February 26, 2024

Odia Express

News For Public

୨୩ ନଭେମ୍ବର ପରେ ଏହି ୫ ଟି ରାଶିଗୁଡିକର ଉପରେ ଭୋଳାନାଥ କରିବେ ଭାଗ୍ୟୋଦୟ, ହୋଇଯିବେ ମାଲାମାଲ୍

1 min read

ଦେବଙ୍କ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାପାଇଁ ସୋମବାର ଦିନ ସବୁଠାରୁ ଅଧିକା ଶୁଭଦିନ ମାନାଯାଏ , ଓ କୁହାଯାଏ କି ଯେଉଁ ଭକ୍ତ ସଚ୍ଚା ମନରୁ ଏହାର ଆରାଧନା କରିଥାଏ ତାଙ୍କ ଉପରେ ମହାଦେବ ଅଧିକା ଜଲଦି ପ୍ରସନ୍ନ ହୋଇଥାନ୍ତି । ଓ ତାଙ୍କର ସବୁ ମନୋକାମନା ପୁରା କରିଥାନ୍ତି ସୋମବାର ଦିନ ମହାଦେବଙ୍କ ମନ୍ଦିରରେ ଭାରି ମାତ୍ରାରେ ତାଙ୍କ ଭକ୍ତଜନ ଶିବଜୀଙ୍କ ପୁଜା ଆରଧନା କରିଲେ ଓ ଶିବଙ୍କୁ ବି ନିଜ ଭକ୍ତଙ୍କ ଇଚ୍ଛା ପୁରା କରିଥାନ୍ତି । ଶିବ ଭକ୍ତଙ୍କୁ ନାହିଁ ମୃତ୍ୟୁର ଭୟ ରହିଥାଏ , ନା ରୋଗର ,ନା ଶୋକର, ଶିବ ତତ୍ତ୍ୱ ତାଙ୍କୁ ଭକ୍ତି ଓ ଶକ୍ତିର ସାମର୍ଥ୍ୟ ଦେଇଥାଏ , ଶିବ ତତ୍ତ୍ୱଧ୍ୟାନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜରିଆରେ କରାଯାଇଥାଏ , ଏହି ମନ୍ତ୍ରର ଜପରୁ ଭଗବାନ ଶିବଙ୍କ କୃପା ମିଳିଥାଏ , ଶାସ୍ତ୍ରରେ ଏହି ମନ୍ତ୍ରକୁ ବହୁତ କଷ୍ଟର ନିବାରକ କୁହାଯାଇଛି, ଶିବଙ୍କ ବାହାନ ବୃଷଭ ମାନେ ବଳଦ ହୋଇଥାଏ,  ସେ ସବୁବେଳେ ଶିବଙ୍କ ସାଥିରେ ରୁହେ, ବୃଷଭ ଧର୍ମର ପ୍ରତୀକ ହୋଇଥାଏ,  ମହାଦେବ ଏହି ଚାରି ଗୋଡ ବାଲା ପଶୁଙ୍କ ସବାରୀ କରନ୍ତି , ଯିଏ କହିଥାଏ ଧର୍ମ, ଅର୍ଥ, କାମ ଓ ମୋକ୍ଷ ତାଙ୍କ କୃପା ମିଳିଥାଏ , ଏଇ ପରି ଶିବ ସ୍ୱରୁପ ଆମକୁ କହିଥାଏ କି ତାଙ୍କ ରୁପ  ବିରାଟ ଓ ଅନନ୍ତ ଅଟେ, ମହିମା ଅପରଂପାର ଅଟେ, ତାଙ୍କ ଦ୍ୱାରା ସବୁ ସୃଷ୍ଟି ହୋଇଛି । ଶାସ୍ତ୍ରନୁସାରେ କୁହାଯାଏ କି ଭଗବାନ ଶିବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡିଯାଏ,  ତାଙ୍କ ଭାଗ୍ୟ ରାତାରାତି ଚମକିଯାଏ , ଓ ତାଙ୍କ ଜୀବନ ସବୁ କଷ୍ଟ ଓ ସମସ୍ୟା ଦୁର ହୋଇଯାଏ  ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ୫ ଟି ରାଶିର ନାମ ଯାହାଙ୍କୁ ଶିବ ନିଜେ ମାଲାମାଲ୍ କରିଦେବେ , ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

୧) ମେଷ ରାଶି- ୨୩ ନଭେମ୍ବରକୁ ଶୁଭ ସଂଯୋଗ ହେବାରୁ ମେଷ ରାଶିରଜାତକର ଜୀବନରେ ଏକବଡ ପରିବର୍ତ୍ତନ ହେବାକୁ ଯାଉଛି, ଏହି ରାଶିର୍ ଜୀବନରେ ବହୁତ ସାରା ଖୁସି ଦେଖିବାକୁ ମିଳିବ , ଓ ତାହା ସହ୍ ମା ଲକ୍ଷ୍ମୀଙ୍କର କୃପା ରହିବ, ଆପଣଙ୍କ ସବୁ ଅଟକିଥିବା କାମ ହୋଇଯିବ, ଯଦି ଆପଣ କାହାଠାରୁ ପଇସା ଉଧାର ନେଇଥିବେ , ତେବେ ସେ ଫେରିପାରିବେ, ଆପଣଙ୍କ ପୁରା କରଜରୁ ମୁକ୍ତି ମିଳିବ , ଯାହାର କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।

୨) ବୃଷ ରାଶି- ବୃଷ ରାଶିର ଜାତକରେ ୨୩ ନଭେମ୍ବରକୁ ବହୁତ ଅଧିକା ଲାଭ ହେବାକୁ ଯାଉଛି, ଏହାସହ ଅପାର ଧନ ପ୍ରାପ୍ତି ହେବ , ସବୁ କାମରେ ସଫଳତା ପ୍ରାପ୍ତି ହେବ,  ବ୍ୟବସାୟରେ ଭାରି ଲାଭ ହେବାର ଯୋଗ ନ ରହୁ, ସବୁ ଅଟକିଥିବା କାମ ପୁରା ହୋଇଯିବ , ଧନ ପ୍ରାପ୍ତି ହେବାର ଯୋଗ ଅଛି, ପରିବାରର ପୁରା ସାଥ୍ ମିଳିବ, ବେପାରୀଙ୍କୁ ବେପାରରେ ବହୁତ ଲାଭ ହେବ , ଆପଣଙ୍କ ସବୁ କାମରେ ସଫଳତା ମିଳିବ ।

୩) ସିଂହ ରାଶି- ସିଂହରାଶିର୍ ଜାତକରେ ୨୩ ନଭେମ୍ବର ପରେ ବହୁତ ସାରା ଖୁସି ଆସିବାର୍ ଅଛି, ଆପଣଙ୍କ ଭଲ ଦିନ ଆସିବ , ଆପଣଙ୍କ ସବୁ ଅଟକିଥିବା କାମ ପୁରା ହେବ,  ଚାକିରି ପେଶାରେ ବହୁତ ଅଧିକା ସଫଳତା ପ୍ରାପ୍ତି ହେବ , ସମାଜରେ ମାନ ସମ୍ମାନ ଆହୁରି ଅଧିକା ମିଳିବ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଯାହାଦ୍ୱାରା ଅଧିକା ପ୍ରସନ୍ନ ରହିବେ ।

୪) କନ୍ୟା ରାଶି- ଏହି ରାଶିର ଜୀବନରେ ୨୩ ନଭେମ୍ୱରରୁ ବହୁତ ପରିବର୍ତ୍ତନ ଆସିବାର ଅଛି, ଆପଣଙ୍କୁ ଅଧିକା ଫାଈଦା ହେବ,  ଆପଣଙ୍କୁ ସବୁ କାମ ସଫଳତା ମିଳିବ , ସବୁ ଅଟକିଥିବା କାମ ପୁରା ହୋଇଯିବ , ଆର୍ଥିକ ଜୀବନରେ ସୁଧାର ଆସିବ,  ଦାମ୍ପତ୍ୟ ଜୀବନରେ ବହୁତ ଭଲ ହେବ,  ଅଚାନକ ଧନର ପ୍ରାପ୍ତି ହେବ, ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଉପରେ ରହିବ , ଯାହାର କାରଣରୁ ଆପଣ ନିଜ ଜୀବନରେ ତେଜିରେ ପ୍ରଗତି କରିବେ , ପାରିବାରିକ ଆର୍ଥିକ ସ୍ଥିତି ମଜବୁତ୍ କରିବାରେ ଆପଣ ଗୁରୁତ୍ୱପୁର୍ଣ୍ଣ ଭୁମିକା ଅଂଶିଦାର ହେବେ,  ଆପଣଙ୍କ ମନ ପ୍ରସନ୍ନ ହେବ ।

୫) ମୀନ ରାଶି- ୨୩ ନଭେମ୍ବର ପରେ ମୀନ ରାଶିର୍ ଜାତକର ଜୀବନରେ ବହୁତ ପ୍ରକାରର ନୁଆ ପରିବର୍ତ୍ତନ ଦେଖାଦେଉଛି, ଧନର ଦେବୀ ମା ଲକ୍ଷ୍ମୀଙ୍କର କୃପାରୁ ଆର୍ଥିକ ସ୍ଥିତିରେ ମଜବୁତ୍ ଆସିବ,  ଓ ଧନ ୟଶରେ ବୃଦ୍ଧି ହେବ,  କାର୍ଯ୍ୟରେ ମନ ଲଗାଇବେ , ସେ ସଫଳ ହେବ , ଆପଣଙ୍କ ପରିବାରିକ ବିବାଦରୁ ବଞ୍ଚିକରି ରହିବାର ଆବଶ୍ୟକତା ଅଛି, ଓ ବାହାନ ଚଲାଇବା ସମୟରେ ଆପଣ ସାବଧାନ ରୁହନ୍ତୁ

Leave a Reply

Your email address will not be published. Required fields are marked *