March 23, 2024

Odia Express

News For Public

ମଧୁମେହରୁ ରକ୍ଷା ପାଇବାର ଉପାୟ – ଏହି ଦୁଇଟି ଜିନିଷ ମିଶେଇକି ପିଇଲେ ଜୀବନସାରା ଡାଏବେଟିସ ରୁ ରକ୍ଷା ମିଳିବ..

ସାଙ୍ଗମାନେ ଆଜିର ଏହି ପାରଗ୍ରାଫରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁଯେ ଆପଣ କିପରି ମଧୁମେହକୁ ସହଜ ଉପାୟରେ କେଉଁଭଳି ଭଲ କରିପାରିବେ।ଆପଣ ଯେତେହେଲେ ଔଷଧ ଖାଇଥାନ୍ତୁନା କାହିଁକି। ଆଜି ଆମେ ଯେଉଁ ଉପାୟ ଜଣାଇବୁ ଆପଣ ଯଦି ୧୫ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତି ତେବେ ଆପଣଙ୍କ ମଧୁମେହ ପୁରାପୁରି ଭଲ ହୋଇଯାଇଥାଏ।ତେବେ ଚଳାନ୍ତୁ ସାଙ୍ଗମାନେ ଆମେ ସିଧାସିଧା ଉପାୟ ଜଣାଇବୁ।ଆମେ ଆପଣଙ୍କୁ ଯେଉଁ ଉପାୟ ଜଣାଇବୁ ତାହା ପ୍ରଥମତଃ ପ୍ରାକୃତିକ ଅଟେ।ପ୍ରଥମ ଜିନିଷ ଆମେ ବ୍ୟବହାର କରିବାକୁ ଯାଉଛୁ ଟମାଟୋ ଏବଂ ଅନ୍ୟ ଏକ ପଦାର୍ଥ ବ୍ୟବହାର କରିବୁ।ସର୍ଵପ୍ରଥମେ ଆପଣଙ୍କୁ ନେବାର ଅଛି ତାଜା ଟମାଟୋ।ଆପଣଙ୍କୁ ଏଠାରେ ପ୍ରାୟ ଏକରୁ ଦେଢ଼ ଟମାଟୋର ବ୍ୟବହାର କରିବାକୁ ପଡିବ।

ଏହି ଟମାଟୋକୁ ନେଇ ଆପଣଙ୍କୁ ମିକ୍ସଚରରେ ପକାଇ ଏହାର ଜୁସ ତିଆରି କରିବକୁ ପଡିବ।ଏହାପରେ ଯେଉଁ ଦୂତୀୟ ପଦାର୍ଥର ଆପଣଙ୍କୁ ଦରକାର ଥାଏ ଯାହାବିନା ଏହି ଉପାୟ ସମ୍ପୂର୍ଣ୍ଣ ହୋଇନଥାଏ ତାହା ହେଉଛି କଲରା।ଏହାର ସ୍ୱାଦ ପିତା ହୋଇଥାଏ।କିନ୍ତୁ ଏହାଦ୍ୱାରା ଆପଣଙ୍କ ମଧୁମେହ ସହଜରେ ଦୂର ହୋଇଯାଇଥାଏ।ଏହାପରେ ଆପଣଙ୍କୁ କଲରାର ମଧ୍ୟ ଜୁସ ତିଆରି କରିବାର ଅଛି।ଏହାକୁ ଛୋଟ ଛୋଟ ଖଣ୍ଡ କରି ଏହାକୁ ମିକ୍ସଚରଦ୍ୱାରା ଜୁସ କରିବା ଦ୍ୱାରା ଏହା ବେଶି ଲାଭଦାୟୀ ହୋଇଥାଏ।

ସାଙ୍ଗମାନେ ଏବେ କେତେ ମାତ୍ରାରେ ଏହାର ବ୍ୟବହାର କରିବା ଉଚିତ ଏବଂ କେତେବେଳେ ବ୍ୟବହାର କରିବା ଉଚିତ ଆମେ ଅପଣଙ୍କୁ ଜଣାଇବୁ।ତ ସାଙ୍ଗମାନେ ଆପଣ ଏକ କାଚ ଗ୍ଲାସ ନେଇ ଦୁଇରୁ ଚାରି ଚାମଚ କଲରା ଜୁସ ସେଥିରେ ନିଅନ୍ତୁ।ଏହାପରେ ଆପଣଙ୍କୁ ବ୍ୟବହାର କରିବାକୁ ହେବ ଟମାଟୋ ଜୁସର।ଆପଣଙ୍କୁ ଏଠାରେ ଟମାଟୋ ଜୁସର ପାଖାପାଖି ଚାରିରୁ ପାଞ୍ଚ ଚାମଚ ମିଳାଇଦିଅନ୍ତୁ।ଟମାଟୋ ଜୁସ ଆପଣ ଯେତେ ଚାହିଁବେ ସେତେ ବ୍ୟବହାର କରିପାରିବେ।ଏହାପରେ ଏହାକୁ ଭଲ ଭାବରେ ମିଳାଇଦିଅନ୍ତୁ।ଏହାପରେ ଜୁସ ଭଲଭାବରେ ପ୍ରସ୍ତୁତ ହୋଇଯିବ।

ସାଙ୍ଗମାନେ ପ୍ରକାର୪ ମଧୁମେହ ରୋଗୀଙ୍କ ପାଇଁ କଲରା ଜୁସ ବହୁତ ଲାଭଦାୟୀ ହୋଇଥାଏ।ଇନ୍ସୁଳୀନର ଠିକ ମାତ୍ରା ନରହିବା ଯୋଗୁ ରକ୍ତରେ ସୁଗାରର ମାତ୍ରା ବଢିଯାଇଥାଏ।ସାଙ୍ଗମାନେ ଯଦି ଆପଣ ଏହି ଜୁସ ପିଅନ୍ତି ତେବେ ରକ୍ତର ଶର୍କରା ପରିମାଣକୁ ଏହା ନିୟନ୍ତ୍ରଣ କରିଥାଏ।ସାଙ୍ଗମାନେ ଯଦି ଆପଣ ଏହାକୁ ୧୫ଦିନ ଲଗାତାର ବ୍ୟବହାର କରନ୍ତି ତେବେ ଆପଣ ମଧୁମେହରୁ ସହଜରେ ଭଲ ହୋଇପାରିବେ।ଏହା ପରେ ଆପଣ ମିଠା ମଧ୍ୟ ଖାଇପାରିବେ।ଯେବେ ଆପଣ ସକାଳେ ଉଠନ୍ତି ସେହିସମୟରେ ଆପଣ ଏହାକୁ ଖାଳିପେଟରେ ବ୍ୟବହାର କରିପାରିବେ।ସବୁଦିନ ଅପଣଙ୍କୁ ଏହାର ବ୍ୟବହାର କରିବାକୁ ହେବ ୧୫ଦିନ ପର୍ଯ୍ୟନ୍ତ।ଏହା କଲା ପରେ ଆପଣ ଦେଖିବେ ଯେ ଅପଣଙ୍କ ମଧୁମେହ ପୁରାପୁରି ସଫା ହୋଇଯାଇଥିବ।

Leave a Reply

Your email address will not be published. Required fields are marked *