October 1, 2023

Odia Express

News For Public

ଆଖିଜନିତ ରୋଗର ପ୍ରତିକାର – ଆପଣଙ୍କ ଆଖି କିଛି ଦିନରେ ସମ୍ପୂର୍ଣ ଭଲ ହେଇଯିବ ଓ ଜୀବନରେ କେବେ ଚଷମା ପିନ୍ଧିବାକୁ ପଡିବ ନାହିଁ..

ନମସ୍କାର ସାଙ୍ଗମାନେ ଏପରି ଅନେକ ଲୋକ ଅଛନ୍ତି।ଖାଲି ଲୋକ ନୁହେଁ ଛୋଟପିଲା ମନେ ମଧ୍ୟ ଅଛନ୍ତି ଯାହାଙ୍କ ଆଖିରେ ଏବେ ଠାରୁ ଚଷମା ଲାଗିଲାଣି।ମୋଟା ମୋଟା ଚଷମା ପିନ୍ଧୁଛନ୍ତି ଏବେ ଛୋଟ ପିଲାମାନେ।ଏଥିପାଇଁ ତାଙ୍କ ପିତା ମାତା ମଧ୍ୟ ଉତେଜିତ ହେଉଛନ୍ତି।ଯେ ତାଙ୍କ ପିଲାମାନଙ୍କ ମୁହଁରୁ ଚଷମା କିପରି ହଟାଇବେ।ଆମେ ଛୋଟ ପିଲାଙ୍କୁ କହିଲୁଯେ ସକାଳୁ ଜଲ୍ଦି ଉଠି ପାଟିରେ ଛେପ ଅଳ୍ପ ଆଣି ଆଖିରେ ଲଗାଇବା ଦ୍ୱାରା ଆଖି ଭଲ ହୋଇଯାଇଥାଏ।

ଏବଂ ଛୋଟପିଲାମାନେ ଶାନ୍ତସରଳ ହୋଇଥାନ୍ତି।ସେମାନେ ସବୁ କଥା ବୋହୁତ ଜଲଦି ଶୁଣିଥାନ୍ତି।ଆପଣ ଆଶ୍ଚର୍ଯ୍ୟ ହେବେଯେ ସେମାନେ ଆମ କେହ ଅନୁଯାଇ ଏହିପରି କରିବାଦ୍ୱାରା ତାଙ୍କ ଚଷମା ହଟିଗଲା।ଆପଣ ମଧ୍ୟ ଏହାକୁ କରିପାରିବେ ଏହାଦ୍ୱାରା ଅପଣଙ୍କର ମଧ୍ୟ ଚଷମା ହଟିଯିବ।କେବଳ ପାର୍ଥକ୍ୟ ଏହାଯେ ଆପଣଙ୍କୁ ଟିକିଏ ଅଧିକ ସମୟ ଲାଗିପାରେ ଏବଂ ଛୋଟ ପିଲାଙ୍କୁ କମ ସମୟ।କିନ୍ତୁ ନିଶ୍ଚିତ ଏହା କରିବାଦ୍ୱାରା ଆପଣଙ୍କୁ ଆଉ ଚଷମା ବ୍ୟବହାର କରିବାକୁ ପଡିବ ନାହିଁ।

ଏହିପରି ଅନ୍ୟ ଏକ ରୋଗ ଅଛି।ଯାହା ଆଖିରେ ପ୍ରଭାବ ପକାଇଥାଏ।ସେହିରୋଗ ହେଲେ ଆଖି ନାଲି ପଡିବା ଏବଂ କୁଣ୍ଡେଇହେବା ଆରମ୍ଭ ହୋଇଥାଏ।ଆଖିରେ ରକ୍ତ ଖସିଆସିଲା ଭଳି ଦେଖାଯାଇଥାଏ।ଯଦି ଆପଣ କୌଣସି ଆୟୁର୍ବେଦିକ ଔଷଧ ଖାଆନ୍ତି ତେବେ ୩ରୁ୪ ଦିନରେ ହିଁ ଆପଣଙ୍କ ଆଖି ଭଲ ହୋଇଯାଇଥାଏ।କିନ୍ତୁ ଯଦି ଆପଣଙ୍କୁ ଏହି ରୋଗ ଆସେ ତେବେ ସକାଳୁ ଉଠି ଆଖିରେ ଛେପ ଲଗାନ୍ତୁ।ଏହା ଦ୍ୱାରା ୨୪ ଘଣ୍ଟା ମଧ୍ୟରେହିଁ ରୋଗ ଦୂର ହୋଇଯିବ ଆପଣଙ୍କୁ ଜଣାପଡିବ ନାହିଁ।

କିଛି ଲୋକଙ୍କ ଆଖି ଅଳ୍ପ ବଙ୍କା ଥାଏ।ଯାହାଦ୍ୱାରା ସେମାନେ ଏକ ଜାଗାକୁ ଦେଖନ୍ତି ତେବେ ଅନ୍ୟ ଏକ ଜାଗାକୁ ଦେଖିବା ଭଳି ଲାଗିଥାଏ।କିନ୍ତୁ ଉପରେ କୁହାଯାଇଥିବା ଉପାୟ ଦ୍ୱାରା ଏହା ମଧ୍ୟ ଧୀରେ ଧୀରେ ଭଲ ହୋଇଜାଇଥାଏ।ବିଜ୍ଞାନିକଙ୍କ ଅନୁସାରେ ମାଟିରେ ଯେଉଁସବୁ ଉପକାରୀ ତତ୍ୱ ରହିଥାଏ ପାଟିରେ ଥିବା ଲାଳରେ ମଧ୍ୟ ସେସବୁ ଉପକାରୀ ତତ୍ୱ ରହିଥାଏ।ଏହିପାଇଁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ।ଏହାଦ୍ୱାରା ଆପଣ ବହୁତ କିଛି ରୋଗ ଭଲ କରିପାରିବେ।

ଯଦି ଆପଣଙ୍କ ଶରୀରରେ କୌଣସି ଜାଗାରେ ଦାଗ ହୋଇଯାଇଥାଏ ତେବେ ପାଟିର ଛେପ ଅଳ୍ପଅଳ୍ପ ସେଜାଗାରେ ଲଗାଇବା ଦ୍ୱାରା ଦାଗ ଧୀରେ ଧୀରେ ଭଲ ହୋଇଯାଇଥାଏ।ଶରୀରରେ ଯେଉଁ ପ୍ରକାର ଦାଗ ଏବଂ ଚିହ୍ନ ଥାଉନା କାହିଁକି ଏହାଦ୍ୱାରା ତାହା ସଫା ହଲିଯାଇଥାଏ।କେବେଳ ଏପରି ଆପଣଙ୍କୁ ଏକ ବର୍ଷ କରିବାକୁ ପଡିବ।ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିନଥାଏ।ଆପଣ ଏହାକୁ ନିଜେ ପ୍ରୟୋଗ କରନ୍ତୁ ଏହାଦ୍ୱାରା ନିଶ୍ଚିତ ଲାଭ ମିଳିଥାଏ।ଏହାକୁ ନିଜେ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ।

ଆଖିର ରୋଗ ପାଇଁ ଅନ୍ୟଏକ ଔଷଧ ହେଉଛି ଦେଶୀଗାଈର ମୂତ୍ର ଆଖିରେ ପକାନ୍ତୁ।ଏକ ବୋତଳରେ ଦେଶୀଗାଈର ମୂତ୍ର ରଖି ତାହାକୁ ଅଳ୍ପଅଳ୍ପ ଆଖିରେ ପକାଇବା ଦ୍ୱାରା ଆଖି ଜନିତ ଯେକୋୖଣସି ରୋଗ ଯେପରି ଠିକଭାବେ ଦେଖାନଯିବା ମୋତିଆବିନ୍ଦୁ ସହଜରେ ଭଲ ହୋଇଯାଇଥାଏ।ଏହାକୁ ଆପଣ ସକାଳୁ ବ୍ୟବହାର କରିପାରିବେ କିମ୍ବା ରାତ୍ରିରେ ମଧ୍ୟ ବ୍ୟବହାର କରିପାରିବେ।ଏହା ଦ୍ୱାରା ମୋତିଆ ବିନ୍ଦୁ ବିନା କୌଣସି ଅପରେସନରେ ମଧ୍ୟ ଭଲ ହୋଇଜାଇଥାଏ।ଯାହାକୁ ଆଖିରେ ବେଶି ପାଣି ଆସୁଥାଏ ବାରମ୍ବାର ତାହା ମଧ୍ୟ ଏହା ଦ୍ୱାରା ଭଲ ହୋଇଯାଇଥାଏ।ଆଖି ବାରମ୍ବାର କୁଣ୍ଡାଇ ହେଉଥିଲେ କିମ୍ବା ନାଲି ପଡୁଥିଲେ ମଧ୍ୟ ଗୋମୂତ୍ର ଦ୍ଵାରା ଭଲ ହୋଇଜାଇଥାଏ।କେବଳ ଏତିକି ଧ୍ୟାନ ରଖନ୍ତୁ ଗାଈ ଦେଶି ହୋଇଥିବା ଦରକାର ଏବଂ ଗର୍ଭବତୀ ହୋଇନଥିବା ଦରକାର।

Leave a Reply

Your email address will not be published. Required fields are marked *