March 3, 2024

Odia Express

News For Public

ଆଖିରେ ଥିବା କଳାଯାଇ ମାଧ୍ୟମରେ ଜାଣନ୍ତୁ ବ୍ୟକ୍ତିର ସ୍ଵଭାଵ ଏବଂ ଭବିଷ୍ୟତ – ଆପଣଙ୍କ ପ୍ରିୟଜନ ଥିଲେ ନିଶ୍ଚୟ ପଢନ୍ତୁ..

ଆମ ଶରୀରରେ ଥିବା କଳାଯାଇ ଆମ ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ ଜଣାଇଥାଏ ଏବଂ ଆମ ଆଖିରେ ଥିବା କଳାଯାଇ ଆମ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି କଥାକୁ ଦର୍ଶଏ।ଆଖିର କୋଉଠି କୋଉଠି କଳାଯାଇ ରହିଲେ କଣ ହୋଇଥାଏ ତାହା ନିମ୍ନରେ ବନଣ୍ଣା କରାଯାଇଛି।

୧.ଯେଉଁ ବ୍ୟକ୍ତିର ବାମ ଆଖିର ପତା ଉପରେ କଳାଯାଇ ଥାଏ ସେମାନେ ବହୁତ ସମ୍ବେଧନ ଶିଳ ହୋଇଥାଏ।ଏବଂ ସବୁ କାମକୁ ସାଛୋଟ ର ସହ କରିଥାନ୍ତି।ସେଥିପାଇଁ ଏମାନଙ୍କ ସହ ଶୀଘ୍ର ସମସ୍ତେ ମିଶିଯାନ୍ତି।

୨.ଯେଉଁ ବ୍ୟକ୍ତିର ବାମ ଆଖିର ଧଳା ଅଂଶରେ କଳାଯାଇ ଥାଏ ଏମାନଙ୍କୁ ପ୍ରସିଦ୍ଧ ହେବାରେ ଅଧିକ ସମୟ ଲାଗେ କିନ୍ତୁ ଏମାନେ ଏମାନଙ୍କ ରେ ସଫଳତା ପାଇବାଏର୍ଡ ସକ୍ଷମ ହୁଅ।।

୩.ଯେଉଁ ବ୍ୟକ୍ତିର ବାମ ଆଖିର ତଳ ପାତାରେ କଳାଯାଇ ଥାଏ ସେମାନେ ବହୁତ ଅଳସୁଆ ପ୍ରକୁତୀର ହୋଇଥାନ୍ତି।ହେଲେ ଏମାନେ ଥରେ ଯେଉଁ କାମରେ ହାତ ଦିଅନ୍ତି ସେ କାମରେ ସଫଳ ହୋଇକି ହି ରୁହନ୍ତି।

୪.ବାମ ଆଖିର ଡୋଳାରେ କଳାଯାଇ ଥିବା ବ୍ୟକ୍ତିମାନେ ବହୁତଲ ଭାବୁକ ସ୍ୱଭାବର ଲୋକ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କ ଦୁଃଖ କେବେବି ବୁଝି ପାରନ୍ତିନି କିନ୍ତୁ ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି ସେହି କାମରେ ସଫଳତା ପ୍ରାପ୍ତ କରନ୍ତି।

୫.ଡାହାଣ ଆଖି ଉପରେ କଳାଯାଇ ଥିବା ବ୍ୟକ୍ତି ନିଜ କାମ ନିଜ ତାରିକାରେ କରିବା ପସନ୍ଦ କରନ୍ତି।ଏମାନେ ସହଜରେ କାହା ଉପରେ ସହଜରେ ଭର୍ଶକରି ପାରନ୍ତି ନାହିଁ।ଏମାନେ ବହୁତ ଦୟାଳୁ ସ୍ୱଭାବର ହୋଇଥାନ୍ତି।

୬. ଡାହାଣ ଆଖି ତଳ ପାତାରେ କଆଯାଇ ଥିବା ବ୍ୟକ୍ତି ଖୁବ କମ ବୟସରେ ହି ସଫଳତା ପାଇବାର ସକ୍ଷମ ହୋଇଥାନ୍ତି।ଏମାନେ ନିଜ କାମକୁ ନେଇ ବହୁତ ଗମ୍ଭୀର ଥାଆନ୍ତି।ଯେଉଁ କାରଣରୁ ଏମାନେ ସହଜରେ ଏମାନେ ସଫଳତା ପାଇଥାନ୍ତି ଏମାନେ ଏମାନଙ୍କ ବିପରୀତ ବ୍ୟକ୍ତି ପ୍ରତି ଆକର୍ଷିତ ହୋଇଥାନ୍ତି।

୭.ଯେଉଁ ବ୍ୟକ୍ତିର ଡାହାଣ ଆଖି ପତାରେ କଳାଯାଇ ଥାଏ ସେମାନେ ବହୁତ ସମ୍ବେଧନ ଶିଳ ସ୍ୱଭାବର ହୋଇଥାନ୍ତି।ଏମାନେ ଅନ୍ୟମାନ ଦୁଃଖକୁ ସହଜରେ ବୁଝି ପାରନ୍ତି।ଏମାନଙ୍କ ଏହି ଗୁଣ ଯୋଗୁଁ ଏମାନେ ସମସ୍ତଙ୍କ ମଧ୍ୟରେ ତାଙ୍କର ଗୋଟେ ଅଲଗା ପରିଚୟ ସୁଷ୍ଟି କରିଥାନ୍ତି।

୮.ଯେଉଁ ବ୍ୟକ୍ତିର ଡାହାଣ ଆଖିର ଧଳା ଅଂଶରେ କଳାଯାଇ ଥାଏ ସେହିପରି ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କ ଚିନ୍ତା ଧାରା ଅତ୍ୟନ୍ତ ଉଚ କୋଟିର ହୋଇଥାଏ।ଏମାନେ ଅନ୍ୟମାନଙ୍କୁ ଠୁ କିଛି ଟା ଅଲଗା ହୋଇଥାନ୍ତି।

୯.ଯେଉଁ ବ୍ୟକ୍ତିର ଡାହାଣ ଆଖିର ଡୋଳାରେ କଳାଯାଇ ଥାଏ ଏହି ବ୍ୟକ୍ତି ସର୍ବଦା ଅନ୍ୟର ସାହାଯ୍ୟ ପାଇଁ ଆଗବର ହୋଇଥାନ୍ତି।ଏମାନେ ସମସ୍ତଙ୍କ ସହ ସହଜରେ ମିଶି ଯାଆନ୍ତି।ଏମାନେ ଖୁବ କମ ସମୟରେ ଅଧିକ ସଫଳତା ପାନ୍ତି।

Leave a Reply

Your email address will not be published. Required fields are marked *