March 3, 2024

Odia Express

News For Public

ଅପ୍ରେଲ ମାସରେ ଜନ୍ମ ହୋଉଥିବା ଲୋକମାନଙ୍କର ପ୍ରକୃତି ଭବିଷ୍ୟତ ଏବଂ ପ୍ରେମ ଜୀବନ ବିଷୟରେ ଏବେ ଜାଣିରଖନ୍ତୁ..

1 min read

ଆମେ ଆଜି ଅପ୍ରେଲରେ ଜନ୍ମ ହେଇଥିବ ଲୋକ ମାନଙ୍କର ଲକି ନମ୍ବର ଲକି କଲର ଲକି ଡେ ଲକିଷ୍ଟୋନ ବିଷୟରେ ଜାଣିବା।ସେମାନଙ୍କ ଲକିନମ୍ବର-୧,୪,୫,୮ ହେଇଥାଏ।ଲକିକଲର-ଅରେଞ୍ଜ ମେରୁନ ଆଉ ଗୋଲଡେନ ହେଇଥାଏ।ଲକିଡେ-ରବିବାର ବୁଧବାର ଶୁକ୍ରବାର ହେଇଥାଏ।ଲକିଷ୍ଟୋନ-ମାଣିକ ହେଇଥାଏ।ଏବେ ଆମେ ଜାଣିବା ଅପ୍ରେଲ ମାସରେ ଜନ୍ମ ନେଇଥିବା ଲୋକଙ୍କ ସ୍ୱଭାବ କିପରି ହୋଇଥାଏ।ଯଦି ଆପଣଙ୍କ ଜନ୍ମ କୋଉ ବର୍ଷ ଅପ୍ରେଲ ମାସରେ ହେଇଥାଏ ତେବେ ଅଷ୍ଟ୍ରୋଲୋଜି କୁହେ କି ଆପଣ ବହୁତ ସୁନ୍ଦର ଲାଜକୁଳା ହସମୁଖ ଆଉ ଜିଦି ହୋଇଥାନ୍ତି।ଆଳସ୍ୟ ଆପଣଙ୍କର ପସନ୍ଦ ନୁହଁ।କିନ୍ତୁ ଏହା ଅଲଗା କଥାକି ଆପଣ ଯେଉଁ କାମ ପାଇଁ ପ୍ରସ୍ତୁତ ନୁହଁ ଆପଣ ସେ କାମକୁ ଦୂର କରିବା ପାଇଁ ଆଳସ୍ୟ ଦେଖାଇଥାନ୍ତି।ଆପଣଙ୍କର ସବୁଠୁ ମୁଖ୍ୟ କଥା ଏହା ହଉଚିକି ଆପଣ ବହୁତ ହସମୁଖ ସ୍ଵଭାଵର ବ୍ୟକ୍ତି।ଯାହା କାରଣରୁ ଆପଣଙ୍କର ଅଧିକ ବନ୍ଧୁ ହୋଇଥାନ୍ତି।

ଆପଣଙ୍କ ଏହି ସ୍ଵଭାବ ପାଇଁ ଆପଣ ଖାଲି ସାଙ୍ଗ ମାନଙ୍କ ମଧ୍ୟରେ ନୁହଁ ପରିବାର ଲୋକଙ୍କ ନଜରରେ ମଧ୍ୟ ବେଶ ପ୍ରଶଂସା ପାଇଥାନ୍ତି।ଆପଣଙ୍କ ଏହି ସ୍ଵଭାବ ପାଇଁ ଲୋକ ଆପଣଙ୍କୁ ଅନ୍ୟ ନଜରରେ ଉଦାହରଣ ଭାବରେ ଦେଖାଇଥାନ୍ତି।ଆପଣ କଳାକାର ବି କୁହାଯାଇପାରିବେ।କଲା ଫିଲଡ଼ରେ ଆପଣଙ୍କ ଜ୍ଞ୍ୟାନ ଥାଉ ଅବା ନଥାଉ କିନ୍ତୁ ଅପଣଙ୍କର ସବୁ କଥା ପ୍ରତି ଭାବନା କିଛି କଳାମତକ ହୋଇଥାଏ।

ଲାଇଫରେ ଆଡ଼ବେଞ୍ଚର ଥିବା ଆପଣ ଜରୁରୀ ବୋଲି ଭାବଥାନ୍ତି।ଏହା ବିନା ଆପଣଙ୍କ ଜୀବନ ବୋରିଂ ହୋଇଥାଏ।ଏହା ବିନା ଆପଣଙ୍କର କଳାମତକ ଜିନିଷର ସଂଗ୍ରହ ଅପଣଙ୍କୁ ଭାରି ପସନ୍ଦ।ଅପଣଙ୍କର ସବୁ ଜିନିଷ ଜାଣିବାକୁ ଭାରି ଇଚ୍ଛା ଥାଏ।

ଆପଣ ସବୁ କଥାକୁ କଠିନତାର ସହ ନେଇଥାନ୍ତି।କିନ୍ତୁ ଅପଣଙ୍କ ଏହି ଅଭ୍ୟାସ ଅନ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ।ଆପଣ ନଜାଣିକି ଅନ୍ୟ ଲୋକଙ୍କ ନିଜଜୀବନରେ ଦାଖଲ ଦିଅନ୍ତି।ସାମ୍ନା ଲୋକର ଇଚ୍ଛା ଥାଉ କି ନଥାଉ ଆପଣ ସାମ୍ନା ଲୋକର କଥା ଜାଣି ନିଅନ୍ତି।ଏହି ମାସରେ ଜନ୍ମ ଲୋକ ଜିଦି ପ୍ରକୃତିର ହୋଇଥାନ୍ତି।ଏହା କେବଳ ନକାରାତ୍ମକ ନୁହଁ ସକରାତ୍ମକ ହୋଇଥାଏ।ଯଦି ଏହି ମାସ ଜନ୍ମ ଲୋକ କିଛି କରିବାକୁ ଠିକ କରନ୍ତି ସେମାନଙ୍କୁ କେହି ସେ କାମ କରିବାକୁ ରଖିପାରନ୍ତି ନାହିଁ।ଆପଣ ଆପଣଙ୍କ କହିଥିବା କଥାରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି।ଜିଦି ସହ ଅପଣଙ୍କର ଆଶା ବି ଥାଏ।

ଏହି ମାସରେ ଜନ୍ମିତ ବ୍ୟକ୍ତି ନିଡ଼ର ହାଇଥାନ୍ତି।ଯଦି ଆପଣଙ୍କୁ ଲାଗେ କି ଆପଣ କରିଥିବା କାମ ଠିକ ତେବେ ଯାହା ଯାଇଯାଉ ଆପଣ ସେକାମକୁ ଠିକ ବୋଲି ମଣିଥାନ୍ତି।ନିଜ ଉପରେ ବିଶ୍ୱାସ ହି ଅପଣଙ୍କର ପ୍ରକୃତ ବିଜୟ।ଅପଣଙ୍କୁ ଅଧିକ ଥର ଅନ୍ୟାୟ ଦେଖିବା ବେଳେ ରାଗ ଲାଗିଥାଏ।ଅପଣଙ୍କୁ ଯେବେ ରାଗ ଲାଗେ ଆପଣ କାହାକଥା ଶୁଣିନଥାନ୍ତି।ଆପଣ ନିଜ କାମ କୁ ନେଇ କିଛି କମ୍ପରମାଇଜ କରନ୍ତି ନାହିଁ।ଏହି ମାସରେ ଜନ୍ମିତ ବ୍ୟକ୍ତି ଅଧିକ ଖେଳ ମିଡିଆ ରାଜନୀତି ଆଦିରେ ସଫଳ ହୋଇଥାନ୍ତି।ଆପଣ ଯାହା କରନ୍ତି ତାକୁ ନେଇ ଆପଣ ସବୁବେଳେ ସଫଳ ହୋଇଥାନ୍ତି।

ପ୍ରେମରେ ଆପଣଙ୍କୁ ଅପଣଙ୍କ ଭଳି ବନ୍ଧୁ ମିଳିନଥାନ୍ତି।ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।କିନ୍ତୁ ଆପଣ ପ୍ରେମ ପୁରା ଦିଲରୁ କରନ୍ତି।ଆପଣ ଯାହାକୁ ପ୍ରେମ କରନ୍ତି ସତ ପ୍ରେମ କରନ୍ତି।ସେମାନଙ୍କୁ ଆପଣ ସବୁବେଳେ ଖୁସିରେ ରଖନ୍ତି।ଏମାନଙ୍କୁ କୁହାଯାଏ କି ଆପଣ ଅଜଣା ଲୋକଙ୍କ ଉପରେ ଜଲଦି ବିଶ୍ୱାସ ନକରନ୍ତୁ।

Leave a Reply

Your email address will not be published. Required fields are marked *