March 3, 2024

Odia Express

News For Public

ଆଜିର ଚତୁର ଓ ବୁଦ୍ଧିମାନ ପ୍ରଶ୍ନ ଉତ୍ତର – ଏମିତି କେଉଁ ଜିନିଷ ଅଛି ଯାହାକୁ ଗୋଟେ ସ୍ତ୍ରୀ ଦେଖେଇ ଚାଲେ ଓ ଗୋଟେ ପୁରୁଷ ଲୁଚେଇ କରି ଚାଲେ ?ଉତ୍ତର ଜଣାଥିଲେ ଆପଣ ବୁଦ୍ଧିମାନ ଅଟନ୍ତି..

1 min read

ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୦ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଉତ୍ତର ନିଶ୍ଚୟ ଆପଣାକୁ କିଛି ନୂଆ ଜ୍ଞାନ ଦେବାରେ ସହାୟକ ହେବ | ଆପଣ ଜୀବନରେ ନିଶ୍ଚୟ ସବୁବେଳେ ନୂଆ ନୂଆ ଜ୍ଞାନ ଆହରଣ କରିଥାନ୍ତି |ତେବେ ଆଜି ଆମେ ଆପଣାକୁ ଏଭଳି କିଛି ନୂଆ ପ୍ରଶ୍ନ ଉତ୍ତର ନେଇ ଆସିଚୁ ଓ ଆପଣାକୁ ଏହାର ଉତ୍ତର ଦେବା କୁ ଚେଷ୍ଟା କାରିବ ପାଇଁ ପଡିବ ଓ ନିଜ ମନର କେତେ ବୁଦ୍ଧି ଓ ଆପଣ କେତେ ବୁଢ଼ହିମାନ ତାହା ଆଜି ଆପଣ ନିଜେ ପରୀକ୍ଷା କରି ପାରିବେ

ଏବେ ଜାଣିବା ଏକ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ମୋବାଇଲକୁ ଆମେ ହିନ୍ଦୀରେ କଣ କହି ଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ୱଚଳିତ ଦୁରଭାଷା ଯନ୍ତ୍ର।

ଏବେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ପ୍ରଥମ ଦିନିକିଆ ସିରିଜ କ୍ରିକେଟ କେବେ ଖେଳା ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କ୍ରିକେଟର ପ୍ରଥମ ଦିନିକିଆ କ୍ରିକେଟ ସିରିଜ ଆଜି ଠାରୁ ପ୍ରାୟ ୪୯ ବର୍ଷ ପୂର୍ବେ ୧୯୭୧ ରେ ଅଷ୍ଟ୍ରଲିଆ ଓ ଇଂଲଣ୍ଡ ଭିତରେ ହୋଇଥିଲା ଯାହା ଭିତରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା।

ଏବେ ଜାଣିବା ତିନି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ବିଶ୍ୱର ସବୁଠାରୁ ପୁରୁଣା କେଉଁ ଖେଳ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୋଲ,ଏହା ବିଶ୍ୱର ସବୁଠାରୁ ପୁରୁଣା ଖେଳ ଅଟେ।ଏହି ଖେଳକୁ ଘୋଡା ଉପରେ ବସି ଖେଳ ଆଯାଏ ଆଉ ଗୋଟେ ଦଳରେ ୪ ଜଣ ଖେଳାଳି ଥାନ୍ତି।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଯଦି ପୃଥିବୀରୁ ଚନ୍ଦ୍ର ଅଦୃଶ୍ୟ ହୋଇଗଲେ ତେବେ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯଦି ପୃଥିବୀରୁ ଚନ୍ଦ୍ର ଅଦୃଶ୍ୟ ହୋଇଯାଏ ତେବେ ଦିନ ଜମା ୬ ଘଣ୍ଟାର ହେବ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଦେଶ ଅଛି ଯେଉଁଠାରେ ଅନ୍ୟ ଦେଶର କୌଣସି ଖବର ଚଲାଯାଇ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍ତର କୋରିଆ।ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଉତ୍ତର କୋରିଆରେ ବାହାର ଦୁନିଆର କୌଣସି ଖବର ତାଙ୍କ ଦେଶରେ ପ୍ରଚାର ଓ ପ୍ରସାର କରାଯାଏ ନାହିଁ।ଏଠାକାର ଲୋକଙ୍କୁ କେବଳ ଉତ୍ତର କୋରିଆ ବିଷୟରେ ହିଁ ଖବର ଦିଆଯାଇଥାଏ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩୧ ଡିସେମ୍ବର ୧୬୦୦ ଇସାଇ ରେ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ଏମିତି କେଉଁ ଜନ୍ତୁ ଅଛି ଯିଏ କେବଳ ୧୦ ମିନିଟରେ ପ୍ରାୟ ୧୩୫ ଲିଟର ପର୍ଯ୍ୟନ୍ତ ପାଣି ପିଇ ପାରିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମରୁଯାହାଜ ବା ଓଟ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ବୁଶ୍ୱର କେଉଁ ଏକ ସ୍ଥାନ ଅଛି ଯେଉଁଠାରେ ଅଧିକରୁ ଅଧିକ ଘୁଷୁରୀ ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିନ।ଖିବାକୁ ଗଲେ ସମ୍ପୂର୍ଣ୍ଣ ଦୁନିଆରେ ଯେତେ ଘୁସିରି ମିଳିଥାଏ ତାର ଅଧା ଚିନ ରେ ଥାଆନ୍ତି।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଫାସିର ଦଣ୍ଡ ଶୁଣେଇ ସାରିବା ପରେ ଜର୍ଜ ପେନର ମୁନ କାହିଁକି ଭାଙ୍ଗିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା,ଯେଉଁ କଲମ ଦ୍ୱାରା କୌଣସି ମଣିଷର ଜୀବନ ନିଆଯାଇଛି ବା ତାକୁ ଫାସି ଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି, ଯେପରି ଏ ପେନର ଦ୍ଵିତୀୟ ଥର ବ୍ୟବହାର ନହୋଇ ପାରୁ ଏହି କାରଣ ପାଇଁ ଜର୍ଜ ସେ ପେନ ମୁନ ଭାଙ୍ଗି ଦେଇଥାନ୍ତି।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଏମିତି କେଉଁ ଜିନିଷ ଅଛି ଯାହାକୁ ଗୋଟେ ସ୍ତ୍ରୀ ଦେଖେଇ ଚାଲେ ଓ ଗୋଟେ ପୁରୁଷ ଲୁଚେଇ କରି ଚାଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପର୍ସ ବା ବଟୁଆ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *