September 25, 2023

Odia Express

News For Public

ଯାହାର ନିଦ ସକାଳ ୩ରୁ ୫ ଭିତରେ ଭାଙ୍ଗିଯାଏ,ତାଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା – ଆପଣଙ୍କ ନିଦ ଭାଙ୍ଗୁଥିଲେ ନିଶ୍ଚୟ ପଢନ୍ତୁ..

ସାଙ୍ଗ ମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାର ଯେଉଁ ବ୍ୟକ୍ତି ମାନଙ୍କ ନିଦ ୩ ଟା ରୁ ୫ ଟା ଭିତରେ ଭାଙ୍ଗି ଯାଉଛି ତାଙ୍କ ଜୀବନରେ କଣ ଘଟିଵ ବା ନ ଘଟିବ।ଯେତେବେଳେ ଭଗବାନ ସୃଷ୍ଟିର ରଚନା କରିଥିଲେ ତ ସେ କିଛି କଥା ଅଧୁରା ଛାଡି ଦେଇଥିଲେ ଓ କେତେ ରହସ୍ୟକୁ ଅବୁଝା ହିଁ ରହିବାକୁ ଦେଇଥିଲେ।ସେ ଏହା ମାନବ ଜାତି ଉପରେ ଛାଡି ଦେଇଥିଲେ ଯେ ମାନବ କିପରି ଏହାର ଉତ୍ତର ଖୋଜି ପାଉଛି।ସାଙ୍ଗମାନେ ଆମ ଜୀବନରେ ଘଟୁଥିବା ପ୍ରତି ଘଟଣା ପଛରେ ଈଶ୍ୱର ଙ୍କ ହାତ ଓ କିଛି ରହାସ୍ୟ ରହିଛି।ଯଦି ଆମ ମନରେ ଈଶ୍ୱର ଙ୍କ ପ୍ରତି ବିଶ୍ଵାସ ଥିବା ତାହେଲେ ଆମେ ସେ ରହସ୍ୟକୁ ବୁଝିପାରିବ।ଆମେ ବେଳେବେଳେ କିଛି କାରଣ ଯୋଗୁ ଦୁର୍ଘଟଣା ଗ୍ରସ୍ତ ହେଇଥାଉ। ତ ଭଗବାନ୍ ଆମକୁ ପୂର୍ବରୁ ହିଁ ଏହାର ସଂକେତ କୌଣସି ନା କୌଣସି ରୂପରେ ଦେଇଥାନ୍ତି।କିନ୍ତୁ ଏହାକୁ ଆମେ ବୁଝି ପାରି ନଥାଏ।ଆମ ସ୍ଵପ୍ନରେ ମଧ୍ୟ ଏହିସବୁ ଘଟଣା ର ରହସ୍ୟ ଲୁଚି ରହିଥାଏ।କେବଳ ଏହା ନୁହଁ ଯଦି ଆମ ସହିତ କିଛି ଭଲ ଘଟଣା ଘଟିବା କୁ ଯାଉଛି ତେବେ ଈଶ୍ୱର ତାହାର ବି ସଂକେତ ଦେଇଥାନ୍ତି।ଭଗବାନ୍ ଶ୍ରୀ କୃଷ୍ଣ ଗୀତା ରେ ମଧ୍ୟ କହିଛନ୍ତି ଯେ ଭଗବାନ ସଂସାରର କୋଣ ଅନୁକୋଣରେ ରହିଥାନ୍ତି।

ପ୍ରାୟତଃ ଆମ ନିଦ ୩ଟା ରୁ ୫ଟା ଭିତରେ ଭାଙ୍ଗି ଯାଇଥାଏ କିନ୍ତୁ ଏହା ଆମକୁ ଅତି ସାଧାରଣ ଲାଗିଥାଏ।ସାଙ୍ଗ ମାନେ ଆପଣ ଜାଣିଥିବେ ଯେ ବ୍ରହ୍ମ ମୁହୂର୍ତ୍ତ ଏହି ୩ଟା ରୁ୫ଟା ଭିତରେ ହୋଇଥାଏ।ଭଗବାନ୍ ଶ୍ରୀ କୃଷ୍ଣ ମଧ୍ୟ ଗୀତରେ କହିଛନ୍ତି ଯେ ବ୍ରହ୍ମ ମୁହୂର୍ତ୍ତ ଦିନର ସବୁଠୁ ଶ୍ରେଷ୍ଠ ମୁହୂର୍ତ୍ତ ହୋଇଥାଏ।ଯେଉଁ ବି ବ୍ୟକ୍ତି ଏହି ସମୟ ମଧ୍ୟରେ ଉଠିଥାଏ ସେ ବହୁତ ଉନ୍ନତି କରିଥାଏ।ଶ୍ରୀ କୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ବ୍ରହ୍ମା ଏହି ସୃଷ୍ଟି ର ସରଞ୍ଚନା କରିଥିଲେ।ଆପଣ ବ୍ରହ୍ମ ମୁହୂର୍ତ୍ତ କୁ ନିର୍ମାଣ ସମୟ ମଧ୍ୟ କହିପାରିବେ।ଆପଣ ଏହି ସମୟ ଭିତରେ ନିଜକୁ ପୁଣି ଥରେ ତିଆରି କରି ଭଗ୍ନ ଙ୍କ ପାଖେ ନିଜକୁ ସମର୍ପିତ କରି ପାରିବେ।

ବହୁତ ଲୋକ ଚେଷ୍ଟା କରିକି ମଧ୍ୟ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ପାରନ୍ତି ନାହିଁ।ଯଦି ଆପଣ ଙ୍କ ନିଦ ଏହି ସମୟ ଭିତରେ ଭାଙ୍ଗୁଛି ତ ଏହି ସମୟ ବହୁତ୍ ଭଲ ସମୟ ଅଟେ।ଏହି ସମୟ ମଧ୍ୟରେ ଚାରି ପାର୍ଶ୍ବରେ ଏମିତି ଏକ ବାତାବରଣ ସୃଷ୍ଟି ହୁଏ ଯାହା ଆପଣକଂ ଜୀବନକୁ ବଦଳେଇ ଦେଇ ପାରେ। ଆୟର୍ବେଦିକ୍ ଅନୁସାରେ ଏହାକୁ ଶୁଭ ସମୟ ବୋଲି ଧରାଯାଏ।ବେଦରେ ମଧ୍ୟ କୁହା ଯାଇଛି ଯେ ଏହି ସମୟ ଭିତରେ ଉଠୁଥିବା ଲୋକ ବଳ,ବୁଦ୍ଧି,ବିଦ୍ୟାର ପ୍ରାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *