September 25, 2023

Odia Express

News For Public

ଘରର ଏହି ୩ଟି କୋଣରେ ରଖନ୍ତୁ ମୟୁରପୁଚ୍ଛ – ଜଲଦି ୧୦ଗୁଣା ବଢିବ ପଇସାର ଆମଦାନୀ…

କଣ ଆପଣ ଜାଣନ୍ତି ମୟୁରପୁଚ୍ଛର କିଛି ବିଶେଷ୍ୟତ୍ୱ।ଭାଗବନ କୃଷ୍ଣଙ୍କ ମୁକୁଟରେ ଏବେ ବି ମୟୁରପୁଚ୍ଛ ଶୋଭାପାଉଛି।ରାଜା ଇନ୍ଦ୍ରଦେବ ବି ନିଜ ସିଂହାସନ ରେ ଏହାକୁ ବ୍ୟବହାର କରୁଛନ୍ତି।ଚାଲନ୍ତୁ ଆମେ ଜାଣିବା ଆଜି ମୟୁରପୁଚ୍ଛର ୨୦ଟି ବିଶେଷ୍ୟତ୍ୱ।

୧.ଯୋଉ ଲୋକ ନିଜ ଘରେ ୨ଟି ମୟୁରପୁଚ୍ଛ ରଖେ ସେ ସବୁବେଳେ ଖୁସିରେ ରହେ।

୨.ଯେଉଁ ବ୍ୟକ୍ତି ନିଜ ପାଖରେ ସବୁବେଳେ ଗୋଟେ ମୟୁରପୁଚ୍ଛ ରଖେ ସେ ସବୁବେଳେ ମଙ୍ଗଳମୟ ହୁଏ।ବହୁତ ବଡ ବଡ ବିପଦରୁ ରକ୍ଷା ପାଇଯାଏ।

୩.ଏହାକୁ ଘରେ ରଖିବା ଦ୍ୱାରା ଘରେ ନକରାତ୍ମକ ଜିନିସର ନାସ ଘଟେ ଓ ସକାରାତ୍ମକ ଜିନିସର ଆବେଶ ଆସେ।

୪.ଯଦି ଆପଣଙ୍କ ପିଲା ପାଠ ପଢୁନାହିଁ ବା ପାଠପଢିବାରେ ଦୁର୍ବଳ ଅଛି ତା ଆପଣ ତା ବେଗ ରେ ଗୋଟେ ମୟୁରପୁଚ୍ଛ ରଖିଦିଅନ୍ତୁ।

୫.ମୟୁରପୁଚ୍ଛ ନିଜ ପର୍ସରେ ରଖିବା ପରେ ରାହୁ ଦୋସ ବି ଆପଣଙ୍କର କିଛି କ୍ଷତି କରିପାରେ ନାହିଁ।

୬.ଯଦି ଆପଣଙ୍କୁ ସାପକୁ ଡର ଲାଗୁଛି ତା ଆପଣ ଏହାକୁ ନିଜ ପାଖରେ ରଖିପାରିବେ।

୭.କେବେ କେବେ ଏହାକୁ ମସ୍ତକ ରେ ଧାରଣ କରିବା ଦ୍ୱାରା ବିଦ୍ୟା ଲାଭ ହୁଏ।

୮.ଯଦି ଘରର ମୁଖ୍ୟ ଦ୍ୱାରା ବାସ୍ତୁର ବିରୋଧରେ ଥାଏ,ତବେ ନିଜ ଘର ସାମ୍ନାରେ ତିନୋଟି ମୟୁରପୁଚ୍ଛ ସ୍ଥାପିତ କରିଦିଅନ୍ତୁ।

୯.ଯଦି ଜୀବନ ରେ କେବେ ବିପଦ ଆସିଯାଏ ତେବେ ନିଜ ଘରେ ଏହାକୁ କୌଣସି ବି କୋଣ ରେ ରଖାଯାଇପରେ।

୧୦.ଯଦି ପତ୍ନୀ ଓ ପତିଙ୍କ ମଧ୍ୟରେ ଝଗଡା ହୁଏ ତେବେ ଗୋଟେ ମୟୁରପୁଚ୍ଛ ନିଜ ବିବାହର ଅଲବମରେ ଲୁଚେଇକି ରଖିବା ଫଳରେ ଝଗଡା ବନ୍ଦ ହୋଇଯାଇଥାଏ।

୧୧.ମୟୁରପୁଚ୍ଛ କୁ ଘର ବାରଣ୍ଡାରେ ରଖିବା ଫଳରେ ନକରାତ୍ମକ ଶକ୍ତିର ବିନାଶ ଘଟେ।

୧୨.ମୟୁରପୁଚ୍ଛ କୁ ପାଖରେ ରଖିଲେ ସେହି ବ୍ୟକ୍ତି ଜଣଙ୍କ ଅସଫଳତାର ସ୍ୱାଦ ଚାଖିନଥାଏ।ସେ ବହୁତ ସଫଳତାର ସ୍ୱାଦ ଚାଖିଥାଏ।

୧୩.ମୟୁରପୁଚ୍ଛକୁ ନିଜ ପୋଷାକରେ ରଖିକି ସୋଇଲେ କେବେ ଭୟାନକ ସ୍ୱପ୍ନ ଆସିନଥାଏ।

୧୪.ମୟୁରପୁଚ୍ଛକୁ କେବେ ତଳେ ଫିଙ୍ଗିବା କଥା ନୁହଁ ,ଯଦି ଏହା କରନ୍ତି ତାହେଲେ ଆପଣଙ୍କ ଘରର ସମୃଦ୍ଧି ହୋଇନପାରେ।

୧୫.ଯଦି ଆପଣଙ୍କୁ କେବେ କେହିଜଣେ ମୟୁରପୁଚ୍ଛ ଦେଇଥାଏ,ତେବେ ଆପଣଙ୍କ ଜୀବନର ସବୁ ସୁଖମୟ ଜିନିସ ପାଖକୁ ଚାଲିଆସେ।

୧୬.ମୟୁରପୁଚ୍ଛ ଭାଙ୍ଗିବା ପରେ ମଧ୍ୟ ଏହାର ପ୍ରଭାବ ଯାଇନଥାଏ।

୧୭.ମୟୁରପୁଚ୍ଛକୁ ଆପଣ କିଛି ସୁଭାମୁହୂର୍ତ୍ତ ରେ ନେଇକି ରଖନ୍ତୁ,ତାହେଲେ ଆପଣ ବହୁତ ସଫଳତା ପ୍ରାପ୍ତି କରିବେ।

୧୮.ଘରର ଦକ୍ଷିଣପୂର୍ବ ଦିଗରେ ମୟୁରପୁଚ୍ଛ ରଖିବା ଦ୍ୱାରା ଘରେ ସବୁବେଳେ ସୁଖ ସମୃଦ୍ଧି ବଢିଥାଏ।ଘରେ କେବେହେଲେ ବ ଧନର ଅଭାବ ପଡିନଥାଏ।

୧୯.ମୟୁରପୁଚ୍ଛକୁ କିଣୁଥିବା ସମୟରେ ଧ୍ୟାନ ଦେବା ଉଚିତ କି ଏହା କୌଣସି ଦିଗରୁ ଭାଙ୍ଗିନଥିବା ଦରକାର।ନହେଲେ ଏହା ଅଶୁଭ ମନଯାଏ।

୨୦.ମୟୁରପୁଚ୍ଛକୁ ଘରକୁ ଆଣିବା ସମୟରେ କୃଷ୍ଣଙ୍କ ନାମ ନେବା ଦରକାର ଏହା କଲେ ଘରେ ସମସ୍ତେ ସୁଖରେ ରୁହନ୍ତି ଓ ସବୁ କାମ ଆପଣଙ୍କ ର ଠିକ ସମୟ ଆନୁଯାଇ ହୋଇଥାଏ।

Leave a Reply

Your email address will not be published. Required fields are marked *