September 25, 2023

Odia Express

News For Public

ପେଟର ଚର୍ବି କମ କରିବାର ଉପାୟ – ମାତ୍ର କିଛି ଦିନଟରେ ଆପଣ ପାଇବେ ରେଜଲ୍ଟ – ଧୀରେ ଧୀରେ ଆପଣ ପତଳା ହେଇଯିବେ..

1 min read

ଜାନୁଆରୀ,ଫେବ୍ରୁଆରୀ,ନଭେମ୍ବର,ଡିସେମ୍ବରରେ ତିଲ ,ଗୁଡ,ଧଳା ତିଲ ଇତ୍ୟାଦି ବହୁତ ଖାଇପାରିବେ। ଦହି ,କ୍ଷୀର,ହଲୁଆ,ରାତି ରେ ଖାଇବି ପାରିବେ।ଦହିରେ କିଛି ଗୁଡ ମିଶେଇକି ଖାଇବା ଉଚିତ,କିନ୍ତୁ କ୍ଷୀରରେ ଗୁଡ କିମ୍ବା ଚିନି ମିସେଇବା ଉଚିତ ନୁହେଁ।କ୍ଷୀର ପିଇବା ପୂର୍ବରୁ କିମ୍ବା କ୍ଷୀର ପିଇବା ପରେ ମିଠା ସ୍ୱାଦ ଜିନିଷ ଖାଇବା ଉଚିତ।ଦହିରେ ସବୁବେଳେ କିଛି ନା କିଛି ମିସେଇ ଖାଇବା ଉଚିତ।

ବିହାରରେ ଏକ ଖାଦ୍ୟ ମିଳେ ତାର ନାମ ଦହିଚୁଡା।ଏହା ମୁଁ ମିଥିଲlରେ ଖାଇଥିଲି ପ୍ରଥମ ଥର।ଏହା ଏତେ ଅଦ୍ଭୁତ ଯେ ମୁଁ ଭlବୁଛି ଦୁନିଆରେ ଆଉ କେଉଁଠି ମିଳୁନଥିବ।ମିଥିଲାରେ ପ୍ରଥମେ ଚୂଡ଼ା ତା ପରେ ଦହି ଓ ଶେଷରେ ଗୁଡ ଦେଇକି ଦିଅନ୍ତି। ସେଥିପାଇଁ ଖୀର ଆଗେ ଆଗେ ପିଅ,ତା ପରେ କିଛି ଗୁଡ ରେ ତିଆରି ଜିନିଷ ଖାଦ୍ୟ ଖାଅ।ଗୁଡର କେତେ ପ୍ରକାର ଖାଦ୍ୟ ଆମ ଘରେ ହୁଏ।ଗୁଡ଼ ଓ ତେଲ ରେ ଯୋଉ ଆଇଟମ ତିଆରି ହୁଏ ,ଯେପରିକି ବାଦାମ ଲଡୁ ,ମୁଆଁ ଏତ୍ୟାଦି ତିଆରି ହୋଇଛି।ନିଜେ ଖାଅ ଏବଂ ଛୁଆ ମାନଙ୍କୁ ଖାଇବାକୁ ଦିଅ ।

ଗୁଡ ଖାଇବା ଦ୍ବାରା ପେଟରେ ଚର୍ବି ବଢିବାର କୌଣସି ସୁଯୋଗ ନାହିଁ।ପେଟ ବଢିବା ଦ୍ଵାରା ବହୁତ ରୋଗ ଦେଖା ଯାଇଥାଏ।ସେଥିପାଇଁ ତିଲ ଖାଇବା ଦ୍ବାରା ଚର୍ବି ହ୍ରାସ ପାଇଥାଏ,କିନ୍ତୁ କଳା ତିଲ ଖାଇବା ଦ୍ବାରା ଚର୍ବି ବହୁତ ଶୀଘ୍ର ହ୍ରାସ ପାଇଥାଏ।୨,୩ ମାସ ଖାଇବl ପରେ ଓଜନ ୮ରୁ ୧୦ କିଲୋ ହ୍ରାସ ପଇଥାଏ।କଳା ତିଲ,ଧଳା ତିଲ ଅପେକ୍ଷା ଭଲ।କିନ୍ତୁ ଏହା ଗ୍ରୀଷ୍ମ ଋତୁରେ ଖାଇବ ନାହିଁ।

ପେଟ କମିବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡିବ କିନ୍ତୁ ତିଲ ଖାଇବା ଦ୍ବାରା ପେଟ ବହୁତ ଶୀଘ୍ର ଓ ଓଜନ ହ୍ରାସ ପାଇବ।୨ରୁ ୪ ମାସ ମଧ୍ୟରେ ୮ ରୁ ୧୦ କିଲୋ ହ୍ରାସ ପାଇବ।ଯାହା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରାହିବ।କ୍ଷୀରରେ କିଛି ମିସେଇକି ପିଇବା ଉଚିତ ନୁହେଁ।କିନ୍ତୁ ଦହିରେ ସବୁବେଳେ କିଛି ନା କିଛି ମିସେଇକି ଖାଇବା ଉଚିତ।ସ୍ୱାସ୍ଥ୍ୟ ଭଲରେ ରହିଲେ,ସବୁ କିଛି ଭଲରେ ରହିବ।ସେଥିପାଇଁ ଆମେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଉଚିତ।

କ୍ଷୀରରେ କିଛି ମିସେଇକି ଖାଇବା ଉଚିତ ନୁହେଁ।ଦହିରେ ବିଭିନ୍ନ ପ୍ରକାର ଦ୍ରଵ୍ୟ,ଯେପରିକି ଗୁଡ କିମ୍ବା ଲୁଣ ଇତ୍ୟାଦି ମିସେଇକି ଖାଇବା ଉଚିତ।ଗୁଡ ଖାଇବା ଦ୍ବାରା ଆମ ଶରୀରରେ ମେଦ ବହୁଳତା କମିଥାଏ।ଗୁଡ ଖାଇବା ଦ୍ବାରା ଡାଇବେଟିସ ହବାର ସମ୍ଭାବନା ବହୁତ କମ।ସେଥିପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି ଯେ ଗୁଡ ଖାଇବାକୁ।ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ପରଶ୍ରମ କରିବାକୁ ପଡିବ,କିନ୍ତୁ ଆମେ ତିଲ ଖାଇବା ଦ୍ୱାରା ଆମ ଶରୀରର ମେଦ ହ୍ରାସ କରିପାରିବା।ଏହା ଦ୍ଵାରା ଦୁଇ ରୁ ଚାରି ମାସ ମଧ୍ୟରେ ଆମ ଶରୀରରୁ ୮ ରୁ ୧୦ କିଲୋ ହ୍ରାସ କରିପାରିବା। ଏହାକୁ ଆପଣେଇବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Leave a Reply

Your email address will not be published. Required fields are marked *