September 25, 2023

Odia Express

News For Public

ଦାନ୍ତ ସଫା କରିବାର ଘରୋଇ ଉପାୟ- ଯେତେ ମଇଳା ହେଇଥିଲେ ମଧ୍ୟ ଆପଣଙ୍କ ଦାନ୍ତ ହେଇଯିବ ସଫା ଓ ଚିକଚିକ କରିବ..

ଟୁଥ ବ୍ରସ କର ନାହିଁ,ଖର୍ଚ୍ଚ କମିବ।ଆମେ ବିଭିନ୍ନ ପ୍ରକାର ଟୁଥ ପେଷ୍ଟ ବ୍ୟବହାର କରୁ,ଏଗୁଡ଼ିକ ବହୁତ ମହଙ୍ଗା ଅଟନ୍ତି।୧୦୦ ଗ୍ରାମ କୁ ୩୦ ଟଙ୍କା ମାନେ କିଲ କୁ ୩୦୦ ଟଙ୍କା।ଗାଈ ଘିଅ ର ଦାମ ୨୦୦ ଟଙ୍କା ପ୍ରତି କିଲୋ।ଲୋକ ମାନେ ୨୦୦ ଟଙ୍କା ଘିଅ ଖାଆନ୍ତି ନାହିଁ କିନ୍ତୁ,୩୦୦ ଟଙ୍କା ର ପେଷ୍ଟ ବ୍ୟବହାର କରନ୍ତି।ଏହାକୁ କରିବାର କୌଣସି ବି ଦରକାର ନାହିଁ।ଆପଣ ମାନେ ଦାନ୍ତ କାଠି ବ୍ୟବହାର କରନ୍ତୁ ଯାହା ମାଗଣା ରେ ମିଳିଯାଏ।ଆମେ ଯେଉଁ ଟୁଥ ବ୍ରଶ ବ୍ୟବହାର କରୁ ସେଥିରେ ଥିବା ଦାନ୍ତ ଦ୍ଵାରା ତାହା ଆମ ମାଢି କୁ କ୍ଷତି ପହଞ୍ଚାଇ ଥାଏ।ଯେଉଁ ମାନଙ୍କର ମାଢ଼ୀ କମଜୋର ହୁଏ,ସେମାନଙ୍କ ଦାନ୍ତ ମଧ୍ୟ କମଜୋର ହୁଏ।

ଆପଣ ଦେଖିଥିବେ ଟୁଥ ବ୍ରଶ ଚାରି ପଟେ ହଳଦିଆ ରଙ୍ଗ ର ଆସ୍ତରଣ ବସିଯାଇଥାଏ।ତା ଦେହରେ ବିଭିନ୍ନ ପ୍ରକାର ଜୀବାଣୁ ଆସି ରହିଥାନ୍ତି।ଟୁଥ ପେଷ୍ଟ ରେ ବହୁତ୍ ଫେଣ ବାହାରିଥାଏ।ଏପରି କାହିଁକି ହୁଏ କାରଣ ଏଥିରେ ସୋଡ଼ିଅମ୍ ଲରେଲ ସଲ୍ ଫେଟ ମିଶି ଥାଏ ଓ ଏହା କ୍ୟାନ୍ସର ର କାରଣ ଅଟେ।ୟୁରୋପୀୟ ଦେଶ ଗୁଡିକରେ ମିଳୁଥିବା ଟୁଥ ପେଷ୍ଟ ରେ ଲେଖା ହୋଇଥାଏ ଏହା କ୍ୟାନ୍ସର ର କାରଣ ଅଟେ।ଓ ସେଥିରେ ପିଲା ମାନଙ୍କ ଠାରୁ ଏହାକୁ ଦୂର ରେ ରଖିବା ପାଇଁ କୁହା ଯାଏ।

ଏଥିରେ ଥିବା କେମିକାଲ ସୋଡିଅମ ଲରେଲ ଫଶଫେଟ୍ ଯାହାକି ଜିଭ ରେ ଲାଗିବ ମାତ୍ରେ କ୍ୟାନ୍ସର ସୃଷ୍ଟି କରିଥାଏ। ତ ଦାନ୍ତ କେମିତି ସଫା କରିବା ,ଦାନ୍ତ କାଠି ଦ୍ଵାରା ଏହା ପ୍ରଚୁର ପରିମାଣ ରେ ମିଳିଥାଏ।ଯଦି ଦାନ୍ତ କାଠି ନାହିଁ ତ ଦନ୍ତ ମଞ୍ଜନ ର ବ୍ୟବହାର କରନ୍ତୁ ତା ପୁଣି ମାଗଣା ରେ ପଇସା ଖର୍ଚ୍ଚ କରିକି ନୁହେଁ।

ଘରେ ସୋରିଷ ତେଲ ଅଛି , ତ ନିଅନ୍ତୁ,ତା ସହିତ କିଛି ହଳଦୀ ମଧ୍ୟ ନିଅନ୍ତୁ ଓ କିଛି ଲୁଣ ମଧ୍ୟ ନିଅନ୍ତୁ।ଏହି ତିନି ଟିକୁ ଭଲ ଭାବରେ ମିଶାଇ ଦିଅ।ଓ ଏହା ପରେ ୟାକୁ ଘସ।

ଦ୍ଵିତୀୟ ଉପାୟ ଗୋବର ଘଷି।ଗୋବର ଘଷିକୁ ରାତିରେ ଜଳାଇ କରି ତା ଅଙ୍ଗାର ସହିତ କିଛି ଲୁଣ ଓ ଫିଟିକରି ମିଶାଇ ଏହାକୁ ଘଷାନ୍ତୁ।ଏହା ହିଁ ସବୁଠୁ ଶ୍ରେଷ୍ଠ ଉପାୟ।

ତୃତୀୟ ଉପାୟ କହୁଛି ଲେମ୍ବୁ ଚୋପା।ଆମେ ଏହା ର ସାଧାରଣଃ ଭାବରେ ବ୍ୟବହାର କରିଥାଉ।ଏହା ର ରସ ବାହାର କରି ସରିବା ପରେ ଏହାର ଚୋପା କୁ ଓଲଟାଇ ସେଥିରେ ଲୁଣ ଲଗାଇ ଦାନ୍ତ ଉପରେ ଘଷ।ଦାନ୍ତ ପୁରା ଭାବରେ ସଫା ହୋଇଯିବ।

ଏବେ ଆଉ ଏକ ଉପାୟ କହୁଛି,ଯାହାର ଦାନ୍ତ ପୁରା ହଳଦିଆ ପଡ଼ିଯାଇଛି ସେମାନେ ଆମ୍ବ ପତ୍ରକୁ ଆଣି କିଛି ସମୟ ଚୋବାନ୍ତୁ।ଚୋବେଇବା ପରେ ତାହା ଚଟଣୀ ପରି ହୋଇଯିବ।ତାକୁ ଦାନ୍ତ ଉପରେ ରଗଡନ୍ତୁ ଦାନ୍ତ ପୁରା ସଫା ହୋଇଯିବ।ଏସବୁ ମାଗଣା ଚିକିତ୍ସା ।ଆପଣ ମାନେ ଦନ୍ତ ମଂଜନ ମଧ୍ୟ କିଣି ପାରିବେ।

ଆଉ ଏକ କଥା ଯେ ଯେଉଁ ବିଭିନ୍ନ ପ୍ରକାର ପେଷ୍ଟ ମିଳୁଚି ବଜାରରେ ତାହା ବିଭିନ୍ନ ମରି ଯାଇଥିବା ପ୍ରାଣୀଙ୍କ ଦେହରୁ ପ୍ରସ୍ତୁତ ହେଉଛି।ଆମ ଦେଶରେ ବହୁତ କଂସେଇ କଣ ଚାଲୁଛି।ଜନ୍ତୁଙ୍କର ହାଡ଼କୁ ଏହି ପେଷ୍ଟ ତିଆରି କରୁଥିବା କମ୍ପାନୀ ମାନେ କିଣି ଥାଆନ୍ତି।ହାଡ଼କୁ ଶୁଖାଇ କରି ସେଥିରୁ ପେଷ୍ଟ ତିଆରି କରିଥାନ୍ତି। ତ ଏସବୁ ର ବ୍ୟବହାର ବନ୍ଦ କରି ଆପଣ ମାନେ କେବଳ ଦାନ୍ତ କାଠି ହିଁ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭ ଦାୟକ।

Leave a Reply

Your email address will not be published. Required fields are marked *