March 3, 2024

Odia Express

News For Public

ବାଛନ୍ତୁ ଏକ ହାର୍ଟ ଚିତ୍ର ଏବଂ ଜାଣନ୍ତୁ ନିଜର ଦୁର୍ବଳତା – ଆପଣଙ୍କ ଜନ୍ମ ମାସ ହିସାବରେ ବାଛିକି ଆଜି ନିଜ ବିଷୟରେ ଏହି କଥା ଜାଣିରଖନ୍ତୁ..

1 min read

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ଆପଣଙ୍କୁ କିଛି ହୃଦୟର ଚିତ୍ର ଦିଆଯାଇଛି ଏବଂ ତାହା ଏକ ବର୍ଷର ୧୨ ମାସ ହିସାବରେ ସଜାଯାଇଛି।ଆପଣଙ୍କୁ ଏଥିରୁ ଏକ ହୃଦୟ ବାଛିବାର ଅଛି।ଏବଂ ଏହା ଆପଣଙ୍କ ଦୁର୍ବଳତା ବତାଇବ।ଜୋତିଶ ଅନୁସାରେ ବର୍ଷର ୧୨ ମାସର ଅଲଗା ଅଲଗା ବିଶେଷତ୍ଵ ରହିଛି।କୁହାଯାଇଥାଏ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ସ୍ୱଭାବରେ ତାହାର ଜନ୍ମମାସ ଅନୁସାରେ କିଛି ଭଲ ଏବଂ ଖରାପ ଗୁଣ ରହିଛି।ଜନ୍ମର ତାରିଖ ଯେତେ ମହତ୍ୱପୂର୍ଣ ଅଟେ ସେତିକି ଜନ୍ମର ମାସ ମଧ୍ୟ।

ଅଙ୍କ ଜୋତିଶଦ୍ୱାରା କୌଣସି ବ୍ୟକ୍ତିର ଜନ୍ମ ମାସକୁ ଆଧାର ମାନି ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ସ୍ୱଭାବର ପତା ଲଗାଯାଇଥାଏ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ମାସର ଅଲଗା ଅଲଗା ହୃଦୟର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ନିଜର କିମ୍ବା ନିଜ ସାଥୀର ହୃଦୟ ବଛିବାର ଅଛି।ଏବଂ ଆପଣ ବାଛିଥିବା ହୃଦୟ ଅନୁସାରେ ଆପଣ ଏବଂ ଆପଣଙ୍କ ସାଥିର ଦୁର୍ବଳତା କଣ ଏହା ବତାଇବ।

ପ୍ରଥମ:- ଜାନୁଆରୀ।ଯଦି ଆପଣ ଜାନୁଆରୀ ମାସ ବାଛିଛନ୍ତି ତେବେ ଆପଣ ସ୍ୱତନ୍ତ୍ର , ପ୍ରଭାବଶାଳୀ ଏବଂ ମହାନ ଅଟନ୍ତି।ଆପଣଙ୍କ ନେତୃତ୍ୱ ନେବାର ଗୁଣ ମଧ୍ୟ ରହିଛି।କିଛି ଜିନିଷ ନିଜ ବଳରେ ଏବଂ ନିଜ ହିସାବରେ କରିବାରେ ଆପଣ ସମାଜରେ ଜଣାଯାଇଥାନ୍ତି।ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଆପଣଙ୍କ ରକ୍ଷାକରିବା ଏବଂ ଭଲ ପାଇବା ସ୍ୱଭାବ।ଏହା ବେଳେ ବେଳେ ଆପଣଙ୍କୁ ଅସୁବିଧାରେ ମଧ୍ୟ ପକାଇଦେଇଥାଏ।

ଦ୍ୱିତୀୟ:- ଯଦି ଆପଣ ଫେବୃୟାରୀ ମାସ ବାଛିଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ।ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଉଥିବା।ନିଜ ଜୀବନସାଥିଙ୍କ ପ୍ରତି ପୁରା ପୁରି ସମର୍ପିତ ରହୁଥିବା ଲୋକଙ୍କ ମଧ୍ୟରୁ ଜଣେ ଅଟନ୍ତି।ଆପଣଙ୍କ ସେବୁଠାରୁ ବଡ଼ ଦ୍ରୁବଳତା ଆପଣଙ୍କ ଭାବୁକ ସ୍ୱଭାବ ଅଟେ।ଆପଣ ବହୁତ ଜଲଦି ଅନ୍ୟକୁ ଦୁଃଖରେ ଥିବାର ଦେଖି ନିଜେ ଦୁଖୀ ହୋଇଯାଆନ୍ତି।

ତୃତୀୟ:- ଯଦି ଆପଣ ମାର୍ଚ୍ଚ ମାସ ବାଛିଥାଆନ୍ତି ତେବେ ଆପଣ ସବୁବେଳେ ପ୍ରେମ ଭରା ସ୍ୱପ୍ନ ଦେଖିଥାନ୍ତି।କୋମଳ ହୃଦୟ ଯୁକ୍ତ ହୋଇଥାଆନ୍ତି।ଏବଂ ସଚୋଟ ମଧ୍ୟ ହୋଇଥାନ୍ତି।ଏବଂ ଆପଣ ନିଜ ସହିତ ଯୋଡି ହୋଇଥିବା ସବୁ ବ୍ୟକ୍ତିଙ୍କ ଛୋଟ ବଡ଼ ଖୁସିକୁ ମୂଲ୍ୟ ଦେଇଥାନ୍ତି।ଆପଣଙ୍କ ଦୁର୍ବଳତା ହେଉଛି ଆପଣଙ୍କ ଦରକାରଠାରୁ ଅଧିକ ସଚୋଟ ହେବା ଏବଂ ଅନ୍ୟମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା।

ଚତୁର୍ଥ:-ଏପ୍ରିଲ ମାସ।ଯଦି ଆପଣ ଏପ୍ରିଲ ମାସ ବାଛିଛନ୍ତି ତେବେ ଆପଣ ମଜାକରୁଥିବା କୋମଳ ହୃଦୟ ଯୁକ୍ତ ହୋଇଥାନ୍ତି।ଆପଣଙ୍କ ହୃଦୟ ବହୁତ ସଫା ଥାଏ ଏବଂ ତାହା ଆପଣଙ୍କୁ ସବୁ ପରିସ୍ଥିତିରେ ନିଜ ସହ ଯୋଡି ରଖିଥାଏ।ଏହାପରେ ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଧୋକା କେବେହେଲେ ସହିପାରି ନଥାନ୍ତି।

ପଞ୍ଚମ:-ମଇ ମାସ।ଯଦି ଆପଣ ମଇ ମାସ ବାଛିଛନ୍ତି।ତେବେ ଆପଣ ପ୍ରେମ ମାମଲାରେ ସରଳ ଏବଂ ସଚୋଟ ହୋଇଥାନ୍ତି।ଆପଣଙ୍କୁ ବୁଲିବା ଭଲ ଲାଗିଥାଏ।ଆପଣଙ୍କ ଦୁର୍ବଳତା ହେଉଛି ଆପଣ ଜଲଦି ରାଗିଯାଇଥାନ୍ତି।କିନ୍ତୁ ପରେ ମଧ୍ୟ ଆପଣ ଏହାକୁ ସମ୍ଭାଳିନେଇଥାନ୍ତି।

ଷଷ୍ଠ:-ଯଦି ଆପଣ ଜୁନ ମାସ ବାଛିଥାନ୍ତି ତେବେ ଆପଣ ରୋମାଣ୍ଟିକ, ଚୁଲବୁଲା, କଥା କହୁଥିବା ପ୍ରିୟ ବ୍ୟକ୍ତି ହୋଇଥାନ୍ତି।ଆପଣ ଅନ୍ୟମାନଙ୍କ ଭାବନାକୁ ବୁଝିଥାନ୍ତି।ଅପଣଙ୍କ ଦୁର୍ବଳତା ହେଉଛି ଆପଣଙ୍କୁ ଲୁଚେଇକରି କଥାବାର୍ତା କରିବା ଭଲ ଲାଗିଥାଏ।

ସପ୍ତମ:-ଜୁଲାଇ ମାସ।ଯଦି ଆପଣ ଜୁଲାଇ ମାସ ବାଛିଛନ୍ତି ତେବେ ଆପଣ ନା କେବଳ ଭାବୁକ କିନ୍ତୁ ଅନ୍ୟମାନଙ୍କ ପ୍ରତି ରକ୍ଷାକରିବା ଯୁକ୍ତ ହୋଇଥାଆନ୍ତି।ଆପଣଙ୍କ କମଜୋରି ହେଉଛି ଆପଣ ଏକାନ୍ତରେ ରହିବା ପସନ୍ଦ କରିଥାଆନ୍ତି।

ଅଷ୍ଟମ:-ଅଗଷ୍ଟ ମାସ।ଯଦି ଆପଣ ଅଗଷ୍ଟ ମାସ ବାଛିଛନ୍ତି ତେବେ ଆପଣ ପରିଶ୍ରମି, ୱେବ ଲଗନ କରିବା ଯୁକ୍ତ ହୋଇଥାନ୍ତି।ଆପଣଙ୍କ କମଜୋରି ହେଉଛି ଆପଣଙ୍କର ଦରକାରରୁ ଅଧିକ ପରିଶ୍ରମ କରିବା।

ନବମ:-ଯଦି ଆପଣ ସେପ୍ଟେମ୍ବର ମାସ ବାଛିଛନ୍ତି ତେବେ ଆପଣ ଶାନ୍ତିପ୍ରିୟ ହୋଇଥାଆନ୍ତି ଏବଂ ହୃଦୟରୁ ବହୁତ ନରମ ହୋଇଥାଆନ୍ତି।ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଆପଣ ଆପଣଙ୍କ କିଛି ଭଲ ସମ୍ପର୍କ ପ୍ରତି ସମ୍ୱନ୍ଧବାଚକ ହୋଇଯାଇଥାନ୍ତି।

ଦଶମ:-ଅକ୍ଟୋବର।ଯଦି ଆପଣ ଅକ୍ଟୋବର ମାସ ବାଛିଛନ୍ତି ତେବେ ଆପଣ ନିଜ ଭାବନା ପ୍ରକାଶ କରିବାରେ ସବୁଠାରୁ ଆଗରେ ଥାଆନ୍ତି।ଆପଣ ବହୁତ ଆକର୍ଷକ ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥାଆନ୍ତି।ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଆପଣ ସମ୍ପର୍କ ଏବଂ ଜିନିଷ ପ୍ରତି ବହୁତ ବାଛୁଥିବା ପ୍ରକୃତର ଅଟନ୍ତି।

ଏକାଦଶ:-ଯଦି ଆପଣ ନଭେମ୍ବର ମାସ ବାଛିଛନ୍ତି ତେବେ ଆପଣ ପ୍ରେମରେ ରୋମାନ୍ସ ପସନ୍ଦ କରିବା ବ୍ୟକ୍ତି ଅଟନ୍ତି।ଆପଣ ଦୁନିଆରୁ ଅଲଗା ଭାବନା ରଖିଥାଆନ୍ତି।କେବେକେବେ ଜୀବନସାଥିଠାରୁ ପ୍ରେମରେ ବେଶି ଆଶା ରଖିଥାନ୍ତି।ଆପଣଙ୍କ ସବୁଠାରୁବଡ଼ ଦୁର୍ବଳତା ହେଉଛି ଆପଣ ନିଜ ଭାବନା ଜଲଦି ଅନ୍ୟକାହା ଆଗରେ ପ୍ରକାଶ କରିପାରିନଥାନ୍ତି।

ଦ୍ୱାଦଶ:-ଡିସେମ୍ବର।ଯଦି ଆପଣ ଡିସେମ୍ବର ମାସ ବାଛିଛନ୍ତି ତେବେ ଆପଣ ଅନ୍ୟକୁ ଜଲଦି ଖୁସି କରାଇ ପାରିଥାନ୍ତି।ପ୍ରେମ ମାମଲାରେ ବେଶି ଆଶା କରିଥାନ୍ତି।ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଆପଣ ଅନ୍ୟକଥାରେ ବେଶି ଆଘାତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *