September 25, 2023

Odia Express

News For Public

ଦଶ ଟଙ୍କାର ଏହି ଜିନିଷ ଆଣ୍ଠୁ ଗଣ୍ଠି ବିନ୍ଧା , ଅଣ୍ଟା ବିନ୍ଧାକୁ ସବୁ ଦିନ ପାଇଁ ଦୂର କରି ଦେବ..

ଏହା ହେଉଛି କଖାରୁ।ଯାହା ଆକାରରେ ବହୁତ ବଡ଼ ହୋଇ ଥାଏ।ଏହା ବହୁତ ଜଲଦି ଖରାପ ହୋଇ ନଥାଏ।କୌଣସି ଭାବରେ ବି କଖାରୁର ପତଯୋଗ କରିବା ଦରକାର।ଆପଣ ଏହାକୁ ତରକାରୀ କରନ୍ତୁ କି ରାଇତା।ଆପଣ ଏହାର ମଞ୍ଜିକୁ ଖାଉଥିବେ।କଖାରୁ ବହୁତ ଫାଇଦା ଦେଇ ଥାଏ।ଏହି ସବୁ ବିନ୍ଧାରୁ ରକ୍ଷା ମିଳିବ ଆପଣ ଯଦି କଖାରୁ ମଞ୍ଜି ସେବନ କରିବେ।କୌଣସି ରୂପରେ ବି ଆପଣ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ।ବହୁତ ଲୋକ ସୁପ କରି ଥାନ୍ତି ଏଥିରେ ଛୋଟ ଛୋଟ କଖାରୁ ପକେଇଥାନ୍ତି।ଆପଣ ଏହାର ରସ ମଧ୍ୟ ପିଇ ପାରିବେ ସବୁଦିନେ ଅଧା କପ ବନେଇକି। ଯୋଡ଼ା ବିନ୍ଧାରୁ ରକ୍ଷା ପାଇବେ ଏହା ସହିତ ବହୁତ ରୋଗରୁ କଖାରୁ ସେବନ ଦ୍ୱାରା ଆମେ ରକ୍ଷା ପାଇଥାଉ।

ଆସନ୍ତୁ ଜାଣିବା କେଉଁ କେଉଁ ରୋଗରେ କଖାରୁ ସେବନ ଫାଇଦା ଦେଇଥାଏ। ଅଲଗା ଅଲଗା ଜାଗାରେ ଏହାକୁ ଅଲଗା ଅଲଗା ନାମରେ ଜାଣିଥାନ୍ତି।ଏହି ଗଛରେ ଯେଉଁ ଫୁଲ ହୋଇ ଥାଏ ଏହା ହଳଦିଆ ରଙ୍ଗର ଫୁଲ ହୋଇଥାଏ। ଫଳ ପ୍ରଥମେ ତା ସବୁଜ ରଙ୍ଗର ହୋଇଥାଏ।ତାପରେ ଏହା ଯେତେ ପାଚେ ଏହାର ରଙ୍ଗ ହଳଦିଆ ହୋଇଯାଏ। କଖାରୁର ବହୁତ ମାତ୍ରାରେ ଭିଟାମିନ ସି ରହିଥାଏ।ମଧୁମେହ ରୋଗୀ ପାଇଁ କଖାରୁ ସେବନ ବହୁତ ଫାଇଦା ଦେଇ ଥାଏ ନୀତି ଦିନ ଖାଇବା ଦ୍ୱାରାଏହା ସେମାନଙ୍କୁ ନିଶ୍ଚିନ୍ତ ଖାଇବା ଆବଶ୍ୟକ।ଯାହାକୁ କିଡ୍ନୀ ଷ୍ଟନ ହୋଇଛି ସେମାନଙ୍କୁ କଖାରୁ ସେବନ ନିହାତି କରିବା ଆବଶ୍ୟକ।ପିତର ଅସୁବିଧାକୁ ବହୁତ ଜଲଦି ଭଲ କରି ଦେଇଥାଏ।

ସବୁବେଳେ ଆପଣ କଞ୍ଚା କଖାରୁ ନିଅନ୍ତୁ। ଏହାର ପ୍ରୟୋଗ କରନ୍ତୁ ଏହାର ମଞ୍ଜି କେବେ ପକାନ୍ତୁ ନାହିଁ।ମଞ୍ଜିରେ ହଳଦୀ ଲୁଣ ପକେଇ ନିଶ୍ଚିନ୍ତ ଖାଆନ୍ତୁମବହୁତ ଲୋକ ଏହାର ମଞ୍ଜିକୁ ସୁଖେଇକି ରଖିଥାନ୍ତି।ଏହି ମଞ୍ଜିକୁ ଖାଇଲେ ଓଜନ କମ କରିବାରେ ସାହାଯ୍ୟ କରିଥାଏ।ଏହାର ମଞ୍ଜି ବହୁତ ଫାଇଦା ଦେଇଥାଏ।କଖାରୁ କୁ ସବୁ ରାଜ୍ୟରେ ଅଲଗା ଅଲଗା ନାମରେ କହିଥାନ୍ତି।ଏହା ବହୁତ ଗୁଣ କାରୀ ହୋଇଥାଏ।ଆମର ପାଚନ ଶକ୍ତିକୁ ବଢ଼ାଇ ଥାଏ।ଏହାକୁ ଖାଇବା ଦ୍ୱାରା ଆମର ହଜମ ବହଳ ଭାବରେ ହୋଇ ଯାଏ।ଶୋଷ ଦୂର କରିଥାଏ। ଏହାକୁ ଖାଇବା ଦ୍ୱାରା କାଶ ଭଲ ହେଇଯାଏ।ଯାହାର ବହୁତ ଅଧିକ କଫ ହୋଇଥାଏ ତାଙ୍କୁ ଖାଇବା ଉଚିତ ନୁହେଁ।

ଏହାର ମଞ୍ଜିକୁ ଆପଣ କେବେ ପକାନ୍ତୁ ନାହିଁ।ଏଥିରେ ବାବୁତ ଅଧିକ ପୋଷାକ ତତ୍ୱ ରହିଥାଏ।ଆପଣ ଏହାକୁ ଭାଜିକି ଖାଇ ପାରିବେ।ଏହାର ରାଇତା ବହୁତ ସ୍ୱାଦିଷ୍ଟ ହୋଇଥାଏ।ଏଥିରେ ବହୁତ ଅଧିକ ପୋଷାକ ତତ୍ୱ ରହିଥାଏ। ଏଥିରେ ଭିଟାମିନ ଏ ରହିଥାଏ। ଭିଟାମିନ ବି ରହି ଥାଏ।ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ ଫସଫରସ ରହି ଥାଏ।କ୍ୟାଲସିୟମ ରହିବ କାରଣରୁ ଏହା ଆମର ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିଥାଏ।ଆପଣ ଏହାର ରସ ବାହାର କରି ଏହାକୁ ପିଇ ପାରିବେ। ଯାହାର ପେଟରେ ଗ୍ୟାସ ହେଉ ଥାଏ ତାଙ୍କ ପାଇଁ କଖାରୁ ସେବନ ବହୁତ ଆବଶ୍ୟକ।

Leave a Reply

Your email address will not be published. Required fields are marked *