September 25, 2023

Odia Express

News For Public

ଯେବେ ମନ ଉଦାସ ହୁଏ ତ କଣ କରିବ – ଶ୍ରୀକୃଷ୍ଣ ଙ୍କ ଏହି ଉପାୟ କଲେ ସବୁ ଦୁଃଖ ସଂଗେ ସଂଗେ ଶେଷ ହେଇଯିବ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..

ଉଦାସତା ହୃଦୟର ଏମିତି ଗୋଟିଏ ଭାବ ଯାହା ଆମର କୌଣସି କଥାରେ ମଧ୍ୟ ରୁଚି ରହି ନଥାଏ।ଆମେ କୌଣସି କଯ୍ୟ କରିବା ପାଇଁ ଉଷାହିତ କରି ନଥାଏ। ଉଦାସ ଯଦି ଗୋଟିଏ ସୀମାରୁ ବଢି ଯାଇ ଥାଏ ତାହେଲେ ମନର ରୋଗ ହୋଇଯାଏ।ମଣିଷ ଜୀବନଠୁ ଅଧିକ ମୃତ୍ୟୁ କୁ ପସନ୍ଦ କରିଥାଏ।ଆମେ ସମସ୍ତେ ଜୀବନରେ କେବେ ନା କେବେ ଉଦାସ ଅନୁଭବ କରି ଥାଉ।ମନ ନିରାଶରେ ଭାରି ଯାଏ ଏବଂ କାଯ୍ୟ କରିବାକୁ ପ୍ରସ୍ତୁତ ହେଉ ନାହିଁ।ଅଧିକତ ଆମ ଉଦାସ କିଛି ଦିନ ପାଇଁ ହୋଇଥାଏ। ଏହା ଦ୍ୱାରା ହେଉ ଥିବା କ୍ଷତିକୁ ଆମେ ଦେଖି ପାରୁନି କିନ୍ତୁ ଉଦାସ ଧୀରେ ଧୀରେ ଅଭ୍ୟାସ ହୋଇଯାଏ।ଏବଂ ଆମେ ବାର ବାର ଉଦାସ କାରଣରୁ ସବୁ କାଯ୍ୟକୁ ଆମେ ଅଧାରୁ ଛାଡି ଦେଇଥାଉ। କଣ ଏହା ଆମର ସମସ୍ତଙ୍କ ସହ ହୋଇ ଥାଏ।

ତାହେଲେ ବାସ୍ତବରେ ଉଦାସ କଣ ଅଟେ। ଏହାର ଜନ୍ମ କେଉଁଠୁ ହୋଇଛି।ଏଥିରୁ ବଞ୍ଚିବାର ଉପାୟ କଣ ଅଟେ।ଉଦାସ ବାସ୍ତବରେ ମନର ଗୋଟିଏ ଏମିତି ସ୍ଥିତିର ନାମ ଅଟେ ଯେତେବେଳେ ଆମେ ଆମର କଷ୍ଟ ର କାରଣ ବାହାରକୁ ଦେଖା ଯାଇଥାଏ।ଆମେ କହିଥାଉ କି ସମାଜ ଭଲ ନୁହେଁ।ସବୁ ଭୁଲ ଅଟେ।ପତି ପତ୍ନୀଙ୍କ ଝଗଡା ଭୁଲ ଅଟେ।ଜୀବନର ପରିସ୍ଥିତି ପ୍ରତିକୂଳ ଅଟେ।ସମୟ ଆମର ସାଥ ଦେଉନି ଏହି ସବୁ ଯେବେ ଦୁଃଖର କାରଣ ବାହାର ହୋଇ ଥାଏ।ତାହେଲେ ଏହାକୁ ବଦଳେଇବା ପାଇଁ ଆମ ପାଖରେ କୌଣସି ମାର୍ଗ ନ ଥାଏ।କଣ ଏହା ସତ ନୁହଁ।ଆମେ ସମୟକୁ କିପରି ଭାବେ ବଦଳେଇବା।ପରିସ୍ଥିତିରେ କେମିତି ପରିବର୍ତନ ଆଣି ପାରିବ।

ଅର୍ଥାତ ଆମେ ନିଜକୁ ନିଃସହାୟ ବୋଲି ମାନିଥାଉ।ଏବଂ ସେହି ଠାରୁ ଉଦାସର ଜନ୍ମ ହୋଇ ଥାଏ।କଣ ଏହା ସତ୍ୟ ନୁହଁ। ପ୍ରଶ୍ନ ଏହା ହେଉଛି କି କଣ ଆମର ସବୁ ଦୁଃଖର କାରଣ ବାହାରେ ରହିଛି।କିମ୍ବା ନିଜ ଆମ ଭିତରେ ରହିଛି। ଆମର ଖରାପ ଅବସ୍ଥା କଣ ଅନ୍ୟ ମାନଙ୍କ କାରଣରୁ ହୋଇଛି।କି ଆମ ପରିବାର ଆମ ଶତ୍ରୁ ଅଟେ।କଣ ସମାଜ ଶତ୍ରୁ ଅଟେ।କଣ ଆମ ପରିସ୍ଥିତି ଆମେ ନିଜେ ନିର୍ମାଣ କରିଥାଉ।ଝଡଲ ରେ ଝଡି ପଡୁଥିବା ପତ୍ର କଣ ଗଛ ସହ ଖରାପ କରୁଛି।ଏହା ନୁହେଁ ଋତୁ ଚକ୍ର ତ ନିଜ କାମ କରି ଥାଏ।ତାହାର ଗଛ ସହ କୌଣସି ଶତ୍ରୁତା ନ ଥାଏ କି ମିତ୍ରତା। ଋତୁ ଚକ୍ରର ଅନୁକୂଳ ହେଇ ଯିବ ଗଛର କର୍ତବ୍ୟ ଅଟେ।ଠିକ ସେମିତି ସମାଜ କେବେ କାହାର ମିତ୍ର ହୋଇ ଥାଏ ନା କେବେ କାହାର ଶତ୍ରୁ।

ସମାଜରୁ ଯାହାକୁ ଲାଭ ମିଳି ଥାଏ ସମାଜ ତାର ମିତ୍ର ବନିଯାଏ। ଅର୍ଥାତ ସମାଜ ପ୍ରତିକୂଳ ସେବେ ବନି ଥାଏ ଯେବେ ଆମେ ସମାଜର ପ୍ରତିକୂଳ ବନି ଥାଉ । ଏହା ମଧ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ହୋଇଥାଏ।ଆମେ ଯାହାକୁ ପ୍ରେମ କରି ଥାଉ ସିଏ ଆମକୁ ପ୍ରେମ ଦେଇଥାଏ।ଆମେ ଯାହାକୁ ଲାଭ ଦେଇ ଥାଉ ସିଏ ଆମକୁ ଲାଭ ଦେଇଥାଏ।ଆମ ଅବସ୍ଥା ବଦଳିବ ପାଇଁ ଆମକୁ ନିଜ ଉପରେ ପରିବର୍ତନ କରିବା ଉଚିତ।ଏହା ସବୁ ବୁଝିବା ପରେ ନିଜକୁ ପରିବର୍ତନ କରିବା ବାବୁତ କଷ୍ଟ ନୁହେଁ।ଅର୍ଥାତ ଜୀବନରେ ଉଦାସର କୌଣସି କାରଣ ନାହିଁ।କେବଳ ନିଜେ ନିଜ ଉପରେ ପରିବର୍ତନ କରିବା ଉଚିତ। ଏହା ଅବଶ୍ୟ ବିଚାର କରନ୍ତୁ ଏବଂ ଭାବନ୍ତୁ ।

Leave a Reply

Your email address will not be published. Required fields are marked *