February 26, 2024

Odia Express

News For Public

ସ୍ଵପ୍ନରେ ଭଗବାନଙ୍କୁ ଦେଖିଲେ କଣ ହୁଏ? ତେବେ କେଉଁ ଭଗବାନ କଣ ସଂକେତ ଦେଇଥାନ୍ତି ଏବେ ଜାଣିରଖନ୍ତୁ..

ସାଙ୍ଗ ମାନେ ଆମେ ସମସ୍ତେ ପ୍ରାୟ ସ୍ବପ୍ନ ଦେଖୁ।ଆମର ସବୁ ସ୍ବପ୍ନ ଆମ ଭବିଷ୍ୟ ସହିତ ଯୋଡି ହୋଇ ରହିଥାଏ।ଆଜି ମୁ ଆପଣଙ୍କୁ କହିବି ଯଦି କେଉଁ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଦେବୀ ଦେବତା ଦେଖାଯାଉଛି ତ ଏହାର ଅର୍ଥ କଣ ହେବ।ସ୍ୱପ୍ନର ରହସ୍ୟ ଜାଣିବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି।ସ୍ବପ୍ନ ଏମିତି ଏକ ମାଧ୍ୟମ ଯାହା ମନୁଷ୍ୟକୁ ଶୁଭ ଅଶୁଭ କାର୍ଯ୍ୟ ଠାରୁ ଅବଗତ କରାଇଥାଏ।କିଛି ସ୍ବପ୍ନ ବହୁତ୍ ବିଚିତ୍ର ହୋଇଥାଏ,ତାକୁ ଦେଖିକି ମନୁଷ୍ୟ ମନରେ ଅନେକ ପ୍ରକାର ପ୍ରଶ୍ନ ଜାତ ହୁଏ।ସବୁ ସ୍ବପ୍ନ ର ମହତ୍ତ୍ଵ କିଛି ଖାସ୍ ହୋଇଥାଏ।ପ୍ରତି ବ୍ୟକ୍ତି ଅଲଗା ପ୍ରକାର ସ୍ବପ୍ନ ଦେଖିଥାନ୍ତି।ଯେଉଁ ମାନେ ସ୍ବପ୍ନ ରେ ଦେବୀ ଦେବତା ମାନଙ୍କ ସ୍ବପ୍ନ ଦେଖେ ତାଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହୋଇଥାଏ।ସ୍ବପ୍ନ ଶାସ୍ତ୍ର ଅନୁସାରେ ଭଗବାନଙ୍କ ସ୍ବପ୍ନ ଦେଖିବା ବହୁତ୍ ଶୁଭ ହେଇଥାଏ।ଜୀବନ ରେ ଚାଲିଥିବା ସମସ୍ତ ଅସୁବିଧା ଗୁଡ଼ିକର ଅନ୍ତ ହୋଇଥାଏ।

ଯଦି କେଉଁ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଭଗବାନ୍ କୃଷ୍ଣ ଙ୍କ ସ୍ବପ୍ନ ଆସୁଛି, ତ ଆପଣ ସମସ୍ତେ ଜାଣିଥିବେ ଭଗବାନ୍ କୃଷ୍ଣ ଙ୍କୁ ଗୋପୀ ମାନଙ୍କ ମେଳରେ ରହିବା କେତେ ଭଲ ଲାଗେ। ଆପଣଙ୍କ ପ୍ରେମ ସମ୍ବନ୍ଧ ରେ ବୃଦ୍ଧି ଆସିବ।

ଯଦି ଆପଣ ସ୍ଵପ୍ନରେ ଭଗବାନ୍ ରାମଙ୍କୁ ଦେଖୁଛନ୍ତି ତ ଏହା ବହୁତ ଶୁଭ ବୋଲି ଧରାଯାଏ।ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ।

ଯଦି କେଉଁ ବ୍ୟକ୍ତିଙ୍କୁ ଭଗବାନ୍ ବିଷ୍ଣୁ ସ୍ଵପ୍ନରେ ଦେଖା ଯାଉଛନ୍ତି ତ ସ୍ବପ୍ନ ଶାସ୍ତ୍ର ଅନୁସାରେ ଏହା ଅତି ଶୁଭ ଅଟେ।କୁହାଯାଏ କି ଏଥିରେ ସେହି ବ୍ୟକ୍ତିକୁ ସଫଳତା ମିଳିଥାଏ।

ଯଦି କେଉଁ ବ୍ୟକ୍ତି ସ୍ଵପ୍ନରେ ଭଗବାନ ଶିବଙ୍କୁ ଦେଖୁଛନ୍ତି, ତ ଏହା ବି ବହୁତ ଶୁଭ ହୋଇଥାଏ।କୁହାଯାଏ କି ଏଥିରେ ବ୍ୟକ୍ତିର ମାନସିକ ଶାନ୍ତିରେ ବୃଦ୍ଧି ଆସେ।

ଯଦି ଆପଣ ସ୍ଵପ୍ନରେ ଭଗବାନ ବ୍ରହ୍ମାଙ୍କୁ ଦେଖୁଛନ୍ତି ତ କୁହାଯାଏ ସେହି ବ୍ୟକ୍ତିର ଭଲ ସମୟ ଆଗକୁ ଆସୁଚି।

ଯଦି ଆପଣ ସ୍ଵପ୍ନରେ ମା ଦୁର୍ଗାଙ୍କୁ ଦେଖୁଛନ୍ତି ତ କୁହାଯାଏ ଯେ ଆପଣଙ୍କ ସମସ୍ତ ପ୍ରକାର ରୋଗ ଶରୀରରୁ ଦୂର ହୋଇଯାଏ।

ଯଦି ଆପଣକୁ ସ୍ଵପ୍ନରେ ହନୁମାନ ଜୀ ଦେଖା ଯାଉଛନ୍ତି ତ ଏହା ବହୁତ ଶୁଭ ହୋଇଥାଏ।କୁହାଯାଏ କି ସେହି ବ୍ୟକ୍ତିର ଶତ୍ରୁଙ୍କ ର ନାଶ ହୋଇଯାଏ।

ଯେଉଁ ବ୍ୟକ୍ତି ସ୍ଵପ୍ନରେ ମାତା ସୀତା ଙ୍କୁ ଦେଖୁଛନ୍ତି ତ କୁହାଯାଏ କୁ ସେମାନଙ୍କୁ ପ୍ରଥମେ କଷ୍ଟ ମିଳେ ଓ ପରେ ସମୃଦ୍ଧି ଆସିଥାଏ।

ଯଦି କେଉଁ ବ୍ୟକ୍ତିଙ୍କୁ ସ୍ଵପ୍ନରେ ମହା ଲକ୍ଷ୍ମୀ ଙ୍କ ଦର୍ଶନ ହେଉଛି ତ ସେହି ବ୍ୟକ୍ତି ଙ୍କୁ ବହୁତ୍ ଧନ ପ୍ରାପ୍ତ ହେବ।

ଯଦି ଆପଣ ସ୍ଵପ୍ନରେ ମା ପାର୍ବତୀଙ୍କୁ ଦେଖୁଛନ୍ତି ତ କୁହାଯାଏ ଏହା ବହୁତ ଶୁଭ ଅଟେ।ଆପଣକୁ ସଫଳତା ମିଳିଥାଏ।

ଯଦି ଆପଣ ସ୍ଵପ୍ନରେ ମା ସରସ୍ଵତୀ ଙ୍କୁ ଦେଖୁଛନ୍ତି ତ ଏହା ବହୁତ ଶୁଭ ହୋଇଥାଏ।କୁହାଯାଏ କି ସେହି ବ୍ୟକ୍ତିର ଭବିଷ୍ୟ ସୁଖଦ ହୋଇଥାଏ।

ଯଦି କେଉଁ ବ୍ୟକ୍ତି ସ୍ଵପ୍ନରେ ନାରଦଙ୍କୁ ଦେଖୁଛନ୍ତି ତ ଆପଣଙ୍କୁ ଦୂରରୁ କେଉଁ ଶୁଭ ସମାଚାର ମିଳିଥାଏ।

Leave a Reply

Your email address will not be published. Required fields are marked *