April 12, 2024

Odia Express

News For Public

ଷ୍ଟୋନ ରୋଗରୁ ରକ୍ଷାପାଇବାର ରାମବାଣ ଉପାୟ – ଘରେ ବସି ବସି ଏହି ଉପାୟ ନିଶ୍ଚୟ କରନ୍ତୁ – ନିଶ୍ଚୟ ଉପଶମ ମିଳିବ..

ନମସ୍କାର ସାଙ୍ଗମାନେ ଆଜିର ଏହି ପାରଗ୍ରାଫରେ ଆମେ ଏକ ଏପରି ରାମବାଣ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଯଦି ଆପଣ କେବଳ ତିନିଦିନ ବ୍ୟବହାର କରନ୍ତି ତେବେ ଆପଣଙ୍କ ଶରୀରରେ ହୋଇଥିବା ଷ୍ଟୋନ ରୋଗ ସବୁବେଳ ପାଇଁ ଦୁରେଇ ଯିବ।ଯଦି ସାଙ୍ଗମାନେ ଆପଣ ଡାକ୍ତରଙ୍କ ପାଖକୁ ଯାଇ କିଛି ଚିକିତ୍ସା କରି ଆପଣଙ୍କ ଷ୍ଟୋନ ରୋଗ ଭଲ କରନ୍ତି ତେବେ ଆପଣ ଅଳ୍ପ ଦିନ ମଧ୍ୟରେ ଦେଖିବେ ଯେ ଆପଣଙ୍କୁ ପୁର୍ନବାର ଷ୍ଟୋନ ରୋଗ ହୋଇଯାଇପାରେ।କିନ୍ତୁ ଆଜିର ଏହି ଉପାୟ ବିଲକୁଲ ପ୍ରକୁର୍ତିକ ରହିବ।ଏହାଦ୍ୱାରା ଆପଣଙ୍କୁ କୌଣସି ଖରାପ ପ୍ରଭାବ ପଡି ନଥାଏ।କେବଳ ତିନିଦିନ ମଧ୍ୟରେ ଶତପ୍ରତିଶତ ବହୁତ ସହଜରେ ଆପଣଙ୍କ ଷ୍ଟୋନ ଭଲ ହୋଇଯିବ।ଏବଂ ଆପଣଙ୍କୁ ପୁର୍ନବାର କେବେହେଲେ ଷ୍ଟୋନ ରୋଗ ହେବନାହିଁ।ଏଠାରେ ଆପଣଙ୍କୁ ଏକ ପ୍ରକାର କାଠର ବ୍ୟବହାର କରିବାର ଅଛି।ଆମେ ଆପଣଙ୍କୁ ଆଗକୁ ଜଣାଇବୁଯେ ଏହାର କିପରି ବ୍ୟବହାର କରିବାର ଅଛି।ଏବଂ ଏହି ଦେଶୀ ଚିକିତ୍ସା କିପରି କରିବେ।ତେବେ ଏହାକୁ ପୁରା ପଢନ୍ତୁ।

ଏଠାରେ ଆମେ ବ୍ୟବହାର କରୁଥିବା କାଠ ହେଉଛି ସଜନାଛୁଇଁ କାଠ।ଯଦି ଆପଣଙ୍କ ଘର ପାଖରେ ସଜନାଛୁଇଁ କାଠ ମିଳଯାଇଥାଏ ତେବେ ଏହାର ଏକ ଡାଳ ନିଅନ୍ତୁ।ଏବଂ ତାହାର ଦୁଇରୁ ତିନି ଖଣ୍ଡ କରିଦିଅନ୍ତୁ।ଏବଂ ଏକ ମୁଖ୍ୟ କଥାର ଧ୍ୟାନ ରଖନ୍ତୁ ଯେଉଁ କାଠ ନେଇଥିବେ ତାହା ଓଦା ହୋଇଥିବା ଦରକାର।ଆପଣଙ୍କୁ ଏଠାରେ ଶୁଖିଲା କାଠ ନେବା ଉଚିତ ନୁହେଁ।

ଏବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏହାର କିପରି ବ୍ୟବହାର କରିବା ଉଚିତ।ଏହି ଉପାୟ ପାଇଁ ଆପଣ ସର୍ଵପ୍ରଥମେ ଗ୍ୟାସ ଉପରେ ଏକ ପାତ୍ର ରଖନ୍ତୁ।ଏବଂ ଏହାପରେ ଆପଣ ଏକ ଗ୍ଲାସ ପାଣି ସେହି ପାତ୍ରରେ ନିଅନ୍ତୁ।ପାଣି ନେବାପରେ ଯେଉଁ କାଠ ଖଣ୍ଡ ନେଇଥିଲେ ତାହାକୁ ସେଥିରେ ପକାନ୍ତୁ।ଏବଂ ଏହାପରେ ଗ୍ୟାସ ଦ୍ୱାରା ତାହାକୁ ଅଳ୍ପ ଗରମ କରନ୍ତୁ।ଯେବେ ଏହା ଅଳ୍ପ ଗରମ ହୋଇଯିବ ତେବେ ନେଇଥିବା କାଠଖଣ୍ଡକୁ କାଢିଦିଅନ୍ତୁ।ଏବଂ ଏହାପରେ ସେହି କାଠଖଣ୍ତକୁ ଦୁଇ ଭାଗରେ ବିଭକ୍ତ କରନ୍ତୁ।ଏହାପରେ ପୁନର୍ବାର କାଠଖଣ୍ତକୁ ପାଣିରେ ପକାନ୍ତୁ।ଏହାଦ୍ୱାରା କାଠର ଅଂଶ ଭଲ ଭାବରେ ପାଣିରେ ମିଶିଯିବ।

ଏହାପରେ ଆପଣ ପୁନର୍ବାର ପାଣିକୁ ଗରମ କରନ୍ତୁ।ଧ୍ୟାନ ରଖିବେ ଏଥର ଆପଣଙ୍କୁ ଭଲ ଭାବରେ ପାଣିକୁ ଗରମ କରିବାର ଅଛି।ଯେପର୍ଯ୍ୟନ୍ତ ନେଇଥିବା ଏକ ଗ୍ଲାସ ପାଣି ଦୁଇରୁ ତିନି ଢୋକ ପର୍ଯ୍ୟନ୍ତ ରହିଯିବ ସେପର୍ଯ୍ୟନ୍ତ ଆପଣଙ୍କୁ ପାଣି ଗରମ କରିବାର ଅଛି।ପାଣି ଗରମ ହୋଇଯିବାପରେ ତାହାକୁ ଭଲ ଭାବରେ ଛାଣିଦିଅନ୍ତୁ।

ଏହାପରେ ଏହି ଉପାୟ ଭଲଭାବରେ ତିଆରି ହୋଇଯିବ।ଏବେ ଆମେ ଆପଣଙ୍କୁ ଜଣାଇବୁ ଏହାର ବ୍ୟବହାର କେତେବେଳେ ଏବଂ କିପରି କରିବାର ଅଛି।ଆପଣଙ୍କୁ ଏହାକୁ ପ୍ରତିଦିନ ବ୍ୟବହାର କରିବାକୁ ହେବ।ଆପଣ ଆଜି ଏହାକୁ ତିଆରି କରିଛନ୍ତି ତ ଆଜିହିଁ ଏହାକୁ ସେବନ କରିବାକୁ ପଡିବ।ମନେ ରଖନ୍ତୁ ଏହାକୁ ବେଶି ସମୟ ଆପଣ ରଖିପାରିବେ ନାହିଁ।ଯେତେବେଲେ ଆପଣ ସକାଳୁ ଉଠୁଛନ୍ତି ସେହିସମୟରେ ଆପଣଙ୍କୁ ଏହାର ବ୍ୟବହାର କରିବାର ଅଛି ଖାଲି ପେଟରେ।ଯାହାମାନେ ଆପଣ ଯେତେବେଳେ ଉଠୁଛନ୍ତି ସେହିସମୟରେ ହିଁ ଏହାର ବ୍ୟବହାର କରନ୍ତୁ।ଆପଣ ଯେତେ ପାରିବେ ଏହାର ସେବନ କରିପାରିବେ କିନ୍ତୁ ଅତିକମରେ ଏହାର ଦୁଇରୁ ତିନି ଢ଼ୋକ ପିଅନ୍ତୁ।ଏହାକୁ ବାରମ୍ବାର ଅପଣଙ୍କୁ ତିନିଦିନ କରିବାର ଅଛି।ତିନି ଦିନ କୌଣସି ବଡ଼ କଥା ନୁହେଁ।ଏହା ଆପଣଙ୍କ ଷ୍ଟୋନ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ।ଏହା ଏକ ରାମବାଣ ଉପାୟ ଅଟେ।

Leave a Reply

Your email address will not be published. Required fields are marked *