September 25, 2023

Odia Express

News For Public

ଏ ଭିତରୁ ବାଛନ୍ତୁ ଗୋଟିଏ ଚିତ୍ର – ଦେଖନ୍ତୁ ନିଜ ଭବିଷ୍ୟତ ଓ ଆପଣଙ୍କ ସ୍ଵହବା ଲୋକଙ୍କ ପାଇଁ କିପରି ଏବେ ଜାଣିରଖନ୍ତୁ..

1 min read

ଚିତ୍ର ଏବଂ ଫଟୋ ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ୱ ପତାଲଗେଇବା ମନୋବିଜ୍ଞାନର ଏକ ମହତ୍ୱପୂର୍ଣ ଭାଗ ଅଟେ।ଯାହାକୁ କିଛି ଆକୃତି ଆକାରରେ ଦେଖାଯାଇଥାଏ।ଏହି ଆକୃତି ଆଧାରରେ ଆପଣ ଆପଣଙ୍କ ବର୍ତ୍ତମାନ ଜୀବନ ଏବଂ ଭବିଷ୍ୟତରେରେ ହେଉଥିବା ଘଟଣାର ସାଙ୍କେତିକ ତଥ୍ୟ ପାଇପାରିବେ।ଏଠାରେ ଆପଣଙ୍କୁ ପାଞ୍ଚ ପ୍ରକାର ଆକୃତି ଦେଖାଯାଇଛି।ଆପଣଙ୍କୁ ଏଠାରେ ପ୍ରଥମ ନଜରରେ କୌଣସି ଏକ ଆକୃତି ଯାହା ଆପଣଙ୍କୁ ଅଧିକ ପସନ୍ଦ ଆସୁଛି ତାହାକୁ ବାଛନ୍ତୁ।ଏହା ବର୍ତ୍ତମାନରେ ଚାଲିଆସୁଥିବା ଆପଣଙ୍କ ସମସ୍ୟା ବିଷୟରେ ବତାଇଥାଏ।

ପ୍ରଥମ ଆକୃତି:- ସିଂହ।ସିଂହ ସୌରର ପ୍ରତୀକ ହୋଇଥାଏ।ଏବଂ ଜୋତିଶ ଅନୁସାରେ ଏହାକୁ ସୁର୍ଯ୍ୟଙ୍କ ସମାନ ମନାଯାଇଥାଏ।ସୁର୍ଯ୍ୟଙ୍କ ଦ୍ଵାରା ପ୍ରଭାବିତ ରାଶି ସିଂହ ହୋଇଥାଏ।ଏହାକୁ ବାଛିବାର ଅର୍ଥ ହେଉଛି ଆପଣଙ୍କୁ ଆପଣଙ୍କ ଭାଗ୍ୟର ସହିତ ଆପେକ୍ଷ କରି ଚାଲିବାକୁ ହୋଇଥାଏ।ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଶୈଲୀରେ ସୁଧାର ଆଣିବା ଆବଶ୍ୟକ ହୋଇଥାଏ।ଏହି ଚଏସ ଆପଣଙ୍କ ଜୀବନରେ କେଉଁ ରାସ୍ତାରେ ଅଛନ୍ତି ତାହାର ମଧ୍ୟ କିଛି ସଂକେତ ଦେଇଥାଏ।ଏହା ହୋଇଥାଇ ପାରେ ଆପଣ ଆପଣଙ୍କ ଜୀବନରେ ଯେଉଁ ରାସ୍ତାରେ ଚାଲୁଛନ୍ତି ସେହି ରାସ୍ତାରେ ହୁଏତ ଆପଣଙ୍କୁ କିଛି ସୁଧାର ଆଣିବାର ଆବଶ୍ୟକତା ଥାଏ।କିମ୍ବା ସେହି ରାସ୍ତାରେ ଚାଲିବା ନିର୍ଣ୍ଣୟ ହିଁ ଭୁଲ ହୋଇଥାଇ ପାରେ।ତେଣୁ ସେଥିରେ ସୁଧାର ଆଣିବା ଆବଶ୍ୟକ।

ଦୂତୀୟ ଆକୃତି:-ଘଡି।ଏହା ବଦଳୁଥିବା ସମୟର ପ୍ରତୀକ ଅଟେ।ଏବଂ ଏହା ମନେପକାଇଥାଏ ସଂସାରରେ କିଛିଭି ସବୁବେଳ ପାଇଁ ହୋଇନଥାଏ।ଏହା ସମୟର ବଦଳୁଥିବା କ୍ରମକୁ ମଧ୍ୟ ଦର୍ଶାଇଥାଏ ଯେ ଗୋଟେ ଜିନିଷ ବୁଲି ପୁର୍ନବାର ସେହି ସ୍ଥାନକୁ ହିଁ ଆସିବ।ଏହାକୁ ବାଛିବା ଆପଣଙ୍କ ସେହି ମାନସିକ ଅବସ୍ଥାକୁ ଦେଖାଇଥାଏ ଯାହା ଆପଣ ନିଜକୁ କୌଣସି ଏକ ସ୍ଥାନରେ ଫସିଯାଇଥିବାର ପାଉଛନ୍ତି।କିନ୍ତୁ କେତେ ଭି ପରିସ୍ଥିତି ହେଉ ଆପଣ ନିଶ୍ଚିତ ସେଥିରୁ ବାହାରିଯିବେ।ଏବଂ ଆପଣ ବର୍ତ୍ତମାନରେ ରହିବାର ଅଭ୍ୟାସ କରିବାକୁ ହେବ।

ତୃତୀୟ ଆକୃତି :-ଚନ୍ଦ୍ର।ଚନ୍ଦ୍ରମାର ଭାବନା ସହିତ ସମ୍ପର୍କ ଥାଏ।ଏହାର ପ୍ରବାହ ବ୍ୟକ୍ତିକୁ ରହସ୍ୟମୟ କରିଥାଏ।ଯଦି ଆପଣ ଚନ୍ଦ୍ରମାକୁ ବାଛିଛନ୍ତି ତେବେ ଆପଣ କୌଣସି ଉଲଝନରେ ଅଛନ୍ତି।ଏବଂ ଆପଣଙ୍କ ହୃଦୟରେ ଏପରି କିଛି କଥା ଅଛି ଯାହା ଆପଣଙ୍କୁ ଚିନ୍ତାଗ୍ରସ୍ତ କରାଉଛି।ଏହାଦ୍ୱାରା ଆପଣଙ୍କ ରାତିର ନିଦ ଉଡି ଯାଇଥାଏ।ଏଥିପାଇଁ ଆପଣଙ୍କୁ ନିଜ ଭାବନା ବ୍ୟକ୍ତ କରିବାକୁ ଶିଖିବକୁ ପଡିବ।

ଚତୁର୍ଥ ଆକୃତି :- ଚାବି।ଚାବିକୁ ସବୁବେଳେ ପଥ ପଦର୍ଶକ ଭାବରେ ଦେଖା ଯାଇଥାଏ।ଯଦି ଆପଣ ଛବିର ଚୟନ କରିଛନ୍ତି ତେବେ ଏହା ଆପଣଙ୍କ ମନରେ ଥିବା କୌଣସି ପ୍ରଶ୍ନ ବିଷୟରେ ସୂଚାଇ ଥାଏ।ଏବଂ ଆପଣ ତାହାର ଉତ୍ତର ଖୋଜିବାକୁ ଚେଷ୍ଟା କରିଥାନ୍ତି।ଏଥିପାଇଁ ଆପଣଙ୍କୁ ମାନସିକ ରୂପରେ ତରୋତାଜା କରିବା ଆବଶ୍ୟକ।

ପଞ୍ଚମ ଆକୃତି :- ହାତର ଚିତ୍ର।ଏହାକୁ ସୈତାନ ଶକ୍ତି ସହିତ ଯୋଡିହୋଇଥିବା ମନାଯାଇଥାଏ।ଯଦି ଆପଣ ଏହାକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଏହା ଘଟୁଥିବା କୌଣସି ରହସ୍ୟମୟ ଘଟଣାକୁ ସୂଚାଇଥାଏ।ଏଥିପାଇଁ ଆପଣଙ୍କୁ ନିଜ ଦୁର୍ବଳତା ଉପରେ କାବୁ କରିବା ଶିଖିବକୁ ହେବ।ଏବଂ ନିଜ ଭୁଲ ପାଇଁ ନିଜକୁ କ୍ଷମା କରିବା ମଧ୍ୟ ଶିଖନ୍ତୁ।ଏହାଦ୍ୱାରା ଆପଣ ନକରତ୍ମକ ପ୍ରଭାବରୁ ମୁକ୍ତି ପାଇ ପାରିବେ।

Leave a Reply

Your email address will not be published. Required fields are marked *