September 25, 2023

Odia Express

News For Public

ହାତ ପାଦ ଅଣ୍ଟା ଆଦିର ଦରଜରୁ ଉପଶମ ପାଇବାର ତରିକା – କ୍ୟାଲସିୟମ ଅଭାବ ହେବ ନାହିଁ ଜୀବନସାରା ଏହି ଉପାୟ ଦ୍ୱାରା..

ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ଏକ ଚିନ୍ତାର ବିଷୟ ଅଟେ।ଅନେକ ସମୟରେ ପାଦ, ଗୋଡ ଆଦିର ବ୍ୟଥା ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ବୟସ ବଢ଼ିବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ହେବା ଓ ଦରଜ ହେବା ଏକ ସାଧାରଣ ସମସ୍ୟା।ଯାହାଫଳରେ ଚାଳିବାରେ କଷ୍ଟ ହୁଏ।ସିଡ଼ି ଚଢ଼ିବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ।ଏଥି ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ।ତେଣୁ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପଇବାକୁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ଉପକାରରେ ଆସିବ।ଓ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହେବ।ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଏକ ଉପାୟ ହେଉଛି ମେଥି। ପ୍ରତିଦିନ ରାତିରେ ଗରମ ପାଣିରେ ମେଥି ଭିଜେଇକି ରଖି ସକାଳୁ ସେହି ପାଣିକୁ ଗରମ କରି କିମ୍ବା ସେମିତି ପାନ କରିବେ ଓ ମେଥିକୁ ଚୋବେଇକି ଖାଇବେ। ଯାହାକି ଶରୀରର ବହୁତ ହିତ ସାଧନ କରିବା ସହିତ ହାଡରେ ଶକ୍ତି ଆଣିଥାଏ।

ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ଏକ ଚିନ୍ତାର ବିଷୟ ଅଟେ।ଅନେକ ସମୟରେ ପାଦ, ଗୋଡ ଆଦିର ବ୍ୟଥା ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

Leave a Reply

Your email address will not be published. Required fields are marked *