February 26, 2024

Odia Express

News For Public

ମଶାମାନଙ୍କ ଠାରୁ ରକ୍ଷା ପାଇବାର ରାମବାଣ ଉପାୟ – ଏହି ଦୀପ ଜାଳିକି ଦେଖନ୍ତୁ ଆପଣଙ୍କ ଘର ଠୁ ଦୁଇ ସହ ମିଟର ଦୂର ରେ ମଶା ରହିବେ..

ମଶାମାନଙ୍କ ଠାରୁ ବଂଚିବା ପାଇଁ ବଜାରରେ ଯେତେ ପ୍ରକାର ଦ୍ରବ୍ୟ ମିଳୁଛି ସେ ସମସ୍ତ ଭିତରେ ଭୟାନକ କେମିକାଲ ଭରା ଅଛି।ଯେତେବି ଦ୍ରବ୍ୟ ମିଳୁଛି ଯେପରିକି ମସକ୍ୟୁଟୋ ରିପ୍ଲେଣ୍ଟ ହେଉ ଅଥବା କଏଲ ହେଉ ଅଥବା କେଉଁ ପ୍ରକାର ଶରୀରରେ ମିଳୁଥିବା କ୍ରିମ ହେଉ ଅଥବା ଆଉ କେଉଁ ସ୍ପ୍ରେ ହେଉ ସେ ସମସ୍ତ ଭିତରେ ଭୟାନକ କେମିକାଲ ଭରିଥାଏ।ଏହାକୁ ବ୍ୟବହାର କରିବା ବହୁତ ଭୟାନକ ହେଇ ଥାଏ ଆଉ ଆମ ମାନଙ୍କ ଭିତରେ ସର୍ବଦା ଏହି ଡର ଥାଏକି ତାହା ଆମ ଦେହକୁ ତଥା ଆମ ପିଲା ମାନଙ୍କର ଶରୀରକୁ କେଉଁ ପ୍ରକାର ବ୍ୟାଘାତ ନ ପହଂଚାଉ। ଏହାବି ଆମକୁ ଡ଼ର ଥାଏ କି ତାହାଦ୍ୱାରା ଆମ ପିଲା ମାନଙ୍କ ଶରୀରେ ଅଣଚାହା ବେମାରି ଯେପରିକି ଡେଙ୍ଗୁ ଅଥବା ଚିକେନ୍ ଗୁନିଆ ଭଳି ବେମାରି ନହେଇ ଯାଉ।

ଏହି ବଜାରରେ ମିଳୁଥିବା ଔଷଧର ବାସ୍ନା ଆପଣ ରାତିସାରା ନେଉଛନ୍ତି।ଏହା ଆପଣଙ୍କ ଶରୀର ଉପରେ, ଆପଣଙ୍କ ମସ୍ତିସ୍କ ଉପରେ, ଆପଣଙ୍କ ଅଙ୍ଗପ୍ରତ୍ୟଙ୍ଗ ଉପରେ ବୋହୁତ ଖରାପ ପ୍ରଭାବ ପକାଇଥାଏ।ଛୋଟ ପିଲାଙ୍କ ନିଶ୍ୱାସରେ ବିଷଧର ଧୂଆଁ ଯାଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ବ୍ୟବହାର କରିବାଦ୍ୱାରା ମଶା ମାନେ ଦୂର ହୋଇଥାନ୍ତି।ଏହି ଉପାୟ ପ୍ରାକୃତିକ ଥାଏ ଏବଂ ଏହାଦ୍ୱାରା ଶରୀରକୁ କୌଣସି କ୍ଷତି ମଧ୍ୟ ହୋଇନଥାଏ।

ଏଥିପାଇଁ ଆପଣଙ୍କୁ ଦରକାର ନଡ଼ିଆ ତେଲ।ଆପଣ ଏଠାରେ ଏକ ଜାଗାରେ ଅଧା ଲିଟର ନଡ଼ିଆ ତେଲ ନିଅନ୍ତୁ।ଏବଂ ଏହାପରେ ଦରକାର ନିମ ତେଲ।ଆପଣ ନେଇଥିବା ନଡ଼ିଆତେଲରେ ୫୦ ମିଲିଲିଟର ନିମ ତେଲ ମିଶାନ୍ତୁ।ଏବଂ ଏହାପରେ କପୂଜାରେ ବ୍ୟବହୃତ ହେଉଥିବା କର୍ପୁର ନେଇ ତାହାକୁ ଗୁଣ୍ଡକରି ପକାନ୍ତୁ।ଏବଂ ଏହାପରେ ନେଇଥିବା ଏହିସବୁ ଦ୍ଵର୍ବ୍ୟ ଗୁଡିକୁ ଭଲ ଭାବରେ ମିଶାଇଦିଅନ୍ତୁ।ମିଶାଇବାପରେ ଆପଣଙ୍କ ମଶା ମରିବାପାଇଁ ଔଷଧ ପ୍ରସ୍ତୁତ ହୋଇଯିବ।

ଆପଣ ଏହାକୁ ପ୍ରତିଦିନ ରାତ୍ରିରେ ଦୀପରେ ବ୍ୟବହାର କରନ୍ତୁ।ଏହାଦ୍ୱାରା ଆପଣଙ୍କ ପାଖକୁ ସକାଳ ପର୍ଯ୍ୟନ୍ତ ମଶା ଆସିବେ ନାହିଁ।ସକାଳେ ଏହାକୁ ବନ୍ଦ କରିଦିଅନ୍ତୁ ଏବଂ ଏହାପରେ ପୁନର୍ବାର ରାତ୍ରିରେ ବ୍ୟବହାର କରନ୍ତୁ।ଏହାଦ୍ୱାରା ଆପଣଙ୍କ ଶରୀରକୁ ଲାଭ ହୋଇଥାଏ।ମସ୍ତିସ୍କକୁ ମଧ୍ୟ ଲାଭ ହୋଇଥାଏ।ଆପଣଙ୍କୁ ମଶାମାନଙ୍କ ଠାରୁ ହେଉଥିବା ରୋଗଠାରୁ ମଧ୍ୟ ରକ୍ଷା ମିଳିଥାଏ।ଏକ କଥାର ଧ୍ୟାନ ରଖନ୍ତୁ।ଦୀପକୁ ଏପରି ଏକ ଜାଗାରେ ରଖନ୍ତୁ ଯାହାଦ୍ୱାରା ନିଆଁ ଲାଗିବାର ଡର ନଥିବ।

Leave a Reply

Your email address will not be published. Required fields are marked *