October 1, 2023

Odia Express

News For Public

ମଣିଷ ର ଆଖି ପତା ଆକୃତି କହିଥାଏ ଏପରି ବ୍ୟକ୍ତିର ସ୍ୱଭାବ ବିଷୟରେ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ..

ଆମେ ଯେମିତି କାହାର ଆଖି ଦେଖିକି ତା ବ୍ୟକ୍ତିତ୍ୱ ବିଷୟରେ ଜାଣିପାରୁ ସେମିତି ଆମେ ଜଣକ ଆଇବ୍ରୋ ଦେଖିକରି ମଧ୍ୟ ସେହି ଲୋକର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ।ଆଜି ମୁ ଆପଣ ମାନଙ୍କୁ କହିବି ଯେ ଆପଣଙ୍କ ଆଇବ୍ରୋ ରୁ କେମିତି ଆପଣଙ୍କ ସ୍ଵଭାବ ବିଷୟରେ ଜାଣି ହେବ।ଆମ ଆଖିର ଉପର ଭାଗରେ ଏକ ବାଳର ଲେୟର ରହିଥାଏ ଯାହାକୁ ଆମେ ଆଇବ୍ରୋ କହିଥାଏ। ଆମ ଚେହେରାର ସୁନ୍ଦରତା ବଢ଼ାଇବାରେ ଆଇବ୍ରୋର ବିଶେଷ ଭୂମିକା ରହିଥାଏ।ଯେଉଁ ପ୍ରକାର ଆଇବ୍ରୋ ଆମ ଚେହେରା କୁ ସୁନ୍ଦର ରଖିଥାଏ ସେହି ପ୍ରକାର ତାହା ଆମ ସ୍ଵଭାବ ସମ୍ପର୍କରେ ବହୁତ୍ କିଛି କହିଥାଏ।ସବୁ ଲୋକଙ୍କର ଆଇବ୍ରୋ ତାଙ୍କ ଚେହେରା ଅନୁସାରେ ଅଲଗା ଅଲଗା ହୋଇଥାଏ।କାହାର ଆଇବ୍ରୋ ଅଧିକ ପତଳା ତ କାହାର ଅଧିକ ମୋଟା ହୋଇଥାଏ। ତ ଆସନ୍ତୁ ଜାଣିବା ଆପଣଙ୍କ ଆଇବ୍ରୋ ଆପଣଙ୍କ ବିଷୟରେ କଣ କହୁଚି।

ଯେଉଁ ମାନଙ୍କର ଆଇବ୍ରୋ ଝୁକି ହୋଇକରିଥାଏ କୁହାଯାଏ ଯେ ଏମାନେ ସାମାନ୍ୟ ବୁଦ୍ଧି ବାଲା ହୋଇଥାନ୍ତି।ଏମାନଙ୍କ ପାରିବାରିକ ଓ ସାମାଜିକ ଜୀବନ ମଧ୍ୟ ସାମାନ୍ୟ ହୋଇଥାଏ।ଏମାନଙ୍କ କୋଉ ମହତ୍ୱ ଇଚ୍ଛା ନ ଥାଏ।ଏମାନଙ୍କ ପୁରା ଜୀବନ ନିଜ ପରିବାର ର ଭରନ୍ ପୋଷଣ ରେ ବିତି ଯାଏ।ଏମାନେ ବହୁତ୍ ସନ୍ତୋଷ ପ୍ରବୃତ୍ତି ର ଲୋକ ହୋଇଥାନ୍ତି।ଏମାନଙ୍କୁ ଅଧିକ ପରିଶ୍ରମ କରିବା ଭଲ ଲାଗି ନଥାଏ।

ଯେଉଁ ମାନଙ୍କର ଆଇବ୍ରୋ ବହୁତ୍ ଗହରା ଓ ଯୋଡ଼ି ହୋଇକରୀ ରହିଥାଏ, ସେମାନଙ୍କ ମହତ୍ତ୍ଵ ଇଚ୍ଛା ରହିଥାଏ।ଏମାନେ ବହୁତ କର୍ମଠ ହୋଇଥାନ୍ତି।ଏମାନେ ବେଳେ ବେଳେ ଏମିତି କାର୍ଯ୍ୟ କରି ଦିଅନ୍ତି ଯାହାକି ଅନ୍ୟ ମାନଙ୍କୁ ଚକିତ କରିଦିଏ।ଏମାନେ ବହୁତ୍ ପରିଶ୍ରମୀ ହୋଇଥାନ୍ତି ଓ ଲଗାତାର ନିଜ ଲକ୍ଷ୍ୟ ଆଡ଼କୁ ବଢ଼ି ଚାଲନ୍ତି।ଏମାନେ ପରିଶ୍ରମ କରିବାକୁ ଭଲ ପାଆନ୍ତି।

ଯେଉଁ ମାନଙ୍କର ଆଇବ୍ରୋ ନାକ ପାଖରୁ ଉପରକୁ ଉଠିକରୀ ଥାଏ ସେମାନେ ଭଲ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି।ଏମାନଙ୍କ ବିଚାର ବହୁତ ଉଚ୍ଚ ହୋଇଥାଏ।ଏମାନେ ସମାଜ ର ହିତ ପାଇଁ ବହୁତ୍ କାମ କରିଥାନ୍ତି।

ଯେଉଁ ମାନଙ୍କର ଆଇବ୍ରୋ ବହୁତ ଗହରା ହୋଇଥାଏ,ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ବହୁତ୍ ଭଲ କୁଟ ନୀତିଗ୍ୟ ହୋଇଥାନ୍ତି। ଏମାନେ ଗରିବ ଘରେ ଜନ୍ମ ହେଲେ ଏମାନେ ନିଜ ପରିଶ୍ରମ ବଳରେ ସବୁ କିଛି ହାସଲ କରିଦିଅନ୍ତି।

ଯେଉଁ ମାନଙ୍କର ଆଇବ୍ରୋ ମଧ୍ୟ ଭାଗରୁ ଟିକେ ତଳ ଆଡ଼କୁ ଥାଏ,କୁହାଯାଏ କି ଏମାନେ ସୋନ୍ଦର୍ଯ୍ୟ ପ୍ରେମୀ ହୋଇଥାନ୍ତି।ଏମାନଙ୍କୁ କଳାତ୍ମକ ଜିନିଷ ଅଧିକ ପସନ୍ଦ ଆସିଥାଏ।ଏମାନେ ତାଙ୍କ ଜୀବନକୁ ତାଙ୍କ ହିସାବରେ ବଞ୍ଚିବା ପାଇଁ ଭଲ ପାଆନ୍ତି।

ଯେଉଁ ମାନଙ୍କ ଆଇବ୍ରୋ ପତଳା ହୋଇଥାଏ,ଏମାନେ ଶୃଙ୍ଗାରରେ ରୁଚି ରଖନ୍ତି।ଏମାନେ ତାଙ୍କ ନିଷ୍ପତି ବହୁତ ଧୈର୍ଯ୍ୟ ସହକାରେ ନିଅନ୍ତି।

ଯେଉଁ ମାନଙ୍କ ଆଇବ୍ରୋ ଧନୁଷ ଆକାରର ହୋଇଥାଏ,ସେମାନେ ନିଜ କ୍ଷେତ୍ରରେ କୁଶଳ,ପରିଶ୍ରମୀ ହୋଇଥାନ୍ତି।ଏମାନେ ତାଙ୍କ ପ୍ରତି କାମକୁ ମନା ସହକାରେ କରିଥାନ୍ତି।

ଯେଉଁ ମାନଙ୍କ ଆଇବ୍ରୋ ବହୁ କମ ରହିଥାଏ,ସେମାନେ କୌଣସି କାମକୁ ବୁଝି ବିଚାରି କରନ୍ତି ନାହିଁ,କିନ୍ତୁ ଏମାନଙ୍କ ଏକ ଭଲ ଗୁଣ ହେଉଛି ଏମାନଙ୍କୁ ଯଦି ଭଲରେ ବୁଝା ଯାଏ ତ ଏମାନେ ତାଙ୍କ ଗୁଣ ସୁଧାରି ଦିଅନ୍ତି।

ଯେଉଁ ମାନଙ୍କ ଆଇବ୍ରୋ ମଝିରେ ଅଧିକ ଜାଗା ରହିଥାଏ,ସେମାନେ ସ୍ପଷ୍ଟବାଦୀ ଓ ଭଲ ହୃଦୟର ଲୋକ ହୋଇଥାନ୍ତି।

ଯେଉଁ ମାନଙ୍କ ଆଇବ୍ରୋ ତେଢ଼ା ମେଢ଼ା ହୋଇଥାଏ ଏମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି।ଏମାନେ ନିଜ ଭାବନାକୁ ଅନ୍ୟ ମାନଙ୍କ ସହ ବାଣ୍ଟି ଦିଅନ୍ତି।

Leave a Reply

Your email address will not be published. Required fields are marked *