October 1, 2023

Odia Express

News For Public

ଯଦି ଅଜଣାରେ ଏହି ୬ଟି ପାପ କରୁଛନ୍ତି ତେବେ ଜୀବନ ଥିବାଯାଏ ଚିର ଦରିଦ୍ର ହୋଇରହିବେ – ଏହି ଭୁଲ କେବେ କରନ୍ତୁ ନାହିଁ

ଆମ ହିନ୍ଦୁ ପୁରାଣରେ ସବୁ ପୁରାଣ ମିଶିକରୀ ସାଧାରଣତଃ ୧୮ଟି ପୁରାଣ ରହିଥାଏ।ସେଥିମଧ୍ୟରୁ ଶିବ ପୁରାଣ ଅନ୍ୟତମ।ଏଥିରେ ମାନବ ସମାଜରେ କିପରି ସୁଖ ଓ ଦୁଃଖରେ ରହିଥାଏ ତାହା ଉପରେ ବହୁତ କିଛି ଲେଖା ଯାଇଛି।ଏହାପରେ ଏଥିରେ ମାତା ପାର୍ବତୀ ଓ ଶିବଙ୍କ ଜୀବନୀ ଉପରେ ବହୁତ କିଛି ଦିଆଯାଇଛି।ଶିବ ପୁରାଣରେ ୫ଟି ପାପ ଜିନିଷ ବିଷୟରେ କୁହାଯାଇଛି।ଯାହାକୁ ଯଦି ମାନବ ଅଜଣାରେ ବି କରୁଛି ତାହାହେଲେ ତାହାପାଇ ଏହା ବହୁତ କ୍ଷତିକର ସାବ୍ୟସ୍ତ ହୋଇଥାଏ।ଯେଉଁମାନେ ବି ଏହିପରି ଏହାକୁ କରନ୍ତି ତାଙ୍କ ଉପରେ ଭାଗବନ ଶିବଙ୍କ କୃପା ବିଲକୁଲ ରହେନାହିଁ।ଏହା ହେଉଛି କାରଣ କି କିଛି ଲୋକ ଶିବଙ୍କ କୃପାରୁ ବଂଚିତ ହୋଇଥାନ୍ତି।

ଦୁନିଆରେ ମାନବ ବହୁତ କିଛି ପୁଣ୍ୟ କାମ କରିଥାଏ ଓ ସେ ବେଳେ ବେଳେ ଏହା ଭାବେ କି ମୁ ତ ବହୁତ ପୁଣ୍ୟ କରିଛି କିନ୍ତୁ ମତେ ଏହାର ଫଳ କାହିଁକି ମିଳୁନାହିଁ।ସେ ଏହା ଭୁଲିଯାଇଥାଏ କି ସେ ଯେତିକି ପୁଣ୍ୟ କରୁଛି ସେତିକି ପାପ ମଧ୍ୟ କରିସାରିଛି।ଏଇ କଥାକୁ ସାଧାରଣ ମାନବ ଟି ଭୁଲିଯାଏ ଓ ଏହାର ପରିଣାମ ମଧ୍ୟ ସେ ଭୋଗକରେ।ମୋର କହିବା ଅନୁସାରେ ଯଦି ଆପଣ ଜଣାଅଜଣାରେ ଏହି ପାପ ଗୁଡିକୁ କରୁନାହାନ୍ତି ତାହେଲେ ଆପଣ ସଦା ସୁଖୀ ହେବେ ଅପଣଙ୍କ ପରିବାରରେ କିଛି ଅସୁବିଧା ହେବନାହିଁ।ପଇସାର କେବେହେଲେ ଅଭାବ ହେବନାହିଁ।ସେମାନେ ଚିରଦିନ ପାଇଁ ନିରୋଗ ରହିବେ।ତ ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁ ଆପଣଙ୍କୁ ସେଇ ୫ଟି ପାପ ସମ୍ପର୍କରେ କହିବ ଯାହାକୁ ଭାଗବନ ଶିବ ଦିନେ ମାତା ପାର୍ବତୀଙ୍କୁ କହିଥିଲେ।

ପ୍ରଥମ ପାପ ହେଉଛି ମାନସିକ ପାପ।ଏହାର ଅର୍ଥ ଯଦି ଆପଣ ନିଜ ମନ ମଧ୍ୟରେ କାହାପାଇଁ କିଛି ଖରାପ ଜିନିଷ ଭାବୁଥାନ୍ତୁ।ସେ ଅନ୍ୟର ସ୍ତ୍ରୀ ଉପରେ ହୋଉ ବା ଅନ୍ୟର ସୁନ୍ଦରତା ଉପରେ।ଯଦି ଆପଣ ଅନ୍ୟର ଉନ୍ନତିରେ ଖୁସି ନହୋଇ ତାର ଅବନତି ବିଷୟରେ ଭାବୁଛନ୍ତି।ଏହା ସବୁଠାରୁ ଖରାପ ହୋଇଥାଏ।ନିଜ ଶତ୍ରୁର ବିନାଶ ପାଇଁ ଯଦି ଆପଣ ଭଗବାନଙ୍କ ନିକଟରେ ତାର ଖରାପ ଭାବୁଛନ୍ତି ଓ ଏହାର ବିନାଶ ପାଇଁ କିଛି କରୁଛନ୍ତି ତ ଏଥିରେ ଭାଗବନଙ୍କ ର ଅପମାନ ହୋଇଥାଏ କାହିଁକିନା ଭାଗବନ ସମସ୍ତଙ୍କର ମାନସିକରେ ଥାନ୍ତି।ତ ଏଇପରି କରିବା ବିଲକୁଲ ଠିକ ହୋଇନଥାଏ।

୨ୟ ପାପ ହେଉଛି ବଚିକପାପ।ଏଥିରେ ଯଦି ଗୋଟେ ମଣିଷ ଅନ୍ୟ ଏକ ମଣିଷକୁ କାଟୁ କଥା କହୁଛି ଓ ତାକୁ ଆଘାତ ଦେଲା ଭଳି କିଛି ଖରାପ କଥା କହୁଛି ତାହେଲେ ଶିବ ପୁରାଣ ଅନୁସାରେ ଏହା ବହୁତ ଖରାପ ହୋଇଥାଏ।ତେଣୁ ଆମେ ଆମର ମୁଖରୁ ସଦା ସର୍ବଦା ଭଲ ଭାଷାର ଉଚ୍ଚାରଣ କରିବା ଦରକାର।

୩ୟ ପାପ ହେଉଛି ଶାରୀରିକ ପାପ।ପ୍ରକୃତିକୁ ଈଶ୍ୱର ଭାବେ ମାନଯାଇଥାଏ।ଏଥିରେ ଯଦି ଆପଣ ପ୍ରକୃତିକୁ କ୍ଷତି ପହଂଚାଉଛନ୍ତି ତାହେଲେ ଶିବ ପୁରାଣ ହିସାବରେ ଆପଣ କେବେ ଖୁସିରେ ରହିପାରିବେ ନାହିଁ।ଯଦି ଆପଣ ବିନା କାରଣରେ ଗଛକୁ କାଟୁଛନ୍ତି ବା ବିନା କାରଣରେ ନିଜ ପାଦତଳେ ଛୋଟ ଜୀବନକୁ ଚାପି ମରିଦଉଛନ୍ତି ତାହେଲେ ଆପଣ ବହୁତ ବଡ ପାପ କରୁଛନ୍ତି।ସବୁବେଳେ ଏହି କାମରୁ ନିବୃତ ରୁହନ୍ତୁ ଓ ଖୁସିରେ ରୁହନ୍ତୁ।

ନିନ୍ଦା କରିବା ହଉଚି ଚତୁର୍ଥ ପାପ।ଯଦି ଆପଣ କେବେ କାହାର ନିନ୍ଦା କରୁଛନ୍ତି ଏହା ଶିବ ପୁରାଣ ଅନୁସାରେ ସବୁଠାରୁ ବଡ ପାପ ବୋଲି ମନଯାଏ।ଯଦି ଆପଣ ନିଜ ଗୁରୁଜନ ଓ ପିତାମାତାଙ୍କ ନିନ୍ଦା କରୁଛନ୍ତି ଏହା ଅପଣଙ୍କ ପାଇଁ ସବୁଠାରୁ ଭୟାନକ ହୋଇଥାଏ।ଏଥିରୁ ନିବୃତ ରୁହନ୍ତୁ।

୫ମ ପାପ ହଉଚି ଖରାପ ଲୋକଙ୍କ ସମ୍ପର୍କରେ ଆସିବା।ଚୋରି କରିବା,ହତ୍ୟା କରିବା ଏହାତ ପାପ ହୋଇଥାଏ।ଭାଗବନ ଶିବଙ୍କ କହିବା ଅନୁସାରେ ଯଦି ଆପଣ ଗୋଟେ ଖରାପ ଲୋକ ସହ ମିସୁଛନ୍ତି ଓ ଏହାକୁ ସବୁବେଳେ ସରଣ ଦେଉଛନ୍ତି ଏହା ସବୁଠୁ ବଡ ପାପ ହୋଇଥାଏ।ଏହା ହେଉଛି ସେହି ୫ଟି ପାପ ଯାହା ମଣିଷ ଦ୍ୱାରା ଜଣାଅଜଣାରେ ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *