October 2, 2023

Odia Express

News For Public

ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମ ବିଶିଷ୍ଟ ଝିଅମାନେ – ଚାଣକ୍ୟ ନୀତି..

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ଲିଖିତ ଏକ ମହାନ ନିତି । ଯେଉଁଥିରେ ମାନବ ସମାଜ ପାଇଁ ବହୁତ ହିତକର ଜିନିସ ଲେଖା ହୋଇଛି।ଯାହାକୁ ପଢି ମାନବ ତା ଜୀବନ କୁ ବହୁତ ସୁଖମୟ ଓ ସମୃଦ୍ଧ କରିପାରିବ।ଚାଣକ୍ୟ ବହୁତ ଜ୍ଞାନୀ ଥିଲେ , ସେ ନିଜ ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରାଇଥିଲେ।ଆସନ୍ତୁ ଜାଣିବା ଚଣକ୍ୟ ଙ୍କ କିଛି ନୀତି ଯାହା ଆପଣଙ୍କୁ ଜୀବନର କିଛି ମୁହୂର୍ତ୍ତରେ ସାହାଯ୍ୟ କରିପାରେ।

ସାଧାରଣତଃ ଇଂରାଜୀ ଅକ୍ଷର ବି ରୁ ଆରମ୍ଭ ହଉଥିବା ନାମ୍ନୀ ଝିଅ ମନେ ଶାନ୍ତ ସ୍ୱଭାବ ବିଶିଷ୍ଟ ହୋଇଥାନ୍ତି।ଏହି ଝିଅ ମନେ ନିଜ ସଙ୍ଗିନୀ ସହ ବହୁତ ଭଲ ରେ ମିସିଥାନ୍ତି। ନିଜ ସଙ୍ଗିନୀ ସହ ବହୁତ ବଫଦାର ହୋଇଥାନ୍ତି।ଏହି ମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ।
ଏଇ କାରଣ ପାଇଁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ।

ଇଂରାଜୀ ଅକ୍ଷର ଏନ ରୁ ଆରମ୍ଭ ହଉଥିବା ନାମ ଧରି ଝିଅ ମନେ ମଧ୍ୟ ପବିତ୍ର ହୋଇଥାନ୍ତି।ଏଇମାନେ ବହୁତ ତେଜବସି ହୋଇଥାନ୍ତି।ଏମାନେ ନିଜ ସଙ୍ଗିନୀ ଓ ପରିବାର ପାଇଁ ବହୁତ କିଛି କରନ୍ତି।ଏମାନଙ୍କ ସ୍ୱଭାବ ବ ବହୁତ ଭଲ ହୋଇଥାଏ।ସେଥିପାଇଁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ।

ଇଂରାଜୀ ଅକ୍ଷର ପି ରୁ ଆରମ୍ଭ ହଉଥିବା ନାମ ଧରି ଝିଅ ମନେ ବହୁତ ଭଲ ହୋଇଥାନ୍ତି।ଏମାନେ କେବେ ନିଜ ସମ୍ପର୍କ କୁ ଭାଙ୍ଗିବାକୁ ଦିଅନ୍ତି ନାହିଁ।ଏମାନେ ସମସ୍ତଙ୍କ ମନ ଜାଣି କାର୍ଯ୍ୟ କରିଥାନ୍ତି ହୁଏ ତ ସେ ନିଜ ଠାରୁ ବଡ ହୋଇଥାଉ ବା ସାନ ହୋଇଥାଉ।ଏମାନେ କେବେ କାହା ମନ ରେ ଦୁଃଖ ଦିଅନ୍ତି ନାହିଁ।ସମସ୍ତଙ୍କ ସହ ଭଲରେ କଥାବାର୍ତ୍ତା ମଧ୍ୟ କରିଥାନ୍ତି।ଏହି କାରଣ ଯୋଗୁ ଏମାନଙ୍କୁ ପବିତ୍ର ବୋଲାଯାଏ।

ଇଂରାଜୀ ଅକ୍ଷର ଭି ରୁ ଆରମ୍ଭ ହେଉଥିବା ନାମ ଧରି ଝିଅ ମନେ ବହୁତ ଲାଜକୁଳୀ ହୋଇଥାନ୍ତି , ଲାଜକୁଳୀ ହେଲେ ମଧ୍ୟ ନିଜ ପରିବାର ର ମାନ ମର୍ଯ୍ୟାଦା କୁ ସବୁବେଳେ ଦୃଷ୍ଟି ରେ ରଖନ୍ତି ।ଯଦି ଆମେ ଭଲ ଭାବରେ କହିବା ଏମାନେ ସାଧାରଣତଃ ନିଜ ପରିବାର ର ମଙ୍ଗଳ ଉପରେ ଗୁରୁତ୍ତ୍ୱ ଦିଅନ୍ତି ଓ ଏହା ସହ ସେମାନଙ୍କ ଇଛା ମଧ୍ୟ ପୂରଣ କରନ୍ତି।

ଶେଷରେ ଇଂରାଜୀ ଅକ୍ଷର ବାଇ ରୁ ଆରମ୍ଭ ହଉଥିବା ନାମ ଧରି ଝିଅମାନଙ୍କ ସ୍ୱଭାବ ସମସ୍ତଂକ ପ୍ରତି ଭଲଥାଏ। ଏମାନେ ସମସ୍ତଙ୍କ ସହ ଅତି ଆଦର ସହ କଥା ହୋଇଥାନ୍ତି ,କେବେ କାହାକୁ ନିରାଦର କରନ୍ତି ନାହିଁ।ନିଜ ସଙ୍ଗିନୀଙ୍କୁ ଖୁସି ରଖିବା ପାଇଁ ଏମାନେ ସବୁକିଛି କରନ୍ତି।

ତେବେ ଜାଣିଲେ ଏହି ଏହି କଥା। ଏହି୫ଟି ଲେଟରରୁ ଆରମ୍ଭ ହୋଇଥିବା ଝିଅ ହୋଇଥାନ୍ତି ଏମିତି। ସବୁବେଳେ ଧ୍ୟାନ ରଖନ୍ତୁ।

Leave a Reply

Your email address will not be published. Required fields are marked *