February 26, 2024

Odia Express

News For Public

ଗରିବ ବା ଦରିଦ୍ରତା ଆସିବାର ଏହି ସଂକେତ ଦେଖାଯାଏ – ଏବେ ଜାଣନ୍ତୁ ଆପଣଙ୍କ ଘରେ ଏହିପରି କାମ ହେଉଛି କି? ଚାଣକ୍ୟ ନୀତି..

ମାନବ ଜୀବନରେ ସବୁବେଳେ ୨ଟି ପାର୍ଶ୍ୱ ରହିଥାଏ।ତାହାହେହୁଛି ଭଲ ଆଉ ଖରାପ।ଯେତେବେଲେ ମଣିଷର ଖରାପ ବେଳ ଚାଲିଥାଏ ସେ ସବୁବେଳେ ଚାଲିନଥାଏ।କିଛିଦିନ ପରେ ତା ସାରିଯାଇଥାଏ।କିନ୍ତୁ ଏହା ଆସିବା ପୂର୍ବରୁ ଭାଗବନ କିଛି ସଙ୍କେତ ଦେଇଥାନ୍ତି ସେହି ମାନବକୁ।ସମସ୍ତେ ଭାବନ୍ତି ଏହି ଖରାପ ବେଳ ତାଙ୍କ ଜୀବନତେ କଣ ପାଇଁ ଆସିଥାଏ।ଏହା କାହିଁକି ଅଟେ ଭୟ ସୃଷ୍ଟି କରେ ସମସ୍ତଙ୍କ ମନରେ।ଏହା ଆସିବାର କାରଣ କଣ।ସବୁ ମାନବ ଜାତି ଏହାକୁ କଣ ପାଇଁ ଅଟେ ଭୟାନକ ରୂପରେ ଦେଖନ୍ତି।ଭାଗବନ ଏହା ହବ ପୂର୍ବରୁ ୬ ଟି ସଂକେତ ସବୁବେଳେ ଦେଇଥାନ୍ତି।ଯାହାକୁ ଜାଣିବା ପ୍ରତିଟି ମାନବର ନିହାତି ଦରକାର।ଆସନ୍ତୁ ଜାଣିବା ସେହି ୬ଟି ସଂକେତ ସମ୍ପର୍କରେ।

ଏହି ମଧ୍ୟରେ ପ୍ରଥମ ସଙ୍କେତ ହଉଛି ଖରାପ ସ୍ୱପ୍ନ ଯାହାକି ଲୋକଙ୍କୁ ବୋହୁ ସମୟରେ ଆସିଥାଏ କିନ୍ତୁ ଏହାର ବାରମ୍ବାର ଆସିବା ବହୁତ ଖରାପ ହୋଇଥାଏ।ଏହା ହେବା ଦ୍ୱାରା ପରିବାର ଉପରେ କିଛି ଅଘଟଣ ଘଟିବାର ସୁଯୋଗ ରହିଥାଏ।ଯଦି ଆପଣ ଚାକିରୀ ବା ଅନ୍ୟ କିଛି କରୁଛନ୍ତି।ଏଥିରେ ଅବନତି ହୋଇଥାଏ।ଏଥିରୁ ରକ୍ଷା ପାଇବା ପାଇଁ ଆପଣ ନିଜେ ଶୋଇବା ପୂର୍ବରୁ ହନୁମାନ ଚାଲିଶା ଜପ କରନ୍ତୁ ନଚେତ ଆପଣ ସେହି ଭାଗବନଙ୍କୁ ସ୍ମରଣ କରନ୍ତୁ ଯାହାଙ୍କୁ ଆପଣ ସବୁବେଳେ ମାନିଥାନ୍ତି।

୨ୟ ସଂକେତ ହଉଛି ଯଦି ଆପଣ ନିଜ ସ୍ୱପ୍ନରେ କେବେ କାହାକୁ କାନ୍ଦିବାର ଦେଖୁଛନ୍ତି।ତ ପ୍ରଥମ କଥା ହଉଛି ଏହା ବିଷୟରେ ଆପଣଙ୍କୁ କାହାକୁ କୁହନ୍ତୁ ନାହିଁ ନଚେତ ଏହାର ଫଳ ବହୁତ ଖରାପ ହୋଇପାରେ।ଏହି କଥାକୁ ଆପଣ ଯେତେ ଚପେଇକି ରଖିବେ ସେଟେ ଭଲ ହେବ ଆପଣଙ୍କ ପାଇଁ।ମନେରଖନ୍ତୁ ଏହି କଥା କାହାକୁ କେବେ ହେଲେ ବି କହିବେ ନାହିଁ।

୩ୟ ସଂକେତ ହଉଛି କି ଯଦି ଆମ ଶରୀରର ଯେତେବେଳେ କୌଣସି ଅଙ୍ଗ ବାମପଟ କୁ ଫରକୁ ଥାଏ ତାହା ଭଲ ନୁହଁ।ଏଥିରେ ଆମର ଆଖି,ବାହୁ,ଗାଲ ଜଡିତ ଅଟେ।ଯଦି ଏହିପରି କିଛି ହଉଛି ତାହା ଏହା ଖରାପ ସଂକେତ ଅଟେ।ଏହା ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି କି ଯଦି ସ୍ତ୍ରୀ ଲୋକଙ୍କ ଡାହାଣପଟ ଓ ପୁରୁଷ ଲୋକଙ୍କ ବାମପଟ ଫରକୁ ଅଛି ତାହା ବହୁତ ଖରାପ ହବର ସଂକେତ ରହିଛି।ଯେତେବେଳେ ଏହିପରି ଘଟେ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ନିଜ ଧ୍ୟାନ କିଛି ଅଲଗା କାମରେ ଲଗାନ୍ତୁ।

ଚତୁର୍ଥ ସଂକେତ ହଉଛି କି ଯଦି ଆପଣ କେବେ କଳା ରଙ୍ଗର ବିରାଡ଼ି ଦେଖୁଛନ୍ତି ତାହେଲେ ଆପଣଙ୍କର କିଛି ଖରାପ ହୋଇପାରେ।ଶାସ୍ତ୍ରରେ କଳା ବିରଡିକୁ ଅଶୁଭ ମନଯାଏ।ଯଦି ଏହା ଅପଣଙ୍କ ଘରେ ପସିଆସିଛି ଓ ଆପଣଙ୍କୁ ଡରେଇବାକୁ ଲାଗୁଛି ତାହେଲେ ଆପଣଙ୍କୁ କିଛି ଖରାପ ସମ୍ବାଦ ମିଳିପାରେ।ଏଥିରୁ ରକ୍ଷା ପାଇବାପାଇଁ ଆପଣ ତାକୁ ତୁରନ୍ତ ଘରୁ ଗୋଡ଼ାଇ ଦିଅନ୍ତୁ ତାହା ଆପଣଙ୍କ ପାଇଁ ହିତ ହବ।

ପଞ୍ଚମ ସଂକେତ।ଯଦି ଆପଣ ନିଜ ଘର ଝାଡୁ କରିବା ସମୟରେ କିଛି ଏପରି ଅନାବଶ୍ୟକ ଜିନିଷ ଦେଖୁଛନ୍ତି ଯାହାକୁ ଆପଣ କେବେ ଆଗରୁ ଦେଖିନାହାନ୍ତି ତାହେଲେ ଏହା ଅପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୁଏ।ତାହେଲେ ଏହାକୁ ଉଠେଇ ଭଲ ଜାଗାରେ ରଖନ୍ତୁ ବା ଏହାକୁ କିଛି ପବିତ୍ର ଜାଗାରେ ବିସର୍ଜନ କରିଦିଅନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ଦୁଃଖ କିଛି ପରିମାଣରେ କମିଯାଇଥାଏ।

ଷଷ୍ଠ ସଂକେତ।ଝିଟିପିଟି ଉପରେ ଶାସ୍ତ୍ରରେ ବହୁତ ଭାବରେ ଖରାପ ଓ ଭଲ ସଂକେତ ରହିଥାଏ।ଯଦି ଆପଣ ନିଜ ଘରେ ୨ଟି ଝିଟିପିଟିକୁ ଝଗଡା କରୁଥିବାର ଦେଖୁଛନ୍ତି ଓ ହଠାତ ସେମାନେ ଶୂନ୍ୟ ହୋଇଯାନ୍ତି।ତ ଏଥିରୁ ଜାଣିଜନ୍ତୁ କି ଏହା ସଂକଟର ସଂକେତ ଅଟେ।ତ ଯେତେବେଳେ ଏହା ହଉଛି ଆପଣ ସେ ୨ଜଣଙ୍କୁ ଅଲଗା କରିଦେବା ଦରକାର।

Leave a Reply

Your email address will not be published. Required fields are marked *