October 1, 2023

Odia Express

News For Public

ଏହାକୁ ଦେଖି ଦେଲେ ପୁରା ଦିନ ଭଲରେ ଯିବ – ଏହି କଥା ନିଶ୍ଚୟ ପଢନ୍ତୁ ସବୁଦିନ ସକାଳୁ ଓ ଆପଣଙ୍କ ଦିନ ସବୁଠୁ ଖୁସି ରେ କାଟିବ…

ଗୋଟିଏ ଗଛକୁ ଓପଡିବା , କିମ୍ବା କାଟିବା ଗୋଟିଏ ଅପରାଧ ଅଟେ ଏବଂ ଏହା ପାପ ବି ଅଟେ କିନ୍ତୁ ଏହା କାଇଁକି କରା ଯାଉଛି କାରଣ କେତେ ଥର ବିନାଶ ହି ନୂଆ ବିକାଶ ହୋଇଥାଏ।ଯଦି ନୂଆ ଭାବନା ବନେଇବାକୁ ଚାହିଁବେ ତାହେଲେ ପୁରୁଣା ଭାବନ ଭାଙ୍ଗିବାକୁ ପଡିଥାଏ। ବ୍ୟବସ୍ଥାକୁ ପରିବର୍ତନ କରିବା ପାଇଁ କ୍ରାନ୍ତି ଆଣିବାକୁ ପଡିଥାଏ।ସେହି ପରି ଯଦି କୌଣସି ଗଛର ମୂଳ ଶଢ଼ୀ ଯାଏ ତାହେଲେ ଏହାକୁ ମୂଳରୁ ଓପାଡି ଦେବା ହି ଉଚିତ।ଯାହା ଫଳରେ ସେହି ସ୍ଥାନରେ ନୂଆ ଗଛ କରି ପାରିବା।ଯୁଦ୍ଧ କରିବା ଉଚିତ ନୁହେଁ କିନ୍ତୁ ବେଳେ ବେଳେ ଶାନ୍ତି ପାଇଁ ଯୁଦ୍ଧ କରିବା ଆବଶ୍ୟକ ହୋଇ ଥାଏ।ସଂସାରରେ ସବୁଠାରୁ ଶ୍ରେଷ୍ଠ ହେଉଛି ଫୁଲ , ପ୍ରେମ , ସମ୍ପୁର୍ଣତ, ମିତ୍ର କିନ୍ତୁ ଆପଣ କେବେ ଆପଣଙ୍କ ଜୀବନରେ ଭାବିଛନ୍ତି ସବୁ ବସ୍ତୁ ସବୁ ଘଟଣାର ଗୋଟିଏ ଧର୍ମ ରହିଥାଏ।

ତ୍ୱଚାରେ ଜଳନ କରୁଥିବା ଫୁଲ ଠାରୁ ବହୁତ ଭଲ ହେଉଛି କଣ୍ଟା ଯାହା ଦ୍ୱାରା ଆପଣ ଆପଣଙ୍କ ଘରର ବାଡ଼ ବନେଇଥାନ୍ତି।ଯାହା ଦ୍ୱାରା ବନ୍ୟ ପଶୁ ଭିତରକୁ ଆସି ପାରିବେ ନାହିଁ।ସେହି ପ୍ରେମ ଶ୍ରେଷ୍ଠ ନୁହେଁ ଯାହା ଆପଣଙ୍କୁ ଅନ୍ଧ , ଲୋଭୀ , ପକ୍ଷପତି ବନେଇ ଦେଇଥାଏ।ସେହି ଘୃଣା ଶ୍ରେଷ୍ଠ ଅଟେ ଯାହା ଆପଣଙ୍କୁ ନୂଆ ମାର୍ଗ ଦେଖେଇଥାଏ।ସେହି ସମ୍ପର୍ଣ୍ଣତା ଶ୍ରେଷ୍ଠ ନୁହେ ଯାହା କୃପଣ କରିଦିଏ। ସେହି ଦରିଦ୍ରତା ଶ୍ରେଷ୍ଠ ଅଟେ ଯାହା ଆପଣଙ୍କୁ ଜୀବନରେ ପରିଶ୍ରମ କରିବାର ଶିକ୍ଷା ଦେଇଥାଏ।ଖରାପ ଦିଗ ଦେଖାଉ ଥିବା ମିତ୍ର ଠାରୁ ଶ୍ରେଷ୍ଠ ଅଟେ ସେହି ଶତ୍ରୁ ଯାହା ଆମକୁ ଜୀବନର ଲକ୍ଷ ଦେଖାଇଥାଏ।ସେଠି ପାଇଁ ଜୀବନରେ ସବୁ ଭାବ ସବୁ ଘଟଣା ସବୁ ବସ୍ତୁ ରଗୁଣ ଧର୍ମକୁ ଚିହ୍ନନ୍ତୁ।

ତାପରେ ଆପଣ ଚୟନ କରନ୍ତୁ। ଆମକୁ ଆମ ନିଜ ଉପରେ ସବୁ ବେଳେ ଟିକେ କିମ୍ବା ଅଧିକ ମୋହ ରହିଥାଏ କିନ୍ତୁ ଆପଣ କେବେ ଭାବିଛନ୍ତି ନିଜକୁ ପ୍ରାପ୍ତ କରାଯାଇ ପାରିବ।ଯେତେବେଳେ ଭୂମିରେ ନିଜକୁ ବାହାର କରାଯାଏ ସେତେବେଳେ ଆପଣ କାହାକୁ ବି ମାରି ପାରନ୍ତି କିନ୍ତୁ ତାକୁ ଅଭୂଷଣ ପରି ନିଜ ଶରୀରରେ ଧାରଣ କରି ପାରିବେ ନାହିଁ। ଯଦି ଅଭୂଷଣ କରିବେ ତାହେଲେ ତାହାକୁ ବହୁତ ଯାତ୍ର କରିବାକୁ ପଡିଥାଏ।ଯଦି ଆପଣଙ୍କ ସମୟ ରେ ବିଜୟ ଦରକାର ତାହେଲେ ସମୟ ଦେଇ ନିର୍ମାଣ କରନ୍ତୁ ନିଜକୁ।ଆମେ ସମସ୍ତେ ଶୁଣିଛୁ ଯିଏ ବିର ଏବଂ ସାହସୀ ହୋଇଥାନ୍ତି।ତାହା ଆଗରେ ସାରା ସଂସାର ମୁଣ୍ଡ ନୁଆଇଁ ଥାଏ।

ସାହସ ଯୁଦ୍ଧ ନୁହେଁ ସେହି ସବୁ ବାଜିକୁ ଜିତିବା ପାଇଁ ପରିଶ୍ରମ ଦରକାର।ପଡିକି ପୁଣି ଉଠିଥାଏ।ସାହସ ରଖିବା ଯେତେ ପ୍ରହାର ବିର ଦେଖେଇବ ହେଉଛି ନିରନ୍ତର ପ୍ରୟାସ କରିବା।ଏଥିପାଇଁ ବିଜୟୀ ହେବ ଠାରୁ ବହୁତ ମହତ୍ଵ ପୂର୍ଣ ହେଉଛି ଶୌର୍ଯ୍ୟ ବାନ ହେବା କାରଣ ଯିଏ ଶୌର୍ଯ୍ୟ ବାନ ହୋଇଥାଏ।ତାହାକୁ ବିଜୟ ମିଳିବା ନିଶ୍ଚିନ୍ତ ଅଟେ।କେବେ ଅସ୍ପନ ବ୍ରହ୍ମ ମୁହୂର୍ତ୍ତରେ ଉଠିଛନ୍ତି।ଉଠିକି ଦେଖନ୍ତୁ ସନ୍ଧ୍ୟା ହେବା ପରେ ବି ଯେତେବେଳେ ରାତ୍ରିର ଅନ୍ଧକାର ସାରା ସଂସାରକୁ ଧୀରେ ଧୀରେ ଗିଳିବାରେ ଲାଗିଥାଏ।ଏହି ଅନ୍ଧକାର ବ୍ରହ୍ମ ମୁହୂର୍ତ୍ତରେ ଅଧିକ କଳା ହେଇଯାଏ।

Leave a Reply

Your email address will not be published. Required fields are marked *