September 25, 2023

Odia Express

News For Public

ଆଣ୍ଠୁ ଦରଜର ପ୍ରତିକାର – ମାତ୍ର କିଛି ଦିନରେ ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ଥିବା ସବୁ ପ୍ରକାର ଦରଜ ଭଲ ହେଇଯିବ..

ସାଙ୍ଗମାନେ ସେ ଆଣ୍ଠୁ ଦରଜ ହେଉ କିମ୍ବା ଅଣ୍ଟା ଦରଜ ହେଉ କିମ୍ବା କାନ୍ଧ ଦରଜ ହେଉ ଏହି ଦ୍ରବଣ ସେବନ କରିବାଦ୍ୱାରା ଏତେ ଆରମ ମିଳିଥାଏଯେ ସବୁ ଦରଜ ଦୂର ହୋଇଯାଇଥାଏ।ଆଣ୍ଠୁ ଦରଜ କାହାକୁ ଏବଂ କେତେବେଳେ ହୋଇଯାଇଥାଏ।ଏବଂ ଯେଉଁ ବ୍ୟକ୍ତିକୁ ହୋଇଥାଏ ତାଙ୍କର ଚାଲିବା ବୁଲିବା ବନ୍ଦ ହୋଇଯାଇଥାଏ।ଏଥିରେ ପ୍ରବଳ କଷ୍ଟ ହୋଇଥାଏ।ଏବଂ ଦରଜ ମଧ୍ୟ ବେଶି ହୋଇଥାଏ।ଯାହାକୁ ଏ ସମସ୍ୟା ହୋଇଛି ସେହିଁ ଏହାର କଷ୍ଟ ବୁଝିଥାଏ।ଆଜିର ଏହି ପାରାଗ୍ରାଫରେ ଆମେ ଏପରି ଏକ ଦ୍ରବଣ ଜଣାଇବୁ ଯାହାକୁ ସେବନ କରିବା ଦ୍ୱାରା ଏତେ ଲାଭ ମିଳିଥାଏ ଆପଣ ଭାବିପରିବେନାହିଁ।ସାଙ୍ଗମାନେ ଯେତେଜଣ ଏହାକୁ ପଢୁଛନ୍ତି ସେମାନେ ଜାଣିଥିବେ କାଢା ପିଇବାଦ୍ୱାରା ଦରଜ ଦୂର ହୋଇଯାଇଥାଏ।ଏବଂ ଏହାକୁ ପିଇବା ଦ୍ୱାରା ଆମ ଶରୀରକୁ କୌଣସି ଅସୁବିଧା ହୋଇନଥାଏ।ଏହା ଶରୀରର ଦରଜ ଦୂର କରିଦେଇଥାଏ।ଏହି ପାରଗ୍ରାଫକୁ ସମ୍ପୁର୍ଣ୍ଣ ପଢନ୍ତୁ।

ଏହି କାଢାକୁ ତିଆରି କରିବାପାଇଁ ସର୍ଵପର୍ବଥମେ ଆପଣଙ୍କୁ ଦରକାର ହେବ ଏକ ପାତ୍ର।ଏକ ଗ୍ଲାସ ମାତ୍ରାରେ ପାଣି ନେଇ ସେହି ପାତ୍ରରେ ରଖନ୍ତୁ।ଏବଂ ଏହାପରେ ଏହାକୁ ଗରମ କରନ୍ତୁ।ଯେତେବେଳେ ପାଣି ହାଲ୍କା ଗରମ ହୋଇଯିବ ଆପଣଙ୍କୁ ଏଥିରେ ପ୍ରଥମ ଜିନିଷ ପକାଇବାର ଅଛି ମେଥିର ଦାନା।ଏଥିରେ ଦୁଇ ଚାମଚ ପାଖାପାଖି ମେଥିର ଦାନା ପକାନ୍ତୁ।ସାଙ୍ଗମାନେ ମେଥି ନିଜର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ ଲୋକପ୍ରିୟ ଅଟେ। ଏହା ଦରଜ ପାଇଁ ବୋହୁତ ଭଲ କାମ କରିଥାଏ।ଏହାଦ୍ୱାରା ଗଣ୍ଠି ରୋଗ ମଧ୍ୟ ଭଲ ହୋଇଯାଇଥାଏ।

ମେଥିର ଦାନା ପକାଇବାପରେ ଆପଣଙ୍କୁ ଏହାକୁ ଫୁଟାଇବାର ଅଛି।ଆପଣ ଏହାକୁ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ପାଣିର ମାତ୍ରା ଅଧା ହୋଇଯିବ।ଯେବେ ପାଣି ଫୁଟି ଫୁଟି ଅଧା ହୋଇଯିବ ସେତେବେଳେ ଆପଣ ଏଥିରେ ଅଧାଚାମଚ ସୁଣ୍ଠି ପାଉଡର ପକାନ୍ତୁ।ଯଦି ଆପଣଙ୍କ ପାଖରେ ସୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଧାଚାମଚ ଅଦା ପାଉଡର ମଧ୍ୟ ବ୍ୟବହାର କରିପାରିବେ।ଏବଂ କିଛି ସମୟପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।ଏବଂ ଏହାପରେ ଏହି କାଢାକୁ ଏକ ଗ୍ଲାସରେ କାଢିଦିଅନ୍ତୁ।ଯେତେବେଳେ ଏହି କାଢା ହଲ୍କା ଗରମ ରହିଯିବ ଏବଂ ପିଇବା ଯୋଗ୍ୟ ରହିଯିବ ତେବେ ଏଥିରେ ପକାନ୍ତୁ ଏକ ଚାମଚ ମହୁ।ଯଦି ଆପଣଙ୍କୁ ମଧୁମେହର ସମସ୍ୟା ଅଛି ତେବେ ଆପଣ ମହୁର ବ୍ୟବହାର କରନ୍ତୁ ନାହିଁ।

ଯେବେ ହେଲେ ଆପଣଙ୍କୁ ଆଣ୍ଠୁ ଗଣ୍ଠିର ଦରଜ ହେବ ତେବେ ଏହାର ସେବନ କରନ୍ତୁ।ଆପଣ ଏହାକୁ ପିଇବା ମାତ୍ରେ ଦେଖିବେ ଆପଣଙ୍କୁ ଦରଜରୁ ବହୁତ ଜଲଦି ଆରମ ଲାଗିବ।ଆମେ ଏହାକୁ ନିଜେ ମଧ୍ୟ ପ୍ରୟୋଗ କରିଛୁ।ଏହା ଶତପ୍ରତିଶତ କାର୍ଯ୍ୟକାରୀ ଅଟେ।ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *