March 3, 2024

Odia Express

News For Public

ଚେହେରାକୁ ସଫା ଏବଂ କୋମଳ କରିବାର ସହଜ ଉପାୟ – ଏହି ଉପାୟ କଲେ ଆପଣ ଚେହେରା ଗୋରା ହେଇକି ଚମକିବାକୁ ଲାଗିବ..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କ ଚେହେରାକୁ ଫୁଲଭଳି ସଫା କରିବାପାଇଁ ଏକ ଏପରି ପ୍ରକୁର୍ତିକ ଉପାୟ ଜଣାଇବୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଭଲ ଭଲ ସାବୁନ, ଭଲ ଭଲ କ୍ରିମ ଏବଂ ଭଲ ଭଲ ଫେସୱାସ ଯାହା କେମିକାଲରେ ଭରି ହୋଇ ରହିଥାଏ।ତାହା ଏ ଉପାୟ ଆଗରେ ବିଫଳ ହୋଇଯିବ।ଆପଣଙ୍କୁ କୌଣସି କେମିକାଲ ଲଗାଇବାର ଆବଶ୍ୟକତା ପଡିବ ନାହିଁ।ଆପଣଙ୍କ ଚେହେରା ଏକଦମ ସଫା ଏବଂ କୋମଳ ହୋଇଯିବ।ଏହାକୁ ଆମେ ନିଜ ହାତରେ ଘରେ ତିଆରି କରିବା।ଏଥିରେ ଆପଣଙ୍କୁ କୌଣସି ସାବୁନ ଏବଂ କୌଣସି ଫେସୱାସର ଆବଶ୍ୟକତା ହେବନାହିଁ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ଅଧା ଟମାଟୋ।ଏହାକୁ ନେଇ ଆପଣ ସକାଳୁ ଉଠିବାମାତ୍ରେ ପ୍ରଥମେ ନିଜ ମୁଖର ସବୁ ସ୍ଥାନରେ ଆଖି ପାଖରେ, ମୁଖ ପାଖରେ, ନାକ ପାଖରେ ତଳେ ଉପରେ ପୁରା ଚେହେରାରେ ଭଲସେ ଲଗାନ୍ତୁ।ଏଭଳି ଆପଣ ୧୦ରୁ ୧୫ମିନିଟ ଯାଏଁ ଲଗାଇ ପୁରା ଟମାଟୋକୁ ସାରିଦିଅନ୍ତୁ।ପୁରା ଟମାଟୋକୁ ଏଭଳି ଭାବରେ ଚେହେରାରେ ଲଗାନ୍ତୁ ଯେପରି ଟମାଟୋଚୋପା ଆପଣଙ୍କ ହାତରେ ରହିଯିବ।ଏହି ଟମାଟୋରସ ନିଜ ଚେହେରାର ଚର୍ମକୁ ପୁରା ଭଲ ଭାବରେ ପିଆଇଦିଅନ୍ତୁ।ପୁରା ଭଲ ଭାବରେ ଚାରିଆଡେ ଖେଳେଇଦିଅନ୍ତୁ।ପୁରା ଭଲସେ ରଗଡିଦିଅନ୍ତୁ।

ଏହାଦ୍ୱାରା ଯେତେଭି ମଇଳାପଦାର୍ଥ, ସୂର୍ଯ୍ୟକିରଣର ପ୍ରଭାବ ଯେତେ ଅତିବାଇଗଣୀ ରଶ୍ମି ଏବଂ ଧୂଳିମଳି ଯାହା ଆପଣଙ୍କ ଚେହେରାରେ ବହୁତ ବର୍ଷରୁ ଲାଗିକରି ରହିଥିଲା ଯାହାଦ୍ୱାରା ଆପଣଙ୍କ ମୁଖ ପୁରା ଭଲ ଭାବରେ ସଫା ଦେଖାଯଉଁଥିଲା ଏହା କରିବଦ୍ୱାରା ଆପଣଙ୍କ ମୁଖ ବହୁତ ସଫା ଏବଂ କୋମଳ ଦେଖାଯାଇଥାଏ।ପ୍ରଥମ ଦିନରୁ ହିଁ ଯେପରି ଆପଣ ଏହାକୁ କରିବେ ଏହାର ପ୍ରଭାବ ଦେଖାଯିବା ଆରମ୍ଭ କରିବ।ଏହା କରିବାର ୧୦ରୁ ୧୫ ମିନିଟ ପରେ ସାଧାପାଣିରେ ଭଲ ଭାବରେ ଧୋଇଦିଅନ୍ତୁ।ଏହାର ପ୍ରଥମ ଦିନରୁହିଁ ପ୍ରଭାବ ଜଣାପଡିଯିବ।

ଏହାକୁ କରିବାର ୧୦ମିନିଟ ପରେ ଆପଣ ନିଜ ଚେହେରାରେ ହାତ ଲଗାଇଦେଖିବେ ଆପଣଙ୍କୁ ଥଣ୍ଡା ଲାଗିବ ଏବଂ ଚେହେରା କୋମଳ ହେବଭଳି ଲାଗିବ।ଆପଣ ଭାବନ୍ତୁ ପ୍ରଥମ ଦିନରୁ ଏହାର ପ୍ରଭାବ ଏପରି ହେବ ତେବେ ଏହାକୁ ବାରମ୍ବାର କରିବା ଦ୍ୱାରା ଆପଣଙ୍କ ଚେହେରାରେ କିପରି ପରିବର୍ତ୍ତନ ଆସିବ।ଏଥିପାଇଁ କୌଣସି ସାବୁନ, କୌଣସି ଫେସୱାସ, କୌଣସି କ୍ରିମ, କୌଣସି କେମିକାଲର ଦରକାର ପଡିବ ନାହିଁ।ଏହାକୁ ନିଶ୍ଚିତ ପ୍ରୟୋଗ କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *