March 3, 2024

Odia Express

News For Public

କେଉଁ ଲୋକମାନଙ୍କ ପାଇଁ ଗୁଡ଼ ଅମୃତ ସମାନ ଆଜି ଜାଣିରଖନ୍ତୁ – କେଉଁ ମାନେ କିପରି ଖାଇବା ଦରକାର ଏବେ ଜାଣିରଖନ୍ତୁ..

ନମସ୍କାର ସାଙ୍ଗମାନେ ଆଜି ଆମେ ଜାଣିବା କଫ ବିଷୟରେ।କଫକୁ ସେବୁବେଳ ପାଇଁ ଶାନ୍ତ ରଖିବାର ଥାଏ।ସ୍ଥଗିତ ରଖିବାର ଥାଏ ଏବଂ ଅଚଳ ଅବସ୍ଥାରେ ରଖିବାର ଥାଏ।ସବୁଠାରୁ ଭଲ ଉପାୟ କଫକୁ ଶାନ୍ତ ରଖିବାର ହେଉଛି ଗୁଡ଼।ଗୁଡ଼ ହେଉଛି କଫକୁ ଶାନ୍ତ ରଖିବାର ଏକ ନମ୍ବର୧ ଉପାୟ।ଏବଂ ଏହା ସହିତ କଫକୁ ଶାନ୍ତ ରଖିବାର ଅନ୍ୟ ଏକ ଉପାୟ ହେଉଛି ମହୁ।ଯେଉଁମାନେ ମହୁ ଖାଇପାରିବେ ସେମାନେ ମହୁ ଖାଆନ୍ତୁ ଏବଂ ଯେଉଁମାନେ ଗୁଡ଼ ଖାଇପାରିବେ ସେମାନେ ଗୁଡ଼ ଖାଆନ୍ତୁ।
ଆପଣଙ୍କ ମାନଙ୍କ ମଧ୍ୟରୁ ଯେଉଁ ମାନେ ଜୈନ ଧର୍ମର ପାଳନ କରନ୍ତି ସେମାନଙ୍କ ପାଇଁ ହେଉଛି ଗୁଡ଼।ଏବଂ ଯେଉଁମାନେ ଜୈନ ଧର୍ମର ପାଳନ କରନ୍ତି ନାହିଁ ତାଙ୍କ ପାଇଁ ହେଉଛି ମହୁ।

ଗୁଡ଼ କଫକୁ କିପରି ଶାନ୍ତ ରଖିଥାଏ ଆସନ୍ତୁ ଜାଣିବା।ଆଧୁନିକ ବିଜ୍ଞାନ ଅନୁଯାଇ ଯେବେ ଆପଣଙ୍କୁ କଫ ରୋଗ ଆସିଥାଏ ତେବେ ଶରୀରରେ ଏକ ତତ୍ୱର କମି ଆସିଥାଏ।ତାହା ହେଉଛି ଫସଫରସ।ଫସଫରସ ଏକ ପ୍ରକାର କେମିକାଲ ଅଟେ।ଏବଂ ଫସଫରସ ଭଳି ଅନ୍ୟ ଏକ ପଦାର୍ଥ ହେଉଛି ଆରସେନିକ।ବାସ୍ତବରେ ଅରସେନିକ ଆପଣଙ୍କ ଶରୀରରେ ନରହିଲେ ଭଲ।ଏହା ଫସଫରସର ସେହିତ ଥାଏ।ଏହା ଆପଣଙ୍କ ଶରୀରରେ ଯେତେ କମ ରହିବ ସେତେ ଭଲ ଥାଏ।ଏହା କମ ମାତ୍ରାରେ ରହିଲେ ଫସଫରସକୁ ଶକ୍ତି ଯୋଗାଇଥାଏ।ଏବେ ଆପଣ ଭାବନ୍ତୁ ଯଦି ଆପଣଙ୍କ ଶରୀରରେ କଫର ପରିମାଣ ବଢିଯାଏ ତେବେ ଏହାର ଅର୍ଥ ହେଉଛି ତେବେ ଫସଫରସର ପରିମାଣ କମିଯାଇଥାଏ।ଯେତେବେଳେ ଆମେ ଗୁଡ଼କୁ ପରୀକ୍ଷାଗାରରେ ପରୀକ୍ଷାକରି ଦେଖିଲୁ ତେବେ ଏଥିରେ ଥିବା ତତ୍ୱ ମାନଙ୍କ ମଧ୍ୟରୁ ଫସଫରସର ପରିମାଣ ଅଧିକ ଥାଏ।ଏଥିରେ ଅଳ୍ପ ମାତ୍ରାରେ ଅରସେନିକ ଥାଏ ଏବଂ କିନ୍ତୁ ସବୁଠାରୁ ବେଶି ପରିମାଣରେ ଫସଫରସ ଅଧିକ ଥାଏ।ଏବଂ ଏହାଛଡା ଆଖୁରସରେ ମଧ୍ୟ ଫସଫରସ ଥାଏ କିନ୍ତୁ ଗୁଡ଼ ଏବଂ ମହୁର ସବୁଠାରୁ ବେଶୀ ପରିମାଣରେ ଏହା ଦେଖାଯାଇଥାଏ।

ଆଖୁରସ ଠାରୁ ଭଲ ପରିମାଣର ଫସଫରସ ଗୁଡ଼ରେ ଥାଏ ତାହା ଆପଣଙ୍କ ଶରୀରରେ ଜଲଦି ହଜମ ହୋଇଥାଏ।ଏହାକୁ ଆପଣ ଛୋଟ ପିଲାଙ୍କୁ ମଧ୍ୟ ଦେଇପାରିବେ।ଏହା ଛଡା ଅନ୍ୟ ଏକ ପଦାର୍ଥ ଅଛି ଯାହା ହେଉଛି ତରଳ ଗୁଡ଼।ଯଦି ତରଳ ଗୁଡ଼ ମିଳୁଛି ତେବେ ଏହା ସାଧାରଣ ଗୁଡ଼ ଠାରୁ ଅଧିକ ଉପଯୋଗୀ ଅଟେ।ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରିବାଦ୍ୱାରା ଜଣାପଡିଲା ଗୁଡ଼ ଠାରୁ ବେଶୀ ଭଲ ସ୍ଥିତିର ଫସଫରସ ତରଳ ଗୁଡ଼ ଠାରେ ରହିଥାଏ।ଏହାକୁ ଆପଣ ନିଜ ଜୀବନରେ ଏକ ଭାଗ ବନେଇଦିଅନ୍ତୁ।ଏହାକୁ ଯଦି ଆପଣ ନିୟମିତ ବ୍ୟବହାର କରନ୍ତି ତେବେ ଅପଣଙ୍କ ଜୀବନରେ କେବିଭେଲବ କଫ ସମସ୍ୟା ଆସିନଥାଏ।ତେବେ ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରି ଏହାର ଲାଭ ଉଠାନ୍ତୁ।

Leave a Reply

Your email address will not be published. Required fields are marked *