June 20, 2024

Odia Express

Here, There and Everywhere

ଆଜିର ମଜାଦାର ଓଡ଼ିଆ ହସକଥା – ସ୍ତ୍ରୀ ଆଇନା ଆଗରେ ଠିଆ ହେଇକି ନିଜକୁ ଦେଖୁଥିଲା ଓ ସ୍ୱାମୀ କି ପଚାରିଲା ମୁଁ କଣ ମୋଟୀ ଦେଖା ଯାଉଛି କି ? ସ୍ୱାମୀ ଡ଼ରିକି କହିଲେ ଯାହାଶୁଣିଲେ ଆପଣ କହିବେ..

1 min read

ଏମିତି ଆପଣ ବହୁତ ଗୁଡିଏ ଜୋକ୍ସ ପଢିଥିବେ , ଓ ଯାହାକୁ ପଢି ଆପଣ ହସି ଥିବେ ଓ ହସାଇଥିବେ , ଏଥିପାଇଁ ଆପଣଙ୍କୁ ଅନୁରୋଧ କି ଆପଣ କି ଆପଣ ଏବେ ଗୋଟେ ଜାଗାରେ ବସି ପଡନ୍ତୁ , କାରଣ ଆଜି ଆମେ ଯେଉଁ ଜୋକ୍ସଗୁଡିକ ନେଇକରି ଆସିଛୁ ତାହାକୁ ପଢିଲେ ଆପଣ ହସି ହସି ବେଦମ୍ ହୋଇପାରନ୍ତି , ଆସନ୍ତୁ ଜାଣିବା ସେହି ମଜାଦାର୍ ଚୁଟକୁଲା ଗୁଡିକ ଉପରେ ନଜର ।

୧) ପିଲାଟି ନିଜ ଜୀବନରେ ଘରେ କିଛି କାମ ନକରିଥାଉ, କିନ୍ତୁ ବର୍ଷାର୍ ଦିନରେ ନିଜ ଚଡିକୁ ନିଶ୍ଚିତ ଆଇରନ୍ ଦେଇଥିବ ।

୨) ଯଦି ଆପଣ ମୋହଲ୍ଲାରେ ଆସୁଥିବା ସବୁ ଲୋକଙ୍କ ଉପରେ ନଜର ରଖୁଥିବେ ଓ ସନ୍ଦେହର ନଜରରେ ଦେଖୁଥିବେ , ତେବେ ଆପଣଙ୍କୁ କ୍ରାଇମ୍ ପେଟ୍ରୋଲ୍ ର ନଜର ଲାଗିଯାଇଛି ।

୩) ମୋର ଝିଅମାନଙ୍କୁ ଅନୁରୋଧ କି ଦୟାକରି ନିଜ ମୁହଁରେ କପଡା ବାନ୍ଧିକରି ନହେଲେ ଜେଜେବାପା ଦେଖିକରି ଏହା କହୁଛନ୍ତି କି ଦେଖ ସେ ଝିଅ ଗହମ କାଟିକି ଆସିଛି, ଓ ତୁ କାମରେ ହାତ ମାରୁନୁ ।

୪) ହେ ଭଗବାନ ଇଏ ତ ମରିଗଲା , ଲାଗୁଛି, ଏହାର ମୃତ୍ୟୁ ମରିବାଦ୍ୱାରା ହୋଇଛି, ନା ବସ୍, ଏହାର ମୃତ୍ୟୁ ମରିବାରୁ ନୁହେଁ ଜୀବନ ଯିବାରୁ ହୋଇଛି ।

୫) ନିଜ ପୁଅର ରିପୋର୍ଟ କାର୍ଡରେ ବାପା ଟିପଚିହ୍ନ ଦେଲେ , ପୁଅ- ବାପା ଆପଣ ତ ଇଞ୍ଜିନିୟର ,ତାପରେ ବି ଟିପଚିହ୍ନ କଣ ପାଇଁ , ବାପା- ତୋର ମାର୍କ ଦେଖିକରି ଶିକ୍ଷକଙ୍କୁ ଜଣାପଡିବନି କି ତୋର ବାପା ଏତେ ପାଠ ପଢିଛି ବୋଲି ।

୬) ଜଳିଯାଇଥିବାକୁ ନିଆଁ କୁହାଯାଏ, ଲିଭିଯାଇଥିବା ନିଆଁକୁ ପାଉଁଶ କହନ୍ତି , ଯାହାର ମିସକଲ୍ ଦେଖିକି ମଦ ନିଶା ଛାଡିଯାଏ ତାକୁ ବାପ୍ କହନ୍ତି ।

୭) ବାପା –ପୁଅ ତୋର ରେଜଲ୍ଟ କଣହେଲା ? ବାପା- ମୋର ୮୦ ପ୍ରତିଶତ୍ ମାର୍କ ଆସିଛି, ବାପା- କିନ୍ତୁ ମାର୍କସିଟ୍ ରେ ତ ୪୦ ପ୍ରତିଶତ ଲେଖାହୋଇଛି, ପପୁ- ବାକି ୪୦ ପ୍ରତିଶତ ଆଧାରକାର୍ଡ ଲିଙ୍କ୍ ହେଲେ ଡାଇରେକ୍ଟ ବ୍ୟାଙ୍କ୍ ଏକାଉଣ୍ଟକୁ ଆସିଯିବ ।

୮) ମା ବାପା ନିଜ ଛୁଆଙ୍କୁ- ଆମର ରାଜା ପୁଅ ବଡ୍ ହୋଇକରି କଣ ହେବ ? ଛୁଆ- ଖାଲି ଏତିକି ଚାଲାକ୍ କି ୩ ବର୍ଷର ଛୁଆକୁ ଏହି ସବୁ ପଚାରିବିନି ,

୯) ବାପା ଓ ୧୫ ବର୍ଷର ପୁଅ ଏକ ହୋଟେଲ୍ କୁ ଗଲେ , ବାପା- ୱେଟର୍ ଗୋଟେ ବିଅର୍ ଓ ଏକ ଆଇସକ୍ରିମ୍ ନେଇକରି ଆସ, ପୁଅ – ଆଇସକ୍ରିମ୍ କଣ ପାଇଁ ବାପା, ଆପଣ ବି ବିଅର୍ ନିଅନ୍ତୁ ନା , ତାପରେ ବାପାଙ୍କ ହାତରୁ ଚପଲ ମାଡ,

୧୦) ସଞ୍ଜୁ ନିଜ ବାପାଙ୍କୁ – ବାପା ସେ ଶର୍ମାଜୀଙ୍କ ପୁଅ ବାପାହେଇଗଲା< ବାପା- ତେବେ କଣ ହେଲା ? ସଞ୍ଜୁ- ଆଛା ଛୁଆବେଳରୁ ଯେବେ ସେ ଫାଷ୍ଟ ଆସିଲା,  ଆପଣ କହିଲେ କି ତାପରି ହୋଇଯା, ତେବେ ଆଜି କହିବେ ନି ? ବାପା- ପଳା ଏଠୁ ହାରାମ୍ ଖୋର୍ ।

୧୧) ଗୋଟେ ଝିଅ କ୍ଲାସରେ ଗୀତ ଗାଉଥିଲା<  ଓ ଜର୍ ଟ ଚ୍ ମି ଟଚ୍ ମି, ତେବ୍ ପପୁ ଉଠିଲା ଓ ଝିଅକୁ ଛୁଈଁନେଲା ଓ କହିଲା ସାହାସ ଅଛି ତ ଆଗକୁ ଆସ , ଓ ଜରା କିସ୍ ମି କିସ୍ ମି ।

୧୨) ଏଲ୍ କେଜିର ଛୁଆ ପେପରରେ ୦ ଆସିଲା , ରାଗରେ ବାପା- ଏହା କଣ ? ଛୁଆ- ବାପା, ଶିକ୍ଷକଙ୍କପାଖରେ ଷ୍ଟାର୍ ଶେଷ, ହୋଇଯାଇଥିଲା , ଏଥିପାଇଁ ସେ ମୁନ୍ ଦେଇଦେଲେ ।

୧୩) ଛୁଆ- ବାପା ନିଜ ମାଙ୍କୁ ଏମିତି କଣ ଦେଖିଲେ କି ବାହା ହୋଇଗଲେ , ବାପା- ତୋ ମାର୍ ଗାଲରେ ସେଇ ଛୋଟ କଳାଜାଇ, ଛୁଆ- ବଢିଆଆଉ ଏତେ ଛୋଟ ଜିନିଷ ଦେଖିକରି ଏତେବଡ ବିପଦକୁ ମୁଣ୍ତେଇନେଲ ।

୧୪) ଗାଁର ଭୋଳା ଲୋକ ସହରରେ ଏକ ବାହାଘର ଭୋଜିରେ ଆସିଲେ , ଭିତରେ ଗଲେ ତ ଏତେ ସାରା ଆଇଟମ୍ ଦେଖିକରି ବାହାରକୁ ଆସିଗଲେ,  ବାହାରକୁ ଆସିକରି ଜଣେ କହିଲା,  ଏବେ ତ ତରକାରୀ ହୋଇନି, କାଟୁଛନ୍ତି ବୋଧେ ।

୧୫) ଜାହାଜର ସହ ବଣିଆ ବି ବୁଡୁଥିଲା,  କିନ୍ତୁ ବଣିଆ ହସୁଥିଲା,  ଦ୍ୱିତୀୟ ଯାତ୍ରୀ- ଆରେ ହସୁଛ କଣ ପାଇଁ ? ବଣିଆ- ଭଗବାନଙ୍କ ଦୟାରୁ ମୁଁ ରିଟର୍ଣ୍ଣ ଟିକେଟ୍ କିଣିନି ।

୧୬) ପପୁ- ବାପା ମୁଁ ଆଉଥରେ ଫେଲ୍ ହୋଇଗଲି, ବାପା- ଚିନ୍ତା କରନି, ତୁ ମୋର ବାଘ ଛୁଆ ପା, ପପୁ- ହଁ ବାପା କାଲି ମ୍ୟାଡାମ୍ ବି ମୋତେ ଏଇଟା କହୁଥିଲେ ଜଣାନାହିଁ ଏଇ ପଶୁଛୁଆଟା କାହାର ପୁଅ ଅଟେ ।

୧୭) ସ୍ତ୍ରୀ ଆଇନା ଆଗରେ ଠିଆ ହେଇକି ନିଜକୁ ଦେଖୁଥିଲା ଓ ସ୍ୱାମୀ କି ପଚାରିଲା ମୁଁ କଣ ମୋଟୀ ଦେଖା ଯାଉଛି କି ? ସ୍ୱାମୀ ଡ଼ରିକି କହିଲେ ନାହିଁ ତା ଜମା ନୁହଁ .ତାପରେ ସ୍ତ୍ରୀ କହିଲେ ତାହାଲେ ମୋତେ ଟେକୀକି ଫ୍ରିଜ ଯାଏ ନିଅ | ଏକଥା ଶୁଣିକି ସ୍ୱାମୀ କହିଲେ ତମେ ଅପେକ୍ଷା କର ମୁଁ ଫ୍ରିଜ କି ତମ ପାଖକୁ ଟେକି ଆଣୁଚି

Leave a Reply

Your email address will not be published. Required fields are marked *