March 3, 2024

Odia Express

News For Public

ଶୁଖିଲା କାଶ ତୁରନ୍ତ ଭଲ ହେଇଯିବ ଓ ସୁଫଳ ମିଳିବ – କେବଳ ଏସବୁ ଉପାୟ କର, ଶୁଖିଲା କାଶ ପାଇଁ ଘରୋଇ ଉପଚାର ଶିଖ..

କେବଳ ଗୋଟେ ଦିନରେ ଭୟଙ୍କରରୁ ଭୟଙ୍କର ଏବଂ ପୁରୁଣାରୁ ପୁରୁଣା କାଶରୁ ମୁକ୍ତି ପାଆନ୍ତୁ।ନମସ୍କାର ସାଙ୍ଗମାନେ କେବେହେଲେ କାଶକୁ ସାଧାରଣ ରୋଗ ଭାବିବା ଉଚିତ ନୁହେଁ।ଯଦି ଆପଣଙ୍କୁ କାଶ ହେଉଛି ଏବଂ ଏକାସାଙ୍ଗରେ ଦୁଇ ତିନି ସପ୍ତାହ ହୋଇଗଲାଣି ତେବେ ସାଙ୍ଗମାନେ କାଶଦ୍ୱାରା ଆପଣଙ୍କୁ ଆହୁରି ବହୁତ କିଛି ରୋଗ ମଧ୍ୟ ହୋଇପାରେ। ଆଉ ସାଙ୍ଗମାନେ ଏବେ ଥଣ୍ଡାଋତୁ ଚାଲିଛି ଏବଂ ଥଣ୍ଡାରୁତୁରେ କାଶ ହେବା ସାଧରଣ କଥା।ଯଦି ଆପଣଙ୍କଘରେ ଏମିତି କେହି ଅଛନ୍ତି ଯାହାଙ୍କୁ କାଶ ହେଉଛି ତେବେ ଏହାକୁ ତାଙ୍କୁ ନିଶ୍ଚିତ ଦେଖାନ୍ତୁ।ଏହି ଉପାୟ ଏତେ କାରିଗର ଯେ ଆପଣ ଯଦି ଗୋଟେଥର ପ୍ରୟୋଗ କରିଦେଖିବେ ତେବେ ଆପଣଙ୍କୁ ଲାଭ ନିଶ୍ଚିତ ମିଳିବ।ଆମେ ଆପଣଙ୍କୁ ଯେଉଁସବୁ ଉପାୟ ଜଣାଉ ତାହା ୧୦୦ ପ୍ରତିଶତ କାର୍ଯ୍ୟକାରୀ ହୋଇଥାଏ।

ବ୍ୟକ୍ତି ବ୍ୟକ୍ତି ଉପରେ ଏହାର ପ୍ରଭାବ ଅଲଗା ଅଲଗା ହୋଇଥାଏ।କିନ୍ତୁ ଆଜିର ଯେଉଁ ଉପାୟ ଅଛି ସେ ଛୋଟପିଲା ହେଉ ବୁଢାଲୋକ ହେଉ କିମ୍ବା ଯୁବକ ହେଉ କାହାକୁବି କାଶହେଉ ଗୋଟେ ଦିନରେ ଭଲ କରିଦେବ।ଏଠାରେ ଆମେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବୁ।

ସାଙ୍ଗମାନେ ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମ ପଦାର୍ଥ ଦରକାର ହେବ ଅଳ୍ପ କିଛି ଲୁକେୱାର୍ ପାଣି।ପାଣି ବେଶି ଗରମ କରନ୍ତୁ ନାହିଁ କେବଳ ହାଲ୍କା ଗରମ କରନ୍ତୁ।ଏହାପରେ ଦ୍ୱିତୀୟ ପଦାର୍ଥ ଦର୍କାରହେବ ଅପଣଙ୍କୁ ଅମୃତଭଣ୍ଡା ପତ୍ର|।ଏଠାରେ ଆପଣଙ୍କୁ ଧ୍ୟାନ ରଖିବାର ଅଛିଯେ ଅମୃତଭଣ୍ଡାର ପୁରୁଣା ପତ୍ରକୁ ନେବାର ନାହିଁ।ଏଠାରେ ଆପଣଙ୍କୁ ଜଣାଇବୁ ଯେ ଅମୃତର ପୁରୁଣା ପତ୍ରରେ କଳା କଳା କିଛି ଦାଗ ଲାଗିଥାଏ।ସେହିଭଳି ପତ୍ରକୁ ଆପଣଙ୍କୁ ନେବାର ନାହିଁ।ଯେଉଁ ପତ୍ର ନରମ ଏବଂ କୋମଳ ଥିବା ବାଛିକରି ସେହିଭଳି ପତ୍ରର ପ୍ରୟୋଗ କରିବାର ଅଛି।ଯଦି ଆପଣ କଳା କଳା ଦାଗ ଲାଗିଥିବା ପୁରୁଣା ପତ୍ରର ପ୍ରୟୋଗ କରିବେ ତେବେ ଆପଣଙ୍କୁ କୌଣସି ଫଳ ମିଳିବ ନାହିଁ।ତ ଏହି କଥାର ଆପଣ ଧ୍ୟାନ ରଖନ୍ତୁ।

ଏଠାରେ କୁହାଯାଇଥିବା ସମସ୍ତ ତଥ୍ୟ ପଢ଼ିସାରିବା ପରେହିଁ ଏହାର ପ୍ରୟୋଗ କରନ୍ତୁ।ଏହିଭଳି ପତ୍ରକୁ ଆପଣ ନିଅନ୍ତୁ।ଏବେ ଚାଲନ୍ତୁ ଜାଣିବା କିଭଳି ଏହାର ପ୍ରୟୋଗ କରିବାର ଅଛି।ପତ୍ରକୁ ନେବାପରେ ଆପଣଙ୍କୁ ନେବାର ଅଛି ଏକ ଛୁରି।ଛୁରି ସାହାଯ୍ୟରେ ପତ୍ରର ପଛ ପାର୍ଶ୍ୱରେ ଥିବା ମୁଖ୍ୟ ଶିରାକୁ କାଢି ଅଲଗା କରିଦିଅନ୍ତୁ।ମନେ ରଖନ୍ତୁ ଏହାକୁ ପ୍ରୟୋଗ କରିବାର ନାହିଁ।ଏହାକୁ ପ୍ରୟୋଗ କରିବା ଦ୍ୱାରା କିଛି ଲାଭ ମିଳିନଥାଏ।କେବଳ ଏହାର ପତ୍ରର ହିଁ ପ୍ରୟୋଗ କରନ୍ତୁ।ପତ୍ରର ପଛ ପାର୍ଶ୍ୱରେ ଥିବା ମୁଖ୍ୟ ଶିରା କାଢି ଫୋପାଡି ଦିଅନ୍ତୁ।

ଆସନ୍ତୁ ଜାଣିବା ଆପଣଙ୍କୁ ଏହାର କେତେ ମାତ୍ରା ନେବାର ଅଛି।ଯଦି ଆପଣ କୌଣସି ଯୁବକ ବ୍ୟକ୍ତିଙ୍କୁ ଦେବାକୁ ଚାହୁଁଛନ୍ତି ତେବେ ଆପଣ ଦୁଇଟି ପତ୍ରର ବ୍ୟବହାର କରିବେ।ଯଦି ଆପଣ କୌଣସି ଛୋଟପିଲାକୁ ଦେବାକୁ ଚାହୁଁଛନ୍ତି ତେବେ ଆପଣ ଏକ ପତ୍ରର ଅଧା ଅଂଶ ନିଅନ୍ତୁ।ଯଦି ଆପଣ କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ଦେବାକୁ ଚାହୁଁଛନ୍ତି ତେବେ ଆପଣ ତିନୋଟି ପତ୍ରର ବ୍ୟବହାର କରିପାରିବେ।କେବଳ ଆପଣଙ୍କୁ ଧ୍ୟାନ ରଖିବାର ଅଛିଯେ ପତ୍ରର ପଛ ପାର୍ଶ୍ୱରେ ଥିବା ଶିରାକୁ କାଢିଦିଅନ୍ତୁ।
କେବଳ ଆପଣଙ୍କୁ କୋମଳ ପତ୍ର ହିଁ ବ୍ୟବହାର କରିବାର ଅଛି।

କୋମଳ ପତ୍ରକୁ ଚୋବାଇବାପରେ ଆପଣଙ୍କୁ ୪ ଢ଼ୋକ ହାଲ୍କା ଉଷୁମ ପାଣି ପିଇବାର ଅଛି।ଏହି ଭଳି ଭାବରେ ଆପଣଙ୍କୁ ଛୋଟପିଲା,ବୃଦ୍ଧ ବ୍ୟକ୍ତି ଏବଂ ଯୁବକଙ୍କୁ ଦେଇପାରିବେ।ଦେଖିବେ ଅପଣଙ୍କ କାଶ ଦୂର ହୋଇଯିବ।ଏହି ଉପାୟ ଶତ ପ୍ରତିଶତ କାର୍ଯ୍ୟକାରୀ ଅଟେ।ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖିବେ ଆପଣଙ୍କୁ ନିଶ୍ଚିତ ଏଥିରୁ ଉପକାର ମିଳିବ।

Leave a Reply

Your email address will not be published. Required fields are marked *