March 3, 2024

Odia Express

News For Public

କିପରି ସ୍ଵଭାଵ ର ହେଇଥାନ୍ତି S ନାମକ ଝିଅମାନେ , ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ସାଙ୍ଗ ସାଥୀଙ୍କ ନାମ S ରୁ ତେବେ ପଢନ୍ତୁ ତାଙ୍କ ବିଷୟରେ ପୁରା ଖବର

1 min read

ନା କେବଳ ପରିଚୟ ନୁହେଁ ବରଂ ଏହା ଆମର ପର୍ସନାଲିଟି ଓ ସ୍ୱଭାବକୁ ବି ଜାହିର୍ କରିଥା,ଏ ଆଜି ଆମେ ଆପଣଙ୍କୁ S ନାମକ ଝିଅଙ୍କ ସ୍ୱଭାବ ବିଷୟରେ କହିବାକୁ ଯାଊଛୁ, ପ୍ରେମରେ ସନ୍ଧେହୀ ଏହି ଅକ୍ଷରର ଝିଅ ବହୁତ୍ କ୍ରୋଧୀ ହୋଇଥାନ୍ତି , ପରେ ଏମାନେ ବହୁତ ଜଲଦି ସମସ୍ତଙ୍କ ହୃଦୟ ଜିଣିନିଅନ୍ତି , ଚାଲନ୍ତୁ ଆପଣଙ୍କୁ କହିବୁ ଏହି ଅକ୍ଷର ନାଁ ବାଲି ଝିଅଙ୍କ କିଛି ସିକ୍ରେଟ୍ । ଏହି ନାଁ ବାଲି ଝିଅ ଫ୍ୟାସନ୍ ସେନ୍ସ ଭଲ ହୋଇଥାଏ,  ଓ ନିଜକୁ ସୁନ୍ଦର ଦେଖାଯିବାପାଈଁ କିଛି ବି କରିପାରନ୍ତି, ପରିଶ୍ରମୀ ସହ ବହୁତ ଲୋକପ୍ରିୟ ହୋଇଥାନ୍ତି , ଏହି ଅକ୍ଷରର ନାଁ ବାଲି ଝିଅ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ଏହି ଜରିଆରେ ସେମାନେ ନିଜ ସଫଳତା ହାସିଲ୍ କରିଦିଅନ୍ତି, ପରିଶ୍ରମୀ ସହ ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି ।

ଏହି ଝିଅମାନେ ମାନେ ହୃଦୟରୁ ସଫା ହୋଇଥାନ୍ତି କିନ୍ତୁ ବହୁତ ଜଲଦି ରାଗ ଆସିଯାଏ , ଏମାନଙ୍କୁ ଭୁଲ୍ ବିଲକୁଲ୍ ପସନ୍ଦ ହୋଇନଥାଏ, ଏତିକି ନୁହେଁ ରାଗ ଏମାନଙ୍କର ସବୁ କଥା ଶୁଣିଥାଏ , ସେ ସାମ୍ନାବାଲା ମା ବାପା ହୁଅନ୍ତୁ ନା କାହିଁକି । କଥା ଯଇ ଆମେ ପ୍ରେମର ହେବା ତେବେ ସେହି ମାମଲାରେ ଏମାନେ ବହୁତ ସିରିୟସ୍ ହୋଇଥାନ୍ତି , ଲଭ୍ ଲାଇଫ୍ ହେଉ କିମ୍ବା ବୈବାହିକ ଜୀବନ ଏହି ପାର୍ଟନର୍ ପ୍ରତି ପୁରା ବଫାଦାର୍ ହୋଇଥାନ୍ତି , ଏମାନେ କେବଳ ରୋମାଣ୍ଟିକ୍ ହୋଇନଥାନ୍ତି ବରଂ ବହୁତ ନାଚୁରାଲ୍ ହୋଇଥାନ୍ତି , ଏମାନଙ୍କ ମନରେ ଯାହା ହୋଇଥାଏ ସେମାନେ ମୁହଁରେ କହିଦିଅନ୍ତି, କିନ୍ତୁ ଏମାନଙ୍କ ହାବଭାବ ଓ ମହଙ୍ଗା ଗିଫ୍ଟ ପରିବର୍ତ୍ତେ ନିଜ ବ୍ୟବହାର ଓ କାମରୁ ଜାହିର୍ କରନ୍ତି , ଏମାନେ ବହୁତ୍ ଇମାନଦାର୍ ହୋଇଥାନ୍ତି, ବନ୍ଧୁ ହେଉ କିମ୍ବା ପାର୍ଟନର୍ ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ, ଏତିକି ନୁହେଁ ଏମାନେ ଖରାପ ସିଚୁଏସନ୍ ରେ ବି ପାର୍ଟନରଙ୍କ ସାଥି ଛାଡନ୍ତି ନାହିଁ । ଏହି ଝିଅଙ୍କର ଏକ ଭଲ କଥା ଏହାକି ଏମାନେ ବହୁତ ଉଦାର ପ୍ରବୃତିର ହୋଇଥାନ୍ତି ଯଦି କିଛି ଅସୁବିଧା ଦେଖାଯାଏ ,ତେବେ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହୀଁ ।

ଏମିତି ଝିଅ ବହୁତ ସେଲଫ୍ ମେଡ୍ ହୋଇଥାନ୍ତି , ନିଜ ବଳରେ ସବୁ କିଛି କରିବାକୁ ଚାହଁନ୍ତି ଓ ସବୁ କିଛି ପାଇବି ନିଅନ୍ତି, ଦେଖେଇ ହେବା ଏହି ଝିଅଙ୍କୁ ବିଲକୁଲ୍ ଘୃଣା ।ଏହି ଝିଅମାନେ ପ୍ରେମର ମାମଲାରେ ଲାଜକୁଳା ହୋଇଥାନି , କିନ୍ତୁ ବହୁତ ମମଲାରେ କିଛି ସନ୍ଧେହୀ ହୋଇଥାନ୍ତି , ଏମାନଙ୍କ ପାର୍ଟନର ସହ ତାଳମେଳ ଠିକ୍ ହୋଇପାରେନାହିଁ

ଏହି ଝିଅ ହସମୁଖ ହେବା ସହ ଟିକିଏ କଞ୍ଜୁସ୍ ହୋଇଥାନ୍ତି , ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି , କିନ୍ତୁ ଏମାନଙ୍କ ତେଜ୍ ସ୍ୱଭାବ ଏମାନଙ୍କୁ ବହୁତ ଖରାପ କରିଦିଏ । ଏହି ନାଁର ଝିଅ ବହୁତ ବଡ ଆଦାର କରିବା ଜଣାଅଛି ଏହି କାରଣରୁ ଏମାନଙ୍କ ଶଶୁରଘରେ ରାଜ୍ କରନ୍ତି , ଏମାନଙ୍କ ଏହି ଅଭ୍ୟାସ କାରଣରୁ ଶାଶୁ ଶଶୁର ନୁହେଁ ବରଂ ନିଜ ସ୍ୱାମୀଙ୍କ ବି ଖୁସ୍ ରଖାଯାଏ , ଦିମାଗ୍ ତେଜ୍ ଏହି ଝିଅ ହୃଦୟରୁ ସଫା ହୋଇଥାନ୍ତି ,ଏମାନଏ ଏହି କଥାକୁ ଡରନ୍ତି କି କେହି ତାଙ୍କ କୌଣସି କଥାକୁ ନେଇ ଦୁଃଖି ନହେଉ , ଏମାନଙ୍କ ପାଇଁ ନିଜ ରେପୁଟେସନ୍ ବହୁତ ମାଇନା ରଖେ

Leave a Reply

Your email address will not be published. Required fields are marked *