୟୁନୋ ସିଷ୍ଟମ୍ ବା ରୋଗ୍ ପ୍ରତିରୋଧକ ତନ୍ତ୍ରକୁ ମଜବୁତ୍ କରିଥାଏ , ଏହା ଛଡା ଆୟୁର୍ବେଦ ଅନୁସାରେ ଗଳାରେ ସ୍ୱର୍ଣ୍ଣଧାତୁ ଧାରଣ କରିଲେ ଛାତି ହୃଦୟ ସୁସ୍ଥ ରହିଥାଏ , ତାହା ସହହୃଦରୋଗ ସଂବନ୍ଧି ରୋଗରୁ ଦୁର ରହିଥାଏ , ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା ଏହା କି ମଙ୍ଗଲସୁତ୍ରରେ ସୁନାର ଅଂଶ ଯୋଡି ହୋଇଥାଏ,  ଓ ଯଦି ଶାସ୍ତ୍ରର ମାନିବା ତେବେ ସ୍ୱର୍ଣ୍ଣ ଧାରଣ କରିଲେ ଶରୀର ଶୁଦ୍ଧ ହୋଇଯାଏ , ସ୍ନାନ ସମୟରେ ସୁନାର ସ୍ପର୍ଶ କରି ଯେଉଁ ପାଣୀ ଶରୀରରୁ ପଡିଥାଏ , ସେଥିରୁ ପାପରୁ ମୁକ୍ତି ମିଳେ, ଏତିକିନୁହେଁ ମଙ୍ଗଳସୁତ୍ରରେ ମୟୁରର ଚିହ୍ନ ହୋଇଥିଲେ ତେବେ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମର ପ୍ରତିକ ହୋଇଥାଏ, ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା ଏହା କି ଏହା ସ୍ୱାସ୍ଥ୍ୟ ଲାଭକାରୀ ହେବା ସହ ମଙ୍ଗଳସୁତ୍ର ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସଂବନ୍ଧ ଗଭିରତା ଆଣିବାରେ କାମକରିଥାଏ

Leave a Reply

Your email address will not be published. Required fields are marked *